ସାଇବର ଠକଙ୍କୁ ସିମ୍ ବିକି ଦୁଇ ଗିରଫ; ୧୪୮୨ ଟି ସିମ୍ ଓ ୫୭ ହଜାର ୫୦୦ ଟଙ୍କା ଜବତ
ଅନୁଗୁଳ: ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ଅଞ୍ଚଳର ଦୁଇ ବ୍ୟକ୍ତି ସାଇବର ଠକଙ୍କୁ ଅଧିକ ଦାମରେ ସିମ୍ ବିକ୍ରି କରି ଗିରଫ ହୋଇଥିବା ଜଣାପଡ଼ିଛି। ଗିରଫ ଦୁଇ ଜଣ ହେଲେ ସଞ୍ଜୟ କୁମାର ପ୍ରଧାନ (୩୮) ନୁନକାପଶି ଏବଂ ସହଯୋଗୀ ରୋହିତ…
