ବେଆଇନ୍ ମଦ ବିକ୍ରି ବନ୍ଦ କରିବାକୁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ମହିଳା
ଅନୁଗୁଳ : ବେଆଇନ ମଦ ବିକ୍ରି ବନ୍ଦ କରିବାକୁ ଆଜି ଜିଲ୍ଲାପାଳଙ୍କ ଅଫିସ ଘେରିଛନ୍ତି ବଅଁରପାଳ ବ୍ଲକ କେନ୍ଦୁପଲ୍ଲୀ ଗାଁର ମହିଳା। ମହିଳାଙ୍କ ଅଭିଯୋଗ ମୁତାବକ, ତାଙ୍କ ଗାଁରେ ବେଆଇନ ଭାବେ ମଦ ବିକ୍ରି କରାଯାଉଛି। ଏ ନେଇ ପ୍ରଶାସନ ନିକଟରେ…



