ଅନୁଗୁଳର ଜ୍ୟୋତିର୍ବିଦ ଡାଲଟନ୍ ମହାପାତ୍ରଙ୍କୁ ଜ୍ୟୋତିଷ ଶିରେମଣି ସମ୍ମାନ
ବଇଣ୍ଡା: ଜ୍ୟୋତିଷ ଶିରେମଣି ସମ୍ମାନରେ ସମ୍ମାନିତ ହୋଇଛନ୍ତି ଅନୁଗୁଳ ଜିଲ୍ଲା କୁଶକିଳା ଗାଁର ଜ୍ୟୋତିର୍ବିଦ ଡାଲଟନ୍ ମହାପାତ୍ର। ଭୁବନେଶ୍ବରର ଏକ ହୋଟେଲରେ ଇଣ୍ଡିଆନ୍ ବାସ୍ତୁ ଆଣ୍ଡ ଆଷ୍ଟ୍ରୋଲୋଜିକାଲ ରିସର୍ଚ୍ଚ ସେଣ୍ଟର ଦ୍ବାରା ୧୧ ଓ ୧୨ ତାରିଖରେ ଆୟୋଜିତ ୨ ଦିନିଆ…
