ସ୍ବର୍ଗତ ଅଦ୍ଵୈତ ସିଂହଙ୍କ ଶ୍ରାଦ୍ଧବାର୍ଷିକୀ ଲିଫଲେଟ୍ ଚର୍ଚ୍ଚାରେ
ଅନୁଗୁଳ: ଅନୁଗୁଳ ଜିଲ୍ଲାର ପ୍ରତିଷ୍ଠାତା ପୂର୍ବତନ ମନ୍ତ୍ରୀ ଅଦ୍ଵୈତ ପ୍ରସାଦ ସିଂହଙ୍କ ଚତୁର୍ଦ୍ଦଶ ତମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ବିଜେଡି ବ୍ୟାନରରେ ବଣ୍ଟା ଯାଉଥିବା ଏକ ଲିଫଲେଟ୍ ଏବେ କର୍ମୀ ଓ ଜନସାଧାରଣରେ ବେଶ ଚର୍ଚ୍ଚାର ବିଷୟ ହୋଇଛି। ଅନୁଗୁଳରେ ବିଜେଡି ବହୁ…