ମାତିଛି ଷଣ୍ଢ, ଯାହାକୁ ଦେଖୁଛି ଆକ୍ରମଣ କରୁଛି; ସ୍ଥାନାନ୍ତର ପାଇଁ ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ଗ୍ରାମବାସୀ

ଅନୁଗୁଳ: ମାତିଛି ଷଣ୍ଢ। ଯାହାକୁ ଦେଖୁଛି ଆକ୍ରମଣ କରୁଛି। ଷଣ୍ଢ ଭୟରେ ଲୋକେ ବାହାରକୁ ବାହାରିବାକୁ ବି ଡରୁଛନ୍ତି। ସ୍ଥାନୀୟ ବଅଁରପାଳ ବ୍ଲକ ସାନ୍ତରାପୁର ଖ ପଞ୍ଚାୟତରେ ଏଭଳି ଏକ ଷଣ୍ଢ ଉତ୍ପାତ କରୁଥିବା ନେଇ ଲୋକେ ଅଭିଯୋଗ କରିଛନ୍ତି। ଷଣ୍ଢଟି…

Continue Readingମାତିଛି ଷଣ୍ଢ, ଯାହାକୁ ଦେଖୁଛି ଆକ୍ରମଣ କରୁଛି; ସ୍ଥାନାନ୍ତର ପାଇଁ ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ଗ୍ରାମବାସୀ

ଟ୍ରକ ଧକ୍କାରେ ବାଇକ ଚାଳକ ମୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ନୂଆହତା ଗାଁ ଦେଇ ଯାଇଥିବା ୫୫ନଂ ଜାତୀୟ ରାଜପଥ ନୂତନ ବାଇପାସ୍ ଛକ ନିକଟରେ ଆଜି ଏକ ଟ୍ରକ୍ ଧକ୍କାରେ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଛି। ସୂଚନା ମୁତାବକ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ…

Continue Readingଟ୍ରକ ଧକ୍କାରେ ବାଇକ ଚାଳକ ମୃତ

ଚୋରା କୋଇଲା ବୋଝେଇ ଟ୍ରକ ଜବତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ପୁଲିସ ଶୁକ୍ରବାର ସକାଳେ ୫୫ ନଂ ଜାତୀୟ ରାଜପଥର ସନ୍ତ୍ରୀ ଛକଠାରେ ଏକ ଚୋରା କୋଇଲା ବୋଝେଇ ଟ୍ରକକୁ ଜବତ କରିଛି। ସୂଚନା ଯେ, ଏକ ଚୋରା କୋଇଲା ବୋଝେଇ ୧୪ ଚକିଆ ଟ୍ରକ(ଓଡି-୦୪ଏନ୍-୬୨୫୯) ତାଳଚେରରୁ…

Continue Readingଚୋରା କୋଇଲା ବୋଝେଇ ଟ୍ରକ ଜବତ

ଟ୍ରକ-ବାଇକ ମୁହାଁମୁହିଁ ଧକ୍କା, ଅଳ୍ପକେ ବର୍ତ୍ତିଲେ ଚାଳକ

ଅନୁଗୁଳ: ସ୍ଥାନୀୟ ନାଲକୋ ଥାନା ସିପିପି ଛକରେ ଟ୍ରକ ଓ ବାଇକ ମଧ୍ୟରେ ମୁହାଁମୁହିଁ ଦୁର୍ଘଟଣା ଘଟିଛି। ସୌଭାଗ୍ୟବଶତଃ ଦୁର୍ଘଟଣାରେ କେହି ମୃତାହତ ହୋଇନାହାନ୍ତି। ସୂଚନା ମୁତାବକ, ସିପିପି କାରଖାନାରୁ କୋଇଲା ଅପସାରଣ କରିଆସୁଥିବା ଟ୍ରକ ଓ ବଅଁରପାଳରୁ ସିପିପି ଆସୁଥିବା…

Continue Readingଟ୍ରକ-ବାଇକ ମୁହାଁମୁହିଁ ଧକ୍କା, ଅଳ୍ପକେ ବର୍ତ୍ତିଲେ ଚାଳକ

ବିପୁଳ ପରିମାଣର ବିଦେଶୀମଦ ଜବତ, ୨ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ପୁଲିସ ବୁଧବାର ପୃଥକ ଭାବେ ୨ଟି ସ୍ଥାନରୁ ବିପୁଳ ପରିମାଣର ବିଦେଶୀମଦ ଜବତ କରିଛି। ସୂଚନା ଅନଯାୟୀ, ବୁଧବାର ସକାଳେ ପୁଲିସ ପାଟ୍ରୋଲିଂ କରୁଥିବା ବେଳେ ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ୫୫ ନଂ…

Continue Readingବିପୁଳ ପରିମାଣର ବିଦେଶୀମଦ ଜବତ, ୨ ଗିରଫ

ଗାଡି ସାଇଡମରାକୁ ନେଇ ଗୋଷ୍ଠୀ ବିବାଦ, ୧୦ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ପୁଲିସ ଏକ ଗୋଷ୍ଠୀ ବିବାଦ ଘଟଣାରେ ଉଭୟ ଗୋଠୀର ୧୦ ଜଣଙ୍କୁ ସୋମବାର ଗିରଫକରିଛି। ସୂଚନା ଯେ, ନୂଆହତା ଗାଁର ସରୋଜ ମାଝୀ ରବିବାର ସନ୍ଧ୍ୟାରେ ଘରକୁ ଫେରୁଥିବା ସମୟରେ ଗାଁର କମଳ ଲୋଚନ ମାଝୀ…

Continue Readingଗାଡି ସାଇଡମରାକୁ ନେଇ ଗୋଷ୍ଠୀ ବିବାଦ, ୧୦ ଗିରଫ

ବେଆଇନ୍ ମଦ ବିକ୍ରି ବନ୍ଦ କରିବାକୁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ମହିଳା

ଅନୁଗୁଳ : ବେଆଇନ ମଦ ବିକ୍ରି ବନ୍ଦ କରିବାକୁ ଆଜି ଜିଲ୍ଲାପାଳଙ୍କ ଅଫିସ ଘେରିଛନ୍ତି ବଅଁରପାଳ ବ୍ଲକ କେନ୍ଦୁପଲ୍ଲୀ ଗାଁର ମହିଳା। ମହିଳାଙ୍କ ଅଭିଯୋଗ ମୁତାବକ, ତାଙ୍କ ଗାଁରେ ବେଆଇନ ଭାବେ ମଦ ବିକ୍ରି କରାଯାଉଛି। ଏ ନେଇ ପ୍ରଶାସନ ନିକଟରେ…

Continue Readingବେଆଇନ୍ ମଦ ବିକ୍ରି ବନ୍ଦ କରିବାକୁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ମହିଳା

ଟ୍ରକ୍-କଣ୍ଟେନର ମୁହାଁମୁହିଁ ଧକ୍କା, ଚାପି ହୋଇଗଲେ ଡ୍ରାଇଭର ଓ ହେଲପର

ଅନୁଗୁଳ: ସ୍ଥାନୀୟ ବଅଁରପାଳ ବ୍ଲକ ନୂଆହତା ପଞ୍ଚାୟତର ଜୋରାଗଡ଼ିଆ ଛକ ନିକଟସ୍ଥ ୫୫ ନମ୍ଵର ଜାତୀୟ ରାଜପଥରେ ଆଜି ସକାଳେ ଏକ ପାଉଁଶ ବୋଝେଇ କଣ୍ଟେନର ଓ କୋଇଲା ବୋଝେଇ ଟ୍ରକ ମୁହାଁମୁହିଁ ଧକ୍କା ହେବାରୁ ୨ ଜଣ ଗୁରୁତର ହୋଇଛନ୍ତି।…

Continue Readingଟ୍ରକ୍-କଣ୍ଟେନର ମୁହାଁମୁହିଁ ଧକ୍କା, ଚାପି ହୋଇଗଲେ ଡ୍ରାଇଭର ଓ ହେଲପର

୨ ମୋବାଇଲ ଚୋର ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ରୁ ମୋବାଇଲ ଚୋରି ଘଟଣାରେ ପୁଲିସ ୨ ଜଣଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ଯେ, ବଅଁରପାଳ ବଜାର ଅଞ୍ଚଳର ଏକ ଦୋକାନରୁ ୨୦୨୧ ରେ ଚୋରି କରିଥିଲେ। ଏ ନେଇ…

Continue Reading୨ ମୋବାଇଲ ଚୋର ଗିରଫ

ଦେଶୀ ଓ ବିଦେଶୀ ମଦ ଜବତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ପୁଲିସ ଶନିବାର ରାତିରେ ଫୁଲପଡ଼ା ଅଞ୍ଚଳରେ ଚଢ଼ାଉକରି ଦେଶୀ ଓବିଦେଶୀ ମଦ ଜବତ କରିଛି। ସୂଚନା ଯେ, ଫୁଲପଡ଼ାର ପପୁ ଗଡ଼ନାୟକ ତାଙ୍କ ଘରେ ଚୋରା ମଦ ରଖି ବେପାର କରୁଥିଲେ। ଏ ନେଇ ସୂଚନା…

Continue Readingଦେଶୀ ଓ ବିଦେଶୀ ମଦ ଜବତ