ବସ୍ ସାଇଡ୍ ନ ଦେବାରୁ ତୁମୁଳକାଣ୍ଡ, ବନ୍ଧୁକ ଦେଖାଇବା ସହ କାଚ ଭାଙ୍ଗିବା ଅଭିଯୋଗରେ ଦୁଇ ଗିରଫ
ଅନୁଗୁଳ: ବସ୍ ସାଇଡ୍ ନ ଦେବାରୁ ତୁମୁଳକାଣ୍ଡ। ଏହି ଘଟଣାକୁ ନେଇ ବଅଁରପାଳ ଥାନା ନୂଆହତା ଗୋପାଳ ସାହିସ୍ଥିତ ତୃପ୍ତି ମୋଟର ସମ୍ମୁଖ ୫୫ନଂ ଜାତୀୟ ରାଜପଥରେ ୨ ଅଜଣା ବ୍ୟକ୍ତି ବସ୍ ଚାଳକଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରାଇଛି। ଏ…
