ଠାକୁରଗଡ଼ରେ ମା’ଙ୍କ ଆଗମନ ପାଇଁ ପ୍ରସ୍ତୁତି: ମହାଲକ୍ଷ୍ମୀଙ୍କ ପୂଜା ପାଇଁ ଅନୁକୂଳ ହେଲା ମାଟି
ବଇଣ୍ଡା : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଗ୍ରାମରେ ହେବାକୁ ଥିବା ମା' ଲକ୍ଷ୍ମୀଙ୍କ ପୂଜା ପାଇଁ ଆଜି ମାଟି ଅନୁକୂଳ କରାଯାଇଛି। ମା'ଙ୍କ ମୂର୍ତ୍ତି ପାଇଁ ଠାକୁରଗଡ଼ ଗ୍ରାମ ନିକଟରେ ଥିବା ଶିବ ମନ୍ଦିର ନିକଟରୁ ମାଟି ସଂଗ୍ରହ…



