ATMରୁ ଚୋରି ଉଦ୍ୟମ ବେଳେ ଜଣେ ଅଟକ, ୨ ଫେରାର

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଜରପଡା ଥାନା ଅଞ୍ଚଳର ହାଟପଡ଼ାରେ ଥିବା ଏସବିଆଇ ଏଟିଏମରୁ ଚୋରି ଉଦ୍ୟମ ବେଳେ ପୁଲିସ ଚଢ଼ାଉ କରି ଜଣେ ଯୁବକଙ୍କୁ ଅଟକ ରଖିଛି, ଯାହାଫଳରେ ଅନ୍ୟ ଦୁଇ ଯୁବକ ଫେରାର ହୋଇଯାଇଛନ୍ତି। ଘଟଣାଟି ବିଳମ୍ବିତ ରାତିରେ ଘଟିଥିବା…

Continue ReadingATMରୁ ଚୋରି ଉଦ୍ୟମ ବେଳେ ଜଣେ ଅଟକ, ୨ ଫେରାର

ଉଦ୍ୟାନ କୃଷି ଉପରେ ତାଲିମ ଶିବିର

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡା ଲକ୍ଷ୍ମିଧରପୁର ବନ ସଂରକ୍ଷଣ ସମିତି ପରିସରରେ ଗତ ୧୯ ତାରିଖରେ ଉଦ୍ୟାନ କୃଷି ଓ ଚାରା ପରିଚାଳନା ଉପରେ ୧୨ ଦିନିଆ ତାଲିମ ଶିବିର ଆୟୋଜିତ ହୋଇଯାଇଛି। ୟୁକୋ ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ କେନ୍ଦ୍ର…

Continue Readingଉଦ୍ୟାନ କୃଷି ଉପରେ ତାଲିମ ଶିବିର

କୋଇଲା ଡିପୋ ବନ୍ଦ କରିବା ଦାବି: ଜରପଡ଼ା ଷ୍ଟେସନରେ ୯ ପଞ୍ଚାୟତବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡ଼ା ଷ୍ଟେସନରେ କୋଇଲା ଡିପୋକୁ ନେଇ ଜରପଡ଼ା ଷ୍ଟେସନରେ ୯ଟି ପଞ୍ଚାୟତର ଅଧିବାସୀ ଆଜି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଜରପଡା ଆଞ୍ଚଳିକ କ୍ଷତିଗ୍ରସ୍ତ ପ୍ରଜା ସଂଘ ଡାକରାରେ ଆଖ ପାଖ ଅଞ୍ଚଳର ୯ଟି ଗ୍ରାମ ପଞ୍ଚାୟତର ଅଧିବାସୀ…

Continue Readingକୋଇଲା ଡିପୋ ବନ୍ଦ କରିବା ଦାବି: ଜରପଡ଼ା ଷ୍ଟେସନରେ ୯ ପଞ୍ଚାୟତବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ

ନୀଳାଚଳ ଗ୍ରାମ୍ୟବ୍ୟାଙ୍କ ଝରକା ଭାଙ୍ଗି ଡକାୟତି ଉଦ୍ୟମ: ସୁରକ୍ଷା ଢିଲା, ବାଜିଲାନି ସାଇରନ୍; ସିସିଟିଭି ଘାଣ୍ଟୁଛି ପୁଲିସ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡା ଥାନା ଦୁର୍ଗାପୁରସ୍ଥିତ ନୀଳାଚଳ ଗ୍ରାମ୍ୟବ୍ୟାଙ୍କ ଝରକା ଭାଙ୍ଗି ଡକାୟତି ଉଦ୍ୟମ ହୋଇଥିବା ସୂଚନା ମିଳିଛି। ବୁଧବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଏହି ଉଦ୍ୟମ କରିଛନ୍ତି। ସୂଚନା ଅନୁସାରେ, ଗୁରୁବାର ସକାଳେ ସ୍ଥାନୀୟ ଗ୍ରାମବାସୀ ଝରକା…

Continue Readingନୀଳାଚଳ ଗ୍ରାମ୍ୟବ୍ୟାଙ୍କ ଝରକା ଭାଙ୍ଗି ଡକାୟତି ଉଦ୍ୟମ: ସୁରକ୍ଷା ଢିଲା, ବାଜିଲାନି ସାଇରନ୍; ସିସିଟିଭି ଘାଣ୍ଟୁଛି ପୁଲିସ

ଡିକି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟ, ଘର ତିଆରି ପାଇଁ ବ୍ୟାଙ୍କରୁ ଉଠାଇ ଫେରୁଥିଲେ…

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡ଼ା ଅଞ୍ଚଳର ଜଣେ ଯୁବକଙ୍କ ବାଇକ ଡିକି ଭାଙ୍ଗି ଟଙ୍କା ଲୁଟ ହୋଇଛି। ଏମେଇ ସେ ଥାନାରେ ଅଭିଯୋଗ କରିଛନ୍ତି। ସୂଚନା ମୁତାବକ, ଜରପଡ଼ା ଥାନା ଜରଡ଼ା ଗାଁର ରଞ୍ଜନ କୁମାର ସାହୁ ତାଙ୍କ ଘର କାମ…

Continue Readingଡିକି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟ, ଘର ତିଆରି ପାଇଁ ବ୍ୟାଙ୍କରୁ ଉଠାଇ ଫେରୁଥିଲେ…

ବ୍ରାଉନ ସୁଗାର ଜବତ ୪ ଗିରଫ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଜରପଡା ଥାନା ଅମାନ୍ତପୁରୁ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ବ୍ରାଉନସୁଗାର କାରବାର ଚାଲିଥିବା ବେଳେ ପୋଲିସର ଚଢ଼ାଉ। ଘଟଣାସ୍ଥଳରୁ ୫.୬ଗ୍ରାମ ବ୍ରାଉନସୁଗାର ସହିତ ଦୁଇ ମୋଟରସାଇକେଲ ଓ ୧୬ହଜାର ଟଙ୍କା ଜବତ। ଏଥିରେ ସଂପୃକ୍ତ ୪ଜଣ ଯୁବକଙ୍କୁ ମଧ୍ୟ…

Continue Readingବ୍ରାଉନ ସୁଗାର ଜବତ ୪ ଗିରଫ

୧୧ କେଭି ବିଦ୍ୟୁତ୍ ସଂସ୍ପର୍ଶରେ ରାଜମିସ୍ତ୍ରୀ ମୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ତୁବେ ପଞ୍ଚାୟତ ଜୁକୁବୁ ଗାଁରେ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବୁଧବାର ଜଣେ ରାଜମିସ୍ତ୍ରୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ କୁକୁବୁ ଗାଁର ମଧୁ ସାହୁ। ମଧୁ ଗାଁରେ ଏକ ଗୃହ…

Continue Reading୧୧ କେଭି ବିଦ୍ୟୁତ୍ ସଂସ୍ପର୍ଶରେ ରାଜମିସ୍ତ୍ରୀ ମୃତ

ପୋଲତଳୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ସନ୍ଦେହ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ବାଲିପଟା ଗାଁ ନିକଟସ୍ଥ ତେଲିପୋଲ ତଳୁ ଜଣେ ଯୁବକଙ୍କ ଗଳିତ ମୃତ ଦେହ ଉଦ୍ଧାର ହୋଇଛି। ମୃତକ ହେଲେ ହଣ୍ଡପା ଥାନା କଣ୍ଟେଇକୁଳିଆ ପଞ୍ଚାୟତ ଇଚ୍ଛାପୁର ଗାଁର ଦୀପକ ବାଘ। ମୃତ ଦେହଟି ସଢ଼ି…

Continue Readingପୋଲତଳୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ସନ୍ଦେହ

ଏମିତି ଅଯୋଗ୍ୟ ସନ୍ତାନ କାହାକୁ ନମିଳୁ: ମା’କୁ ଠେଙ୍ଗାରେ ପିଟିପିଟି ମାରିଲା ମଦୁଆ ପୁଅ

ଅନୁଗୁଳ: ମଦୁଆ ପୁଅର ପାଗଳାମୀ। ମା’କୁ ଠେଙ୍ଗାରେ ପିଟିପିଟି ମାରିଲା। ରବିବାର ରାତିରେ ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ପରା ଗାଁରେ ଏଭଳି ଛାତିଥରା ଘଟଣା ଘଟିଛି। ଖବର ପାଇ ପୁଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ଅଭିଯୁକ୍ତ ପୁଅକୁ…

Continue Readingଏମିତି ଅଯୋଗ୍ୟ ସନ୍ତାନ କାହାକୁ ନମିଳୁ: ମା’କୁ ଠେଙ୍ଗାରେ ପିଟିପିଟି ମାରିଲା ମଦୁଆ ପୁଅ

ବାଲିପଟ୍ଟାରୁ ବିପୁଳ ଚୋରା କାଠ ଜବତ

ଅନୁଗୁଳ: ଗତ ୨୩ ତାରିଖ ଦିନ ୧୦ ଟା ସମୟରେ ଅନୁଗୁଳ ଜିଲ୍ଲା ଜରପଡା ଥାନା ବାଲିପଟ୍ଟା ନୂଆପଡା ମାଟିଗାଡିଆ ସାହିରୁ ବିପୁଳ ଚୋରା କାଠ ଜବତ ହୋଇଛି। ଜରପଡା ରେଞ୍ଜ ଅଫିସର ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଉକ୍ତ ଜାଗା…

Continue Readingବାଲିପଟ୍ଟାରୁ ବିପୁଳ ଚୋରା କାଠ ଜବତ