୫ ବର୍ଷ ହେଲା ଚାଲିଛି ଅଧାପନ୍ତରିଆ ବ୍ରିଜ୍ କାମ, ଜିଲ୍ଲାପାଳଙ୍କ ନିକଟରେ ଗ୍ରାମବାସୀଙ୍କ ଅଭିଯୋଗ

ବଇଣ୍ଡା: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ୍‌ର ନାକିଚି ଓ ମଣ୍ଡାମ ଗ୍ରାମକୁ ସଂଯୋଗ କରିବା ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ମଣ୍ଡାମ ନାଳ ଉପରେ ନିର୍ମାଣାଧୀନ ବ୍ରିଜ୍‌ର କାର୍ଯ୍ୟ ଗତ ପାଞ୍ଚ ବର୍ଷ ହେବ ଅସମ୍ପୂର୍ଣ୍ଣ ହୋଇ ରହିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ…

Continue Reading୫ ବର୍ଷ ହେଲା ଚାଲିଛି ଅଧାପନ୍ତରିଆ ବ୍ରିଜ୍ କାମ, ଜିଲ୍ଲାପାଳଙ୍କ ନିକଟରେ ଗ୍ରାମବାସୀଙ୍କ ଅଭିଯୋଗ

୧୦ ଦିନ ଧରି ଅନ୍ଧାର ଗମ୍ଭାରୀମଳିହା ଗାଁ, ରାସ୍ତାରୋକ କଲେ ଗ୍ରାମବାସୀ

ବଇଣ୍ଡା: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ସଞ୍ଜାମୁରା ପଞ୍ଚାୟତ ଅନ୍ତର୍ଗତ ଗମ୍ଭାରୀମଳିହା ଗ୍ରାମରେ ଦୀର୍ଘ ୧୦ ଦିନ ହେବ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହେବା ଯୋଗୁଁ ଗ୍ରାମବାସୀମାନେ ଶନିବାର ରାସ୍ତାରୋକ କରି ଆନ୍ଦୋଳନ କରିଛନ୍ତି। ବାମୁର ବିଦ୍ୟୁତ୍ ବିଭାଗ ପକ୍ଷରୁ 'ଜନ୍ତୁ…

Continue Reading୧୦ ଦିନ ଧରି ଅନ୍ଧାର ଗମ୍ଭାରୀମଳିହା ଗାଁ, ରାସ୍ତାରୋକ କଲେ ଗ୍ରାମବାସୀ

ବଇଣ୍ଡାରେ ୫୦ ଷ୍ଟ୍ରିଟ ଲାଇଟ ଅଚଳ: ଜିଲ୍ଲାପାଳଙ୍କୁ ଗ୍ରାମବାସୀଙ୍କ ଅଭିଯୋଗ

ବଇଣ୍ଡା: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ବଇଣ୍ଡା ଛକରେ ଜାତୀୟ ରାଜପଥ ବିଭାଗ ପକ୍ଷରୁ ଫ୍ଲାଏ ଓଭର ବ୍ରିଜରେ ଲଗାଯାଇଥିବା ୧୧୦ ଷ୍ଟ୍ରିଟ ଲାଇଟ ମଧ୍ୟରୁ ୫୦ଟି ଅଚଳ ହୋଇପଡ଼ିଛି। ଅଗଷ୍ଟ ମାସରେ ଲଗାଯାଇଥିବା ଏହି ଲାଇଟଗୁଡ଼ିକ ନିମ୍ନମାନର ହୋଇଥିବା ଅଭିଯୋଗ…

Continue Readingବଇଣ୍ଡାରେ ୫୦ ଷ୍ଟ୍ରିଟ ଲାଇଟ ଅଚଳ: ଜିଲ୍ଲାପାଳଙ୍କୁ ଗ୍ରାମବାସୀଙ୍କ ଅଭିଯୋଗ

ଘର ଭିତରୁ ନାଗ ସାପ ଉଦ୍ଧାର

ବଇଣ୍ଡା: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ହଣ୍ଡପା ଥାନା ଅଧୀନ ଘନପୁର ଗ୍ରାମର ଦେବେନ୍ଦ୍ର ସାହୁଙ୍କ ଘରୁ ବୁଧବାର ଏକ ନାଗ ସାପ ଉଦ୍ଧାର କରାଯାଇଛି। ବାହାର ଅଞ୍ଚଳରୁ ଏକ ନାଗ ସାପ ଦେବେନ୍ଦ୍ରଙ୍କ ଘର ଭିତରେ ପଶିଥିଲା ଓ ମାଟିଘର…

Continue Readingଘର ଭିତରୁ ନାଗ ସାପ ଉଦ୍ଧାର

ବଇଣ୍ଡାରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର: ୫୪ ଯୁନିଟ୍ ରକ୍ତ ସଂଗ୍ରହ

କିଶୋରନଗର: କିଶୋରନଗର ବ୍ଲକ ଅନ୍ତର୍ଗତ ବଇଣ୍ଡା ଶିକ୍ଷକ ପଡାସ୍ଥିତ ଶ୍ରୀରାମ ମନ୍ଦିର କମିଟି ଆନୁକୂଲ୍ୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥି ବଇଣ୍ଡା ବିଦ୍ୟୁତ୍ ବିଭାଗର ଅକ୍ଷୟ କୁମାର ସାହୁ ଫିତା କାଟି ଶିବିରର ଉଦ୍ଘାଟନ କରିଥିଲେ।…

Continue Readingବଇଣ୍ଡାରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର: ୫୪ ଯୁନିଟ୍ ରକ୍ତ ସଂଗ୍ରହ

ଭୁଜାଲି ଦେଖାଇ ଦୁର୍ବୃତ୍ତମାନେ ନେଇଗଲେ ଦୁଇ ଛେଳି, ଅଞ୍ଚଳରେ ଭୟର ବାତାବରଣ

ବଇଣ୍ଡା: ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ଅନ୍ତର୍ଗତ ପାଇକସାହି-ସାନହୁଲା ରାସ୍ତାରେ ଗୁରୁବାର ଦିନ ଗୋଟାଏ ବେଳେ  ଦୁର୍ବୃତ୍ତମାନେ ଭୁଜାଲି ଦେଖାଇ ବନ୍ତୁଲ ଗାଁର ଚନ୍ଦ୍ର ମଣି ସାହୁଙ୍କ ଦୁଇଟି ଛେଳି ନେଇଯାଇଛନ୍ତି। ଘଟଣାଟି ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି। ଚନ୍ଦ୍ର…

Continue Readingଭୁଜାଲି ଦେଖାଇ ଦୁର୍ବୃତ୍ତମାନେ ନେଇଗଲେ ଦୁଇ ଛେଳି, ଅଞ୍ଚଳରେ ଭୟର ବାତାବରଣ

୭ ବର୍ଷ ହେଲାଣି ସରୁନି ଜାତୀୟ ରାଜପଥ କାମ! ଲୋକ ହନ୍ତସନ୍ତ, ଆନ୍ଦୋଳନ ପାଇଁ ଚେତାବନୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ବଇଣ୍ଡା ଅଞ୍ଚଳରେ ଜାତୀୟ ରାଜପଥର ସର୍ଭିସ ରାସ୍ତା କାମ ଆଜି ଯାଏଁ ସରୁନି। ରାସ୍ତା କୁ ଠିକା ସଂସ୍ଥା ଖୋଳି ଦେଇଥିବାରୁ ସ୍ଥାନୀୟ ଲୋକେ ଗମନାଗମନ ପାଇଁ ଭାରି ହଇରାଣ ହେଉଛନ୍ତି। ରାସ୍ତା ମରାମତି…

Continue Reading୭ ବର୍ଷ ହେଲାଣି ସରୁନି ଜାତୀୟ ରାଜପଥ କାମ! ଲୋକ ହନ୍ତସନ୍ତ, ଆନ୍ଦୋଳନ ପାଇଁ ଚେତାବନୀ

ବଇଣ୍ଡା ଅଞ୍ଚଳରେ ନାହିଁ ପ୍ରାଣୀ ଚିକିତ୍ସାଳୟ, ଜୀବଜନ୍ତୁଙ୍କ ପାଇଁ ଚିକିତ୍ସାଳୟ ଖୋଲିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ବଇଣ୍ଡା ଅଞ୍ଚଳରେ ପ୍ରାଣୀ ଚିକିତ୍ସାଳୟ ଖୋଲିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି। ବରିଷ୍ଠ ବିଜେପି ନେତା ଅରବିନ୍ଦ ସାହୁ ଅନୁଗୁଳ ଜିଲ୍ଲା ପ୍ରଭାରୀ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ଜରିଆରେ ଏହି ଦାବି…

Continue Readingବଇଣ୍ଡା ଅଞ୍ଚଳରେ ନାହିଁ ପ୍ରାଣୀ ଚିକିତ୍ସାଳୟ, ଜୀବଜନ୍ତୁଙ୍କ ପାଇଁ ଚିକିତ୍ସାଳୟ ଖୋଲିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ଘର ଭିତରୁ ବିଷାକ୍ତ ରଣା ସାପ ଉଦ୍ଧାର

ବଇଣ୍ଡା: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ଅଧୀନ ହଣ୍ଡପା ଥାନା ଶରଧାମୁଣ୍ଡା ଗାଁର ବସନ୍ତ ପ୍ରଧାନଙ୍କ ଘରୁ ବୁଧବାର ଦିନ ଏକ ବିଷାକ୍ତ ରଣା ସାପ ଉଦ୍ଧାର କରାଯାଇଛି। ସୂଚନା ଯେ, ଆଜି ଅପରାହ୍ନରେ ବସନ୍ତଙ୍କ ଘର ଭିତରକୁ ଏକ ବିଷାକ୍ତ…

Continue Readingଘର ଭିତରୁ ବିଷାକ୍ତ ରଣା ସାପ ଉଦ୍ଧାର

ହଣ୍ଡପା ପୋଲିସର ଚଢ଼ଉ: ଦେଶୀ ମଦ ଜବତ, ୩ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ହଣ୍ଡପା ପୋଲିସ ଶନିବାର ବିଭିନ୍ନ ଗ୍ରାମରେ ଚଢ଼ଉ କରି ଚୋରା ଦେଶୀ ମହୁଲି ମଦ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି। ପୋଲିସ ଚାରଖମଣ ଗ୍ରାମର ଅମ୍ବୁଜଙ୍କ ଘରୁ ୬ ଲିଟର ଦେଶୀ ମଦ…

Continue Readingହଣ୍ଡପା ପୋଲିସର ଚଢ଼ଉ: ଦେଶୀ ମଦ ଜବତ, ୩ ଗିରଫ