୭ ବର୍ଷ ହେଲାଣି ସରୁନି ଜାତୀୟ ରାଜପଥ କାମ! ଲୋକ ହନ୍ତସନ୍ତ, ଆନ୍ଦୋଳନ ପାଇଁ ଚେତାବନୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ବଇଣ୍ଡା ଅଞ୍ଚଳରେ ଜାତୀୟ ରାଜପଥର ସର୍ଭିସ ରାସ୍ତା କାମ ଆଜି ଯାଏଁ ସରୁନି। ରାସ୍ତା କୁ ଠିକା ସଂସ୍ଥା ଖୋଳି ଦେଇଥିବାରୁ ସ୍ଥାନୀୟ ଲୋକେ ଗମନାଗମନ ପାଇଁ ଭାରି ହଇରାଣ ହେଉଛନ୍ତି। ରାସ୍ତା ମରାମତି…

Continue Reading୭ ବର୍ଷ ହେଲାଣି ସରୁନି ଜାତୀୟ ରାଜପଥ କାମ! ଲୋକ ହନ୍ତସନ୍ତ, ଆନ୍ଦୋଳନ ପାଇଁ ଚେତାବନୀ

ବଇଣ୍ଡା ଅଞ୍ଚଳରେ ନାହିଁ ପ୍ରାଣୀ ଚିକିତ୍ସାଳୟ, ଜୀବଜନ୍ତୁଙ୍କ ପାଇଁ ଚିକିତ୍ସାଳୟ ଖୋଲିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ବଇଣ୍ଡା ଅଞ୍ଚଳରେ ପ୍ରାଣୀ ଚିକିତ୍ସାଳୟ ଖୋଲିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି। ବରିଷ୍ଠ ବିଜେପି ନେତା ଅରବିନ୍ଦ ସାହୁ ଅନୁଗୁଳ ଜିଲ୍ଲା ପ୍ରଭାରୀ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ଜରିଆରେ ଏହି ଦାବି…

Continue Readingବଇଣ୍ଡା ଅଞ୍ଚଳରେ ନାହିଁ ପ୍ରାଣୀ ଚିକିତ୍ସାଳୟ, ଜୀବଜନ୍ତୁଙ୍କ ପାଇଁ ଚିକିତ୍ସାଳୟ ଖୋଲିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ଘର ଭିତରୁ ବିଷାକ୍ତ ରଣା ସାପ ଉଦ୍ଧାର

ବଇଣ୍ଡା: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ଅଧୀନ ହଣ୍ଡପା ଥାନା ଶରଧାମୁଣ୍ଡା ଗାଁର ବସନ୍ତ ପ୍ରଧାନଙ୍କ ଘରୁ ବୁଧବାର ଦିନ ଏକ ବିଷାକ୍ତ ରଣା ସାପ ଉଦ୍ଧାର କରାଯାଇଛି। ସୂଚନା ଯେ, ଆଜି ଅପରାହ୍ନରେ ବସନ୍ତଙ୍କ ଘର ଭିତରକୁ ଏକ ବିଷାକ୍ତ…

Continue Readingଘର ଭିତରୁ ବିଷାକ୍ତ ରଣା ସାପ ଉଦ୍ଧାର

ହଣ୍ଡପା ପୋଲିସର ଚଢ଼ଉ: ଦେଶୀ ମଦ ଜବତ, ୩ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ହଣ୍ଡପା ପୋଲିସ ଶନିବାର ବିଭିନ୍ନ ଗ୍ରାମରେ ଚଢ଼ଉ କରି ଚୋରା ଦେଶୀ ମହୁଲି ମଦ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି। ପୋଲିସ ଚାରଖମଣ ଗ୍ରାମର ଅମ୍ବୁଜଙ୍କ ଘରୁ ୬ ଲିଟର ଦେଶୀ ମଦ…

Continue Readingହଣ୍ଡପା ପୋଲିସର ଚଢ଼ଉ: ଦେଶୀ ମଦ ଜବତ, ୩ ଗିରଫ

ଶୋଇବା ଘରୁ ନାଗ ସାପ ଉଦ୍ଧାର, ସୁରକ୍ଷିତ ଭାବେ ଜଙ୍ଗଲରେ ଛାଡ଼ିଲେ ଉଦ୍ଧାରକାରୀ ଟିମ୍

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ହଣ୍ଡପା ବଇଣ୍ଡା ବୈଷ୍ଣବସାହିର ପ୍ରମୋଦ କୁମାର ସାହୁଙ୍କ ଘରୁ ରବିବାର ଏକ ନାଗ ସାପ ଉଦ୍ଧାର ହୋଇଛି। ଉଦ୍ଧାରକାରୀ ଟିମ୍ ସାପକୁ ଉଦ୍ଧାର କରି ଜଙ୍ଗଲରେ ଛାଡ଼ିଥିବା ଜଣାଯାଇଛି। ସୂଚନା ମୁତାବକ, ଏକ ନାଗ…

Continue Readingଶୋଇବା ଘରୁ ନାଗ ସାପ ଉଦ୍ଧାର, ସୁରକ୍ଷିତ ଭାବେ ଜଙ୍ଗଲରେ ଛାଡ଼ିଲେ ଉଦ୍ଧାରକାରୀ ଟିମ୍

ଯୌତୁକ ପାଇଁ ପତ୍ନୀଙ୍କୁ ଟାଙ୍ଗିଆରେ ହାଣିଲେ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ଅନୁଗୁଳ: ପତ୍ନୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ଉଦ୍ୟମ। ଏନେଇ ଅନୁଗୁଳ ଜିଲ୍ଲା ହଣ୍ଡପା ଥାନାରେ ଅଭିଯୋଗ କରିଛନ୍ତି ପୀଡ଼ିତାଙ୍କ ମା'। ସ୍ଥାନୀୟ ପାପସରା ଗ୍ରାମର ସୁବାସିନି ସାହୁ (୩୦) ଙ୍କୁ ତାଙ୍କ ସ୍ଵାମୀ ପଳଉ ପ୍ରଧାନ ଯୌତୁକ ପାଇଁ ଟାଙ୍ଗିଆରେ ହାଣି…

Continue Readingଯୌତୁକ ପାଇଁ ପତ୍ନୀଙ୍କୁ ଟାଙ୍ଗିଆରେ ହାଣିଲେ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

କାର ଦୁର୍ଘଟଣା: ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ପରିବାର ଲୋକ ଗୁରୁତର, ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ସାମାନ୍ୟ ଆହତ

ଅନୁଗୁଳ: ଅନୁଗୁଳ-ସମ୍ବଲପୁର ୫୫ ନଂ ଜାତୀୟ ରାଜପଥର ହଣ୍ଡପା ନିକଟରେ ଏକ ବଡ଼ ଦୁର୍ଘଟଣା ହୋଇଛି। ଦୁର୍ଘଟଣାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ସ୍ତ୍ରୀ ଉର୍ମିଳା ବିଶ୍ୱାଳ ଗୁରୁତର ହୋଇଥିବା ବେଳେ ତାଙ୍କ ଝିଅ ଅନିତା ବିଶ୍ୱାଳ ଓ ନାତୁଣୀ ଅମ୍ବିକା…

Continue Readingକାର ଦୁର୍ଘଟଣା: ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ପରିବାର ଲୋକ ଗୁରୁତର, ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ସାମାନ୍ୟ ଆହତ

୨୮ କେଜି ଗଞ୍ଜେଇ ସହ ୨ ବାଇକ ଜବତ, ୩ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ହଣ୍ଡପା ଥାନା ଯୋଗିପଥର ନିକଟରୁ ବୁଧବାର ଦିନ ହଣ୍ଡପା ପୋଲିସ ଚୋରାଚାଲାଣ ହେଉଥିବା ୨୮ କେଜି ଗଞ୍ଜେଇ ଜବତ କରିଛି। ଚାଲାଣରେ ସମ୍ପୃକ୍ତ ଥିବା ୩ ଜଣ ବ୍ୟବସାୟୀଙ୍କୁ ହଣ୍ଡପା ଆଇଆଇସି ନମିତା ନାୟକ…

Continue Reading୨୮ କେଜି ଗଞ୍ଜେଇ ସହ ୨ ବାଇକ ଜବତ, ୩ ଗିରଫ

ମଦ ପିଇ ଗାଡ଼ି ଚଳାଉଥିଲେ… ୨ ଜଣଙ୍କୁ ବାନ୍ଧିଲା ପୁଲିସ, ଦୁଇ ବାଇକ ଜବତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ହଣ୍ଡପା ପୁଲିସ ପକ୍ଷରୁ ବଇଣ୍ଡା ଠାରେ ମଙ୍ଗଳବାର ରାତିରେ ଗାଡ଼ି ମଟର ଯାଞ୍ଚ କରାଯାଇଛି। ଏ ଅବସରରେ ମଦ୍ୟପାନ କରି ଗାଡ଼ି ଚଲାଉଥିବା ୨ ଜଣଙ୍କୁ ଗିରଫ କରିଛି ପୁଲିସ। ସେମାନଙ୍କଠାରୁ ୨ଟି ବାଇକ ଜବତ ହୋଇଛି।ଗିରଫମାନେ…

Continue Readingମଦ ପିଇ ଗାଡ଼ି ଚଳାଉଥିଲେ… ୨ ଜଣଙ୍କୁ ବାନ୍ଧିଲା ପୁଲିସ, ଦୁଇ ବାଇକ ଜବତ

ମିନି ଟ୍ରକ- ବାଇକ ମୁହାଁମୁହିଁ ଧକ୍କା, ଚାଳକ ମୃତ; ଶବ ରଖି ଜାତୀୟ ରାଜପଥ ଅବରୋଧ କଲେ ଗାଁ ଲୋକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ଭେଜିଗୋଠ ଗ୍ରାମରେ ଗୁରୁବାର ଏକ ମିନି ଟ୍ରକ ସହ ବାଇକ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ଘଟଣାସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ହଣ୍ଡପା ଥାନା ଭେଜିଗୋଠ ଗ୍ରାମର ସୌମ୍ୟରଞ୍ଜନ ସିଂ।…

Continue Readingମିନି ଟ୍ରକ- ବାଇକ ମୁହାଁମୁହିଁ ଧକ୍କା, ଚାଳକ ମୃତ; ଶବ ରଖି ଜାତୀୟ ରାଜପଥ ଅବରୋଧ କଲେ ଗାଁ ଲୋକ