ବିଜେପି ଅନୁଗୁଳ ଜିଲ୍ଲା କୋର କମିଟି ବୈଠକ: ଆସନ୍ତା ସପ୍ତାହରେ ବୁଦ୍ଧିଜୀବୀ ସମ୍ମିଳନୀ ଲାଗି ନିଷ୍ପତ୍ତି
ଅନୁଗୁଳ: ଅନୁଗୁଳ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ କୋର୍ କମିଟି ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ସାଙ୍ଗଠନିକ ଆଲୋଚନା କରାଯିବା ସହ ରାଜ୍ୟ ନିଷ୍ପତ୍ତି କ୍ରମେ ବିଭିନ୍ନ ବିଷୟରେ ଚର୍ଚ୍ଚା କରାଯାଇଥିଲା।ନିଷ୍ପତ୍ତି ଅନୁଯାୟୀ, ୱାନ୍…
