Browsing Tag

DM Angul

ବଦଳିବ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚିତ୍ର

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବଦଳିବ ଚିତ୍ର । ବୃଦ୍ଧି ପାଇବ ଚିକିତ୍ସା ଭିତ୍ତିଭୂମି । ସୌନ୍ଦର୍ଯ୍ୟକରଣ ସାଙ୍ଗକୁ ରୋଗୀଙ୍କୁ ଉନ୍ନତ ଚିକିତ୍ସା ସେବା ମିଳିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ଵିଟର…
Read More...

ସୋମବାରଠୁ ଯୁବଗୋଷ୍ଠୀଙ୍କୁ କରୋନା ଟିକା

ଅନୁଗୁଳ: ଜିଲ୍ଲାରେ କରୋନା କଷଣ ଜାରି ରହିଛି। ଦ୍ୱିତୀୟ ଲହର ନ ଥମୁଣୁ ତୃତୀୟ ଲହର ଆସିବାର ସତର୍କ ଘଣ୍ଟି ବଜାଇଲାଣି । ଏହାର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ଜୋରଦାର ପ୍ରସ୍ତୁତି ଚଳାଇଛି। ଚିକିତ୍ସା ଭିତ୍ତିଭୂମି ବୃଦ୍ଧି…
Read More...

ଅନ୍‌ଲାଇନ୍‌ରେ ମିଳିବ କରୋନା ରିପୋର୍ଟ

ଅନୁଗୁଳ: ଆଜିଠାରୁ ଅନୁଗୁଳ ଜିଲ୍ଲାରେ ଆରମ୍ଭ ହୋଇଛି କୋଭିଡ଼ ପରିଚାଳନା ବ୍ୟବସ୍ଥା (ସିଏମଏସ)। ଏହି ବ୍ୟବସ୍ଥା ଅନୁସାରେ, କୋଭିଡ଼ ପରିଚାଳନା ଅଧିକ ସକ୍ରିୟ ଓ ବ୍ୟବହାର ଉପଯୋଗୀ ହୋଇପାରିବ ବୋଲି ଆଶା ରଖିଛି ପ୍ରଶାସନ।…
Read More...

ଜିଲ୍ଲା ପ୍ରଶାସନ ଓ ଲୋକ ପ୍ରତିନିଧିଙ୍କୁ ନେଇ କରୋନା ସମୀକ୍ଷା

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ କ୍ଷୀପ୍ର ଗତିରେ ମାଡ଼ି ଚାଲିଛି କରେନା। ଦିନକୁ ଦିନ ସ୍ଥିତି ବିଗିଡ଼ି ଚାଲିଥିବା ବେଳେ ସଂକ୍ରମଣ ନିୟନ୍ତ୍ରଣ ବାହାରକୁ ଗଲାଣି । ସକ୍ରିୟ ରୋଗୀ ସଂଖ୍ୟା ୫ ହଜାର ଉପରେ ରହୁଥିବା ବେଳେ ରୋଗୀଙ୍କୁ…
Read More...

ଡ଼ାକ୍ତରଙ୍କ ବଦାନ୍ୟତା, କରୋନା ମୁକାବିଲା ପାଇଁ ଦାନ କଲେ ୫ ଲକ୍ଷ

ଅନୁଗୁଳ: ଡାକ୍ତର ଉମେଶ ଚନ୍ଦ୍ର ଦଶ(୭୭) । ବରିଷ୍ଠ ପ୍ରସ୍ତୁତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଭାବେ ଜିଲ୍ଲାରେ ସ୍ବତନ୍ତ୍ର ପରିଚୟ ରହିଛି ତାଙ୍କର । କରୋନା ଭଳି ବିପତ୍ତି କାଳରେ ଚିକିତ୍ସା ଯୋଗାଇ ଢେର ପ୍ରଶଂସା ସାଉଁଟୁଥିବା…
Read More...

ଜିଲ୍ଲାପାଳଙ୍କ କୋଭିଡ୍ ସମୀକ୍ଷା

ଅନୁଗୁଳ: ଜିଲ୍ଲାରେ କରୋନା ସ୍ଥିତି ବିଗିଡ଼ି ଚାଲିଥିବା ବେଳେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଗୁରୁବାର ଅପରାହ୍ନରେ କୋଭିଡ୍ ସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଆସନ୍ତାକାଲିଠୁ ବନ୍ଦ ହେବ ଅନୁଗୁଳ ଜିଲ୍ଲା…
Read More...

ଜିଲ୍ଲାପାଳଙ୍କ କୋଭିଡ୍ ସମୀକ୍ଷା,ଅକ୍ସିଜେନ୍ ଗଚ୍ଛିତ ରଖିବାକୁ ନିର୍ଦ୍ଦେଶ

ଅନୁଗୁଳ: ସାରା ଦେଶରେ ଅକ୍ସିଜେନ୍‌କୁ ନେଇ ହାହାକାର ସ୍ଥିତି । ଏହି ଅକ୍ସିଜେନ୍ ଅଭାବରୁ ହିଁ ଅଧିକାଂଶ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହେଉଛି। ଏହାକୁ ଦୃଷ୍ଟିରେ ରଖି ଅନୁଗୁଳ ଜିଲ୍ଲାର ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ର ଓ ସମସ୍ତ…
Read More...

କରୋନାର ଦ୍ଵିତୀୟ ଲହର ମୁକାବିଲା

ଅନୁଗୁଳ: ଭୟଙ୍କର ହେଉଛି କରୋନାର ଦ୍ବିତୀୟ ଲହର। ଅନୁଗୁଳ ଜିଲ୍ଲାରେ ଦ୍ରୁତ ଗତିରେ ମାଡ଼ୁଛି ସଂକ୍ରମଣ। ଗୋଟିଏ ପଟେ ଜିଲ୍ଲାରେ କରୋନା ଚିତ୍ର ବିଗୁଡୁଥିବା ବେଳେ ଏହାର ମୁକାବିଲା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତା’ର ଲୋକବଳ…
Read More...

କୁମ୍ଭମେଳାରୁ ଅନୁଗୁଳକୁ ଫେରିଛନ୍ତି ଜଣେ

ଅନୁଗୁଳ: କୁମ୍ଭମେଳା ଫେରନ୍ତାଙ୍କୁ ନେଇ ଏବେ ସାରା ରାଜ୍ୟରେ ଚିନ୍ତା। କୁମ୍ଭମେଳାରୁ ଫେରୁଥିବା ଅଧିକାଂଶ ଶ୍ରଦ୍ଧାଳୁ ପଜିଟିଭ୍ ଚିହ୍ନଟ ହେଉଛନ୍ତି। ସେମାନଙ୍କ ଠାରୁ ସଂକ୍ରମଣ ଆଶଙ୍କା ଥିବାରୁ ସରକାର ସେମାନଙ୍କ ପାଇଁ ୧୪…
Read More...

ଆବଣ୍ଟନ ହେଲା ୫୬ ମଦ ଦୋକାନ

ଅନୁଗୁଳ: ଶିଳ୍ପନଗରୀ ଅନୁଗୁଳ ଜିଲ୍ଲାରେ ପ୍ରଥମ ଥର ପାଇଁ ଲଟେରୀ ଜରିଆରେ ମଦ ଦୋକାନ ଆବଣ୍ଟନ କରାଯାଇଛି । ଜିଲ୍ଲାର ମୋଟ୍ ୫୭ଟି ଲାଇସେନ୍ସ ପ୍ରାପ୍ତ ବିଦେଶୀ ଠିପି ବନ୍ଦ ମଦ ଦୋକାନ ମଧ୍ୟରୁ ୫୬ଟି ବଣ୍ଟନ କରାଯାଇଛି । ଅନ୍ୟ ଏକ…
Read More...
error: Content is protected !!