ସ୍କୁଲ ଛାତ୍ରୀକୁ ଅପହରଣ କରି ଭୁବନେଶ୍ୱରରେ ଶାରୀରିକ ସମ୍ପର୍କ ରଖିଥିଲା ଅଭିଯୁକ୍ତ, ସାହାଯ୍ୟ କରିଥିଲା ମଉସା

ଅନୁଗୁଳ: ସ୍ଥାନୀୟ ବଅଁରପାଳ ଥାନା ସମ୍ମୁଖରେ ଥିବା ବଅଁରପାଳ ଉଚ୍ଚ ବିଦ୍ୟାଳୟର ଜଣେ ୧୪ ବର୍ଷୀୟା ଛାତ୍ରୀକୁ ଅପହରଣ କରିବା ଅଭିଯୋଗରେ ମଉସା ଓ ପୁତୁରାଙ୍କୁ ଗିରଫ କରିବା ସହ ଝିଅକୁ ଉଦ୍ଧାର କରିଛି ପୋଲିସ। ଚଳିତ ମାସ ୧୮ ତାରିଖ…

Continue Readingସ୍କୁଲ ଛାତ୍ରୀକୁ ଅପହରଣ କରି ଭୁବନେଶ୍ୱରରେ ଶାରୀରିକ ସମ୍ପର୍କ ରଖିଥିଲା ଅଭିଯୁକ୍ତ, ସାହାଯ୍ୟ କରିଥିଲା ମଉସା

କାଉନସିଲରଙ୍କ ସ୍କୁଟି ଉପରେ ଚଢ଼ିଗଲା ଟ୍ରକ, ଅଳ୍ପକେ ରକ୍ଷା ପାଇଗଲେ କାଉନସିଲର ଓ ତାଙ୍କ ଝିଆରୀ

ବଅଁରପାଳ: ସ୍ଥାନୀୟ ବଅଁରପାଳ ଥାନା ସମ୍ମୁଖ ୫୫ ନମ୍ବର ଜାତୀୟ ରାଜପଥରେ ତାଳଚେର ୮ ନମ୍ବର ୱାର୍ଡ କାଉନସିଲରଙ୍କ ଗାଡ଼ି ଦୁର୍ଘଟଣା ହୋଇଛି। ଏହି ଦୁର୍ଘଟଣାରେ କାଉନସିଲର ଓ ତାଙ୍କ ଝିଆରୀ ଗୁରୁତର ହୋଇଛନ୍ତି। ସୂଚନା ଅନୁଯାୟୀ, କାଉନସିଲର ଜିତେନ୍ଦ୍ର କୁମାର…

Continue Readingକାଉନସିଲରଙ୍କ ସ୍କୁଟି ଉପରେ ଚଢ଼ିଗଲା ଟ୍ରକ, ଅଳ୍ପକେ ରକ୍ଷା ପାଇଗଲେ କାଉନସିଲର ଓ ତାଙ୍କ ଝିଆରୀ

ଦମକଳ ଗାଡ଼ିକୁ ରାସ୍ତା ଦେଲାନି ଯାତ୍ରୀବାହୀ ବସ୍, ମୁହାଁମୁହିଁ ସ୍ଥିତି ହେବାରୁ ସମାଧାନ କଲେ ଲୋକେ

ଅନୁଗୁଳ: ସ୍ଥାନୀୟ ବଅଁରପାଳ ବ୍ଲକ ବୁଢାପଙ୍କ ଗେଟ୍ ସମ୍ମୁଖରେ ଆଜି ସନ୍ଧ୍ୟାରେ ଯାତ୍ରୀବାହୀ ବସ୍ ଓ ଦମକଳବାହିନୀ ମଧ୍ୟରେ ସାମାନ୍ୟ କଥାକୁ ନେଇ ବଚସା ହୋଇଛି। ସୂଚନା ଅନୁସାରେ, ଅନୁଗୁଳରୁ କଲିକତା ଯାଉଥିବା ଯାତ୍ରୀବାହୀ ବସ ଡଲଫିନ ଓଭରଟେକ କରି ଯାଉଥିବା…

Continue Readingଦମକଳ ଗାଡ଼ିକୁ ରାସ୍ତା ଦେଲାନି ଯାତ୍ରୀବାହୀ ବସ୍, ମୁହାଁମୁହିଁ ସ୍ଥିତି ହେବାରୁ ସମାଧାନ କଲେ ଲୋକେ

ଅନ୍ୟମନସ୍କ ଭାବେ ଚାଲୁଥିବା ବେଳେ କୂଅରେ ପଡ଼ି ବୃଦ୍ଧ ମୃତ

ଅନୁଗୁଳ: ସ୍ଥାନୀୟ ବଅଁରପାଳ ଥାନା ପିଙ୍ଗୁଆଠାରେ ଆଜି ଜଣେ ବୃଦ୍ଧ କୂଅରେ ପଡ଼ି ପ୍ରାଣ ହରାଇଛନ୍ତି। ମୃତକ ହେଉଛନ୍ତି ଭୁବନ ସାମଲ(୯୦)। ସେ ଅନ୍ୟମନସ୍କ ଭାବରେ ଘର ନିକଟରେ ଯାଉଥିବା ବେଳେ କୂଅରେ ପଡ଼ିଯାଇଥିଲେ। ଏ ନେଇ ଗାଁ ଲୋକ ଜାଣିବା…

Continue Readingଅନ୍ୟମନସ୍କ ଭାବେ ଚାଲୁଥିବା ବେଳେ କୂଅରେ ପଡ଼ି ବୃଦ୍ଧ ମୃତ

ଭଉଣୀଙ୍କୁ ମାଡ଼ ମାରି ଭାଇ ଗିରଫ

ବଅଁରପାଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଖମଣା ଗାଁରେ ଭଉଣୀକୁ ମାଡ଼ ମାରିବା ଅଭିଯୋଗରେ ପୋଲିସ ଅଭିଯୁକ୍ତ ଭାଇକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଗାଁର ପରମାନନ୍ଦ ନାଏକ । ସୂଚନା ମୁତବାକ, ପରମାନନ୍ଦଙ୍କ ଭଉଣୀ ମିନାକ୍ଷୀ ନାଏକ…

Continue Readingଭଉଣୀଙ୍କୁ ମାଡ଼ ମାରି ଭାଇ ଗିରଫ

ଝିଆରୀକୁ ଦୁଷ୍କର୍ମ ଅଭିଯୋଗ, ଦାଦା ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅଞ୍ଚଳର ଜନୈକା ନାବାଳିକା ଝିଆରୀକୁ ଦୁଷ୍କର୍ମ କରିବା ଅଭିଯୋଗରେ ପୋଲିସ ଦାଦାଙ୍କୁ ଗିରଫ କରିଛି । ସୂଚନା ମୁତାବକ, ନେହେରୁ ସାହୁ(୩୨) ନାମକ ଯୁବକ ତାଙ୍କ ବଡ଼ଭାଇଙ୍କ ଝିଅକୁ ଯୋରଜବରଦସ୍ତ ଦୁଷ୍କର୍ମ କରିଥିଲେ ।…

Continue Readingଝିଆରୀକୁ ଦୁଷ୍କର୍ମ ଅଭିଯୋଗ, ଦାଦା ଗିରଫ

୧୫୨ ଲିଟର ବିଦେଶୀ ମଦ ଜବତ, ଜଣେ ଗିରଫ

ଅନୁଗୁଳ: ସ୍ଥାନୀୟ ବଅଁରପାଳ ଥାନା ତୁଳସୀପାଳ ଗ୍ରାମରୁ ୧୫୨ ଲିଟର ବିଦେଶୀ ମଦ ଜବତ ହେବା ସହ ପୋଲିସ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତି ହେଲେ ସନାତନ ରାଉଳ। ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା…

Continue Reading୧୫୨ ଲିଟର ବିଦେଶୀ ମଦ ଜବତ, ଜଣେ ଗିରଫ

ବଅଁରପାଳ ଅଞ୍ଚଳରେ ଗୁଟଖା ବେପାରୀଙ୍କ ଉପରେ ଅତର୍କିତ ଚଢ଼ଉ, ୨୦ ରୁ ଊର୍ଦ୍ଧ୍ଵ ଦୋକାନୀଙ୍କୁ ଫାଇନ୍

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଅଞ୍ଚଳର ବିଭିନ୍ନ ସ୍ଥାନରେ ଆଜି ଗୁଟଖା ବେପାରୀଙ୍କ ଉପରେ ଅତର୍କିତ ଚଢ଼ଉ କରାଯାଇଛି। ଆଜି ବଅଁରପାଳ ଛକ, କଲେଜ ଛକ, ସନ୍ତ୍ରୀ ଛକ ଅଞ୍ଚଳରେ ଗୁଟଖା ବେପାର କରୁଥିବା ପ୍ରାୟ ୨୦ ରୁ ଊର୍ଦ୍ଧ୍ଵ ଦୋକାନୀଙ୍କ…

Continue Readingବଅଁରପାଳ ଅଞ୍ଚଳରେ ଗୁଟଖା ବେପାରୀଙ୍କ ଉପରେ ଅତର୍କିତ ଚଢ଼ଉ, ୨୦ ରୁ ଊର୍ଦ୍ଧ୍ଵ ଦୋକାନୀଙ୍କୁ ଫାଇନ୍

ଘରକୁ ଯିବା ବାଟରେ ଜଗିଥିଲା ଯମ! କଣ୍ଟେନର ଚକା ତଳେ ଗଲା ସାଇକେଲ ଆରୋହୀଙ୍କ ଜୀବନ, ଡ୍ରାଇଭର ଅଟକ

ଅନୁଗୁଳ: ସ୍ଥାନୀୟ ବଅଁରପାଳ ବ୍ଲକ ବନ୍ଦା ଛକରେ ଏକ କଣ୍ଟେନର ସାଇକେଲକୁ ଧକ୍କା ଦେବାରୁ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି। ଖବର ପାଇ ବଅଁରପାଳ ଥାନାଧିକାରୀ ପହଞ୍ଚି ଶବକୁ ଜବତ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ମୃତକ ବଅଁରପାଳ ବ୍ଲକ…

Continue Readingଘରକୁ ଯିବା ବାଟରେ ଜଗିଥିଲା ଯମ! କଣ୍ଟେନର ଚକା ତଳେ ଗଲା ସାଇକେଲ ଆରୋହୀଙ୍କ ଜୀବନ, ଡ୍ରାଇଭର ଅଟକ

ନବବଧୂଙ୍କୁ ହତ୍ୟା ଅଭିଯୋଗ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ତଳମୂଳ ଗାଁରେ ଜଣେ ନବବଧୂଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲେକେ ଅଭିଯୋଗ କରିଛନ୍ତି। ସୂଚନା ଯେ, ପୁରୀକିଆ ଗାଁର ନିଶାମଣି ଅମାନ୍ତଙ୍କ ଝିଅ ମିତାଲି ଅମାନ୍ତ ତଳମୂଳ ଗାଁର ଦିପୁ ପଟ୍ଟନାୟକଙ୍କ…

Continue Readingନବବଧୂଙ୍କୁ ହତ୍ୟା ଅଭିଯୋଗ