ଅନୁଗୁଳରେ ୭୨ତମ ଗଣତନ୍ତ୍ର ଦିବସ
ଅନୁଗୁଳ: କରୋନା କଟକଣା ମଧ୍ୟରେ ଅନୁଗୁଳ ଷ୍ଟାଡିୟମ୍ ପରିସରରେ ୭୨ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ରାଜ୍ୟ ଇସ୍ପାତ, ଖଣି ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ରୂପେ ସମାରୋହରେ ଯୋଗ ଦେଇ ଜାତୀୟ ପତାକା…
ଅନୁଗୁଳ: କରୋନା କଟକଣା ମଧ୍ୟରେ ଅନୁଗୁଳ ଷ୍ଟାଡିୟମ୍ ପରିସରରେ ୭୨ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ରାଜ୍ୟ ଇସ୍ପାତ, ଖଣି ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ରୂପେ ସମାରୋହରେ ଯୋଗ ଦେଇ ଜାତୀୟ ପତାକା…
ଅନୁଗୁଳ: ରାସ୍ତା ବ୍ୟବହାରକାରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରି ରାସ୍ତା ଦୁର୍ଘଟଣାକୁ ନିୟନ୍ତ୍ରଣ କରିବା ନିମନ୍ତେ ଆସନ୍ତା ମାସ ୧୭ ତାରିଖ ପର୍ଯ୍ୟନ୍ତ ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ କରାଯାଉଅଛି। ଏହି ଅବସରରେ ସୋମବାର ପୂର୍ବାହ୍ଣରେ ଜିଲ୍ଲା କାର୍ଯ୍ୟାଳୟ ପରିସରରେ…
ଅନୁଗୁଳ: ସମସ୍ତେ ଚାଷ ଗୁରୁତ୍ବପୂର୍ଣ୍ଣ ବୋଲି କହିଥାନ୍ତି। ଚାଷୀ ଭଲରେ ରହିଲେ ଦେଶ ଭଲରେ ରହିବ ବୋଲି କୁହାଯାଏ। କିନ୍ତୁ ଚାଷ ପାଇଁ ସମସ୍ତେ କୁମ୍ଭୀର କାନ୍ଦଣା ହିଁ କାନ୍ଦିଥାନ୍ତି। ଅନୁଗୁଳ ଜିଲ୍ଲାରେ ଶସ୍ୟ, ଡାଲି ଜାତୀୟ ଫସଲ, ତୈଳବୀଜ ଏବ˚…
ଅନୁଗୁଳ: ଅନୁଗୁଳରେ ଅନେକ ନିର୍ମାଣ କାର୍ଯ୍ୟ ହେଉଛି। ସୌନ୍ଦର୍ଯ୍ୟକରଣ କାମ ହେଉଛି କିନ୍ତୁ ଟ୍ରାଫିକ୍ ବ୍ୟବସ୍ଥା ଯେମିତି କି ସେମିତି। ବିପର୍ଯ୍ୟସ୍ତ ଟ୍ରାଫିକ୍ ବ୍ୟବସ୍ଥା ଯୋଗୁଁ ସହରର ରାସ୍ତାଘାଟ ସଙ୍କୁଚିତ ହେଉଛି। ଦୁର୍ଘଟଣା ଘଟୁଛି ଏବ˚ ସହରର ସୌନ୍ଦର୍ଯ୍ୟ ନଷ୍ଟ ହେଉଛି।…
ଅନୁଗୁଳ: ପ୍ରତିଦିନ କେଉଁଠି ନା କୋଉଠି ଭିଜିଲାନ୍ସ ରେଡ୍ ହେଉଛି। ଧରା ପଡୁଛନ୍ତି ସରକାରୀ କର୍ମଚାରୀ। ପିଅନଙ୍କ ଘରୁ କୋଟି କୋଟି ଟଙ୍କାର ସମ୍ପତ୍ତି ମିଳିଲାଣି ତ ପାଠକ ଭଳି ବଡ଼ ବଡ଼ ଅଧିକାରୀଙ୍କ ଘରୁ ଶହଶହ କୋଟି। ଅଭିଯୁକ୍ତମାନେ ଗିରଫ…
ଅନୁଗୁଳ: ଗତ ଦୁଇ ଦଶନ୍ଧି ଭିତରେ ଅନୁଗୁଳ ଜିଲ୍ଲାରେ ବେକାରୀ ସମସ୍ୟା ଉତ୍କଟ ହୋଇଛି। ୧୮ରୁ ୩୫ ବର୍ଷ ବୟସ୍କ ବେକାର ଯୁବକଯୁବତୀଙ୍କ ସ˚ଖ୍ୟା ପ୍ରତିବର୍ଷ ବଢ଼ିବାରେ ଲାଗିଛି। କର୍ମ ନିୟୋଜନ କେନ୍ଦ୍ରରେ ନାମ ପ˚ଜିକରଣ କରିଦେଲେ କଥା ସରିଲା। କାମ…
ଅନୁଗୁଳ: ନିକଟରେ ମହାରାଷ୍ଟ୍ରର ଭଣ୍ତାରା ଡାକ୍ତରଖାନାରେ ନିଆଁ ଲାଗି ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ବହୁ ରୋଗୀ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣା ସମଗ୍ର ଦେଶକୁ ଦୋହଲାଇ ଦେଇଥିବା ବେଳେ ସମସ୍ତଙ୍କ ପାଇଁ ଆଖି ଖୋଲିଦେଇଛି। ଏ ପରିପ୍ରେକ୍ଷୀରେ…
ଅନୁଗୁଳ: ଅନୁଗୁଳ ଜିଲ୍ଲାର ଅନେକ ସାପ୍ତାହିକ ହାଟରେ ବିଭିନ୍ନ ନକଲି ସାମ୍ରଗୀର କାରବାର ବୃଦ୍ଧି ପାଇଛି। ବିଶେଷ କରି ଭେଜାଲ୍ ତେଜରାତି ସାମଗ୍ରୀ, ମସଲା, ତେଲ ଆଦି ବିକ୍ରି ହେଉଥିବା ଅଭିଯୋଗ ହେଉଛି। ସହରାଞ୍ଚଳ ଦୋକାନ ଗୁଡ଼ିକରେ ନବିକି ସାପ୍ତାହିକ ହାଟକୁ…
ଆଠମଲ୍ଲିକ: ଭାରତ ସରକାରଙ୍କ ଗୃହ ଏବ˚ ନଗର ଉନ୍ନୟନ ବିଭାଗ ତରଫରୁ ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳ ପରିଷଦକୁ ଉତ୍କୃଷ୍ଟ କାର୍ଯ୍ୟ ଭାରତ ବର୍ଷରେ କରିଥିବାରୁ ପ୍ରଧାନମନ୍ତ୍ରୀ ସହରି ଯୋଜନାରେ ଭାରତର ଶ୍ରେଷ୍ଠ ନଗର ପଞ୍ଚାୟତ ହିସାବର ସର୍ବୋତ୍କୃଷ୍ଟ ଦ୍ବିତୀୟ ସମ୍ମାନ ପ୍ରାପ୍ତ…
ଅନୁଗୁଳ: ନିକଟରେ ଚାଉଳିଆଗଞ୍ଜ ପୁଲିସ୍ କଲିକତା ବସ୍ରୁ ଲକ୍ଷାଧିକ ଟଙ୍କା ମୂଲ୍ୟର ସିନ୍ଥେଟିକ୍ ପନିର୍ ଜବତ କରିବା ପରେ ଓଡ଼ିଶାରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ପନିର ନାଁରେ ବିଷ ବେପାର କରୁଥିବା ବେପାରୀମାନେ କିଭଳି ଲୋକଙ୍କ ଜୀବନ ସହ ଖେଳୁଛନ୍ତି ତାହା…