ପରିତ୍ୟକ୍ତ କୂଅରୁ ବିଲୁଆ ଉଦ୍ଧାର

ଅନୁଗୁଳ: ବଅଁରପାଳ ବ୍ଳକ୍ ସାନ୍ତରାପୁର-ଖ ପଞ୍ଚାୟତ ନୂଆସାହି ଗ୍ରାମର ଏକ ପରିତ୍ୟକ୍ତ କୂଅରୁ ବନବିଭାଗ ଓ ଗ୍ରାମବାସୀଙ୍କ ସହାୟତାରେ ଏକ ବିଲୁଆକୁ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ ଗତ ୩,୪ ଦିନ ହେବ ବିଲୁଆଟି ପରିତ୍ୟକ୍ତ କୂଅରେ ଖସି ପଡ଼ିଥିଲା। କୂଅଟି…

Continue Readingପରିତ୍ୟକ୍ତ କୂଅରୁ ବିଲୁଆ ଉଦ୍ଧାର

ସ୍କ୍ରାପ୍ ଜବତ, ଦୁଇ ଗିରଫ

ଅନୁଗୁଳ: ବଅଁରପାଳ ପୁଲିସ ବୁଧବାର ସନ୍ଧ୍ୟାରେ ପାଟ୍ରୋଲିଂ କରୁଥିବା ବେଳେ ଜୋରାଗାଡ଼ିଆ ଛକ ନିକଟରୁ ଏକ ସ୍କ୍ରାପ୍ ବୋଝେଇ ଗାଡ଼ି ଜବତ କରିଛି । ଏଥିରେ ସମ୍ପୃକ୍ତ ଦୁଇ ଯୁବକଙ୍କୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରାଯାଇଛି । ଦୁଇ…

Continue Readingସ୍କ୍ରାପ୍ ଜବତ, ଦୁଇ ଗିରଫ

ବେଧଡ଼କ ମଦ କାରବାର, ଜଣେ ଗିରଫ

ଅନୁଗୁଳ: ବଅଁରପାଳ ଥାନା ଇଲାକାରେ ବେଧଡକ ଭାବେ ଚାଲିଛି ମଦ ବିକ୍ରି। ଏହି ଚୋରା କାରବାରରେ ରୋକ୍ ଲଗାଇବା ପାଇଁ ବଅଁରପାଳ ପୁଲିସ୍ ପକ୍ଷରୁ ଜୋରଦାର ଚଢ଼ାଉ ଚାଲିଥିବା ବେଳେ ମଙ୍ଗଳବାର ପୂର୍ବାହ୍ନରେ ନୂଆହତା ଗ୍ରାମର ଏକ ଦୋକାନରେ ଚଢ଼ାଉ କରି…

Continue Readingବେଧଡ଼କ ମଦ କାରବାର, ଜଣେ ଗିରଫ

୮୫ ପେଟି ବିଦେଶୀ ମଦ ଜବତ

ଅନୁଗୁଳ: ପୁଲିସ ନାକ ନିଶତଳେ ଚାଲିଥିଲା ବେଧଡ଼କ ଚୋରା ମଦ କାରବାର । ବର୍ଷ ବର୍ଷ ଧରି ଥାନାଠାରୁ ମାତ୍ର ୩ କିଲୋମିଟର ଦୂର ତେଜରାତି ଦୋକାନରେ ଶହ ଶହ ଲିଟର ବିଦେଶୀ ମଦ କାରବାର ଚାଲିଆସୁ ଥିଲା ବେଳେ ଶନିବାର…

Continue Reading୮୫ ପେଟି ବିଦେଶୀ ମଦ ଜବତ

ରାସ୍ତା କଡ଼କୁ ଖସିଲା କାର, ଅଳ୍ପକେ ବର୍ତିଲେ ବାପ, ପୁଅ

ଅନୁଗୁଳ:ବଅଁରପାଳ ଥାନା ଅନ୍ତର୍ଗତ ମହିଧରପୁର ନିକଟ ମାଧିଆମୁଣ୍ଡା ଛକ ନିକଟ ରାସ୍ତା କଡ଼କୁ ଏକ କାର ଖସି ପଡ଼ିବାରୁ ବାପ ପୁଅ ସାମାନ୍ୟ ଆହତ ହୋଇଛନ୍ତି। ପୁଲିସ ଉଭୟଙ୍କୁ କାର୍ ମଧ୍ୟରୁ ଉଦ୍ଧାର କରି ଆମ୍ବୁଲାନ୍ସରେ ଅନୁଗୁଳ ଡାକ୍ତରଖାନା ପଠାଇଥିଲା। ଉଭୟ…

Continue Readingରାସ୍ତା କଡ଼କୁ ଖସିଲା କାର, ଅଳ୍ପକେ ବର୍ତିଲେ ବାପ, ପୁଅ

ଅକ୍ସିଜେନ ଟ୍ୟାଙ୍କର ମରାମତି କରାଇଲା

ଅନୁଗୁଳ: ଅନୁଗୁଳ ଜେଏସ୍‌ପିଏଲ୍ କାରଖାନାରୁ ଆନ୍ଧ୍ରପ୍ରଦେଶ ଅଭିମୁଖେ ଯାଉଥିବା ଅକ୍ସିଜେନ୍ ବୋଝେଇ ଏକ ଟ୍ୟାଙ୍କର ଯାଉଥିବା ବେଳେ ସନ୍ତ୍ରୀ ନିକଟରେ ଗାଡ଼ି ହଠାତ୍ ଅଚଳ ହୋଇପଡ଼ିଥିଲା। କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏଭଳି ସମସ୍ୟା ସୃଷ୍ଟି ହୋଇଥିଲା। ଏ ସମ୍ପର୍କରେ ଏସ୍‌ପି…

Continue Readingଅକ୍ସିଜେନ ଟ୍ୟାଙ୍କର ମରାମତି କରାଇଲା

ବାଇକ୍ ଚୋରି କରି ଦୁଇ ଗିରଫ, ଶିଳ୍ପସଂସ୍ଥାରେ ଥିଲେ ସୁରକ୍ଷାକର୍ମୀ, ତଡ଼ା ଖାଇଥିଲେ

ଅନୁଗୁଳ: ବଅଁରପାଳ ବ୍ଲକ୍‌ ତଥା ନାଲ୍‌କୋ ଥାନା କାଣ୍ଡସର ରୁଗୁଡ଼ିସାହିର ଶଙ୍କର ବେହେରାଙ୍କ ମଟର ସାଇକେଲ୍ (ଓଡ଼ି୩୫ବି-୮୬୩୫) ଚୋରି ଅଭିଯୋଗରେ ପୁଲିସ ଦୁଇ ଜଣ ଅଣଓଡ଼ିଆ ଯୁବକଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ଚୋରି ମଟର ସାଇକେଲ୍ ଉଦ୍ଧାର କରାଯାଇଥିବା ଭଡ଼ାଘର ତଲାସି…

Continue Readingବାଇକ୍ ଚୋରି କରି ଦୁଇ ଗିରଫ, ଶିଳ୍ପସଂସ୍ଥାରେ ଥିଲେ ସୁରକ୍ଷାକର୍ମୀ, ତଡ଼ା ଖାଇଥିଲେ

ଯୋରାଗାଡ଼ିଆ-ଗଣ୍ଠିଗାଡ଼ିଆ କଣ୍ଟେନମେଣ୍ଟ ଘୋଷଣା

ଅନୁଗୁଳ: ବଅଁରପାଳ ବ୍ଳକ୍ ନୂଆହତା ପଞ୍ଚାୟତ ଯୋରାଗାଡ଼ିଆ ଏବଂ ଗଣ୍ଠିଗାଡ଼ିଆ ଗ୍ରାମକୁ ଆଜି ସକାଳୁ କଣ୍ଟେନମେଣ୍ଟ ଘୋଷଣା କରିଛି ବ୍ଳକ୍ ପ୍ରଶାସନ। ଏହି ଗ୍ରାମ ଗୁଡ଼ିକରେ ବହୁ ସଂଖ୍ୟାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କିଛି ଅମାନିଆ ଯୁବକ ସଂକ୍ରମିତ…

Continue Readingଯୋରାଗାଡ଼ିଆ-ଗଣ୍ଠିଗାଡ଼ିଆ କଣ୍ଟେନମେଣ୍ଟ ଘୋଷଣା

ଘର ସାମ୍ନାରୁ ବାଇକ୍ ଚୋରି

ଅନୁଗୁଳ: କରୋନା କାଳରେ ଶିଳ୍ପନଗରୀ ଅନୁଗୁଳରେ ବାଇକ୍ ଚୋରଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି। ନିତି ଜିଲ୍ଲାର ବିଭିନ୍ନ ଥାନା ଇଲାକାରୁ ବାଇକ୍‌ ଚୋରି ହେଉଥିବା ଅଭିଯୋଗ ସାମ୍ନାକୁ ଆସୁଛି। ମଙ୍ଗଳବାର ଦିନ ଉଭୟ ନାଲ୍‌କୋନଗର ଓ ବଅଁରପାଳ ଥାନା ଇଲାକାରୁ ୨ଟି…

Continue Readingଘର ସାମ୍ନାରୁ ବାଇକ୍ ଚୋରି

ଦୁଇଟି ଜାଗାରେ ହେଲା ବଅଁରପାଳ ହାଟ

ଅନୁଗୁଳ: କରୋନା ସଂକ୍ରମଣ ରୋକିବା ପାଇଁ ମଙ୍ଗଳବାର ବଅଁରପାଳ ସାପ୍ତାହିକ ହାଟ ଦୁଇଟି ଜାଗାରେ ଅନୁଷ୍ଠିତ ହୋଇଛି। ପୁରୁଣାହାଟରେ ଆଳୁ, ପିଆଜ ବ୍ୟବସାୟୀ ଓ ବଅଁରପାଳ ହାଇସ୍କୁଲ ପଡ଼ିଆରେ ଅନ୍ୟ ବେପାରୀଙ୍କୁ ବସାଯାଇଥିଲା। ମାସ୍କ ପିନ୍ଧିବା, ଦୋକାନ ଆଗରେ ଗହଳି ନକରି…

Continue Readingଦୁଇଟି ଜାଗାରେ ହେଲା ବଅଁରପାଳ ହାଟ