ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଗାଁରୁ ବାସନ୍ଦ ହୋଇଥିବା ୫ ପରିବାର
ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ଅଞ୍ଚଳର ଇଚ୍ଛାପୁର ଗାଁର ୫ ପରିବାରଙ୍କୁ ବାସନ୍ଦ କରାଯାଇଥିବା ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ କରାଯାଇଛି। ବାସନ୍ଦ ହୋଇଥିବା ଲୋକମାନେ ହେଲେ ସୁଧୀର କୁମାର ପ୍ରଧାନ, ଜଗନ୍ନାଥ ମାଝୀ, ନିତ୍ୟାନନ୍ଦ ମହାଳିକ, ଶରତ ସାହୁ, ଗୌତମ…
