ସ୍ୱାମୀଙ୍କ ଦ୍ୱିତୀୟ ବିବାହ ରୋକିବାରୁ ପ୍ରଥମ ସ୍ତ୍ରୀକୁ ମରଣାନ୍ତକ ଆକ୍ରମଣ କଲେ ଶାଶୁ ଘର ଲୋକ
ଅନୁଗୁଳ: ବିନା ଛାଡ଼ପତ୍ରରେ ଦ୍ୱିତୀୟ ବିବାହ କରିଛନ୍ତି ସ୍ୱାମୀ। ଖବର ପାଇ ପ୍ରଥମ ସ୍ତ୍ରୀ ଯାଇ ବିରୋଧ କରିବାରୁ ସ୍ୱାମୀ, ଶାଶୁ ସମେତ ସମସ୍ତ ଶ୍ୱଶୁର ଘର ଲୋକ କରିଛନ୍ତି ମରଣାନ୍ତକ ଆକ୍ରମଣ। ସ୍ଥାନୀୟ ବଅଁରପାଳ ଥାନାରେ ଏଭଳି ଅଭିଯୋଗ କରିଛନ୍ତି…




