ବିଜେପିର ପୌର ନିର୍ବାଚନୀ ଇସ୍ତାହାର ଉନ୍ମୋଚିତ
ଅନୁଗୁଳ: ଅନୁଗୁଳ ସ୍ଥାନୀୟ ଏକ ହୋଟେଲ୍ ଠାରେ ରବିବାର ଅପରାହ୍ନରେ ଜିଲ୍ଲା ବିଜେପିର ପୌର ନିର୍ବାଚନୀ ଇସ୍ତାହାର ଉନ୍ମୋଚିତ ହୋଇଯାଇଛି। ଏହି ସମାରୋହରେ ଅନୁଗୁଳ ଜିଲ୍ଲା ବିଜେପି ସଭାପତି ଦିଲେଶ୍ୱର ପ୍ରଧାନ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ପ୍ରଧାନ, ନଗରପାଳ ପ୍ରାର୍ଥୀ ଦିଲୀପ…
