ବିଜେପିର ମିଶ୍ରଣ ପର୍ବ: ଶଙ୍ଖ ଛାଡ଼ି ପଦ୍ମ ଧରିଲେ ଏକାଧିକ ବିଜେଡି କର୍ମୀ
ଅନୁଗୁଳ: ଅନୁଗୁଳ ବିଧାନସଭା ନିର୍ବାଚନମଣ୍ଡଳୀ ୩ ନମ୍ବର ଜୋନ୍ ଅନ୍ତର୍ଗତ ଖଲାରୀ ମଣ୍ଡଳ ବଲାସିଂଘା ଗ୍ରାମ ପଞ୍ଚାୟତର ପଣ୍ଡପୁର ଓ ବିଶ୍ବନାଥପୁର ଗ୍ରାମର ବହୁ ବିଜେଡି କର୍ମୀ ଆଜି ବିଜେପିରେ ମିଶିଛନ୍ତି। ସ୍ଥାନୀୟ ମିଶ୍ରପଡା ସ୍ଥିତ ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟରେ…



