ଶ୍ରେଣୀଗୃହ ନିର୍ମାଣକାର୍ଯ୍ୟର ସମୀକ୍ଷା କଲେ ବିଧାୟକ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ୍ ବିଲେଇନାଳି ହାଇସ୍କୁଲରେ ସରକାରଙ୍କ ପକ୍ଷରୁ ନୂତନ ଶ୍ରେଣୀଗୃହ ନିର୍ମାଣ ଚାଲିଛି। ସୋମବାର ଆଠମଲ୍ଲିକ ବିଧାୟକ ରମେଶଚନ୍ଦ୍ର ସାଏ ପହଞ୍ଚି ନିର୍ମାଣକାର୍ଯ୍ୟର ସମୀକ୍ଷା କରିଥିବାବେଳେ ଠିକ୍ ଭାବେ ଗୃହ ନିର୍ମାଣ କରିବାକୁ ଠିକାଦାରଙ୍କୁ ପରାମର୍ଶ ଦେଇଥିଲେ।…

Continue Readingଶ୍ରେଣୀଗୃହ ନିର୍ମାଣକାର୍ଯ୍ୟର ସମୀକ୍ଷା କଲେ ବିଧାୟକ

ବ୍ଳକ୍ କାର୍ଯ୍ୟାଳୟ ସମ୍ମୁଖରେ ଅହୋରାତ୍ର ଗଣଧାରଣା

ଅନୁଗୁଳ: ମରୁଡିର ସ୍ଥାୟୀ ପ୍ରତିକାର ପାଇଁ ସୁରେଶ୍ଵରୀ ଜଳସେଚନ ଯୋଜନା କାର୍ଯ୍ୟକାରୀ କରିବା ଦାବିରେ ସରକାରଙ୍କ ଉଦାସୀନତା ଓ ଅବହେଳା ପ୍ରତିବାଦରେ ଜୀବନ ଜୀବିକା ଓ କୃଷିଜମି ସୁରକ୍ଷା କମିଟି ତରଫରୁ ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ସୋମବାର…

Continue Readingବ୍ଳକ୍ କାର୍ଯ୍ୟାଳୟ ସମ୍ମୁଖରେ ଅହୋରାତ୍ର ଗଣଧାରଣା

କିଶୋରନଗର କଲେଜରେ ଏସ୍ଏସ୍ଏସ୍ ଶିବିର

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା (ଏନ୍‌ଏସ୍ଏସ୍) ଆନୁକୂଲ୍ୟରେ ପୂଜାକାଳୀନ ସ୍ବତନ୍ତ୍ର ସେବା ଶିବିର ଶନିବାର ଉଦ୍‌ଯାପିତ ହୋଇଯାଇଛି। ଏନ୍‌ଏସ୍ଏସ୍ ଅଧିକାରୀ ଅଧ୍ୟାପକ ଜୟକୃଷ୍ଣ ପ୍ରଧାନଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉଦ୍‌ଯାପନୀ ସମାରୋହରେ ପ୍ରାଧ୍ୟାପିକା ସ୍ମିତାରାଣୀ ମହାପାତ୍ର…

Continue Readingକିଶୋରନଗର କଲେଜରେ ଏସ୍ଏସ୍ଏସ୍ ଶିବିର

ସନ୍ତୋଷ ପ୍ରଧାନ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ଅନ୍ତର୍ଗତ ହିମିତିରା ଖେଳ ପଡିଆଠାରେ ଚାଲିଥିବା ୧୩ତମ ସନ୍ତୋଷ ପ୍ରଧାନ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି । ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ବୌଦ୍ଧ ଏବଂ ସୋନପୁର ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା…

Continue Readingସନ୍ତୋଷ ପ୍ରଧାନ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

‘ସନ୍ଥ ଭୀମଭୋଇ’ ପତ୍ରିକା ପ୍ରକାଶିତ

ଅନୁଗୁଳ : ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ଅନ୍ତର୍ଗତ ବଏଜା ଭୀମଭୋଇ ମହିମା ପୀଠର ପ୍ରତିଷ୍ଠାତା ବାବା ପ୍ରଭାକର ଦାସଙ୍କ ମହାପ୍ରସ୍ଥାନ ତିଥିରେ ସନ୍ଥପ୍ରଭା ଇ'ପତ୍ରିକା ପ୍ରକାଶ ପାଇଛି। ସନ୍ଥକବି ଭୀମଭୋଇ ସାହିତ୍ୟ ପରିଷଦ ତରଫରୁ ପ୍ରକାଶିତ ଇ ପତ୍ରିକା ରେ…

Continue Reading‘ସନ୍ଥ ଭୀମଭୋଇ’ ପତ୍ରିକା ପ୍ରକାଶିତ

ଡକାୟତି ଯୋଜନା ପଣ୍ଡ, ୫ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ୍ ବଇଣ୍ଡା-ଆଠମଲ୍ଲିକ ରାସ୍ତାର ଓଭରବ୍ରିଜ୍‌ ନିକଟରେ ରବିବାର ରାତିରେ ଡକାୟତି ଯୋଜନା କରୁଥିବା ବେଳେ ବଇଣ୍ଡା ଫାଣ୍ଡି ପୁଲିସ ଚଢଉ କରି ୫ ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାର ମଟର ସାଇକେଲ ସହ ଠେଙ୍ଗା, ଭୁଜାଲି,…

Continue Readingଡକାୟତି ଯୋଜନା ପଣ୍ଡ, ୫ ଗିରଫ

ସମ୍ବଲପୁର-ପୁରୀ ଇଣ୍ଟରସିଟି ପୁନଃ ଚଳାଚଳ ଦାବି

ଅନୁଗୁଳ: କରୋନା କଟକଣା ଯୋଗୁଁ ସମ୍ବଲପୁର-ପୁରୀ ଇଣ୍ଟରସିଟି ଟ୍ରେନ୍ ଚଳାଚଳ ଆରମ୍ଭ ହୋଇନାହିଁ। ଯଥାଶୀଘ୍ର ଏହି ଟ୍ରେନ୍‌ ଚଳାଚଳ କରାଯିବାକୁ ରବିବାର ଅନୁଗୁଳ ଜିଲ୍ଲା କିଶୋରନଗର ଜୀବନ ଜୀବିକା ଓ କୃଷିଜମି ସୁରକ୍ଷା କମିଟି ପକ୍ଷରୁ ରେଳମନ୍ତ୍ରୀଙ୍କୁ ଦାବିପତ୍ର ଦିଆଯାଇଛି। ସେହିପରି…

Continue Readingସମ୍ବଲପୁର-ପୁରୀ ଇଣ୍ଟରସିଟି ପୁନଃ ଚଳାଚଳ ଦାବି

ଶିକ୍ଷୟିତ୍ରୀ ମନୋରମା ସାହୁଙ୍କୁ ଅବସର ସମ୍ବର୍ଦ୍ଧନା

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଳକ୍‌ ବଇଣ୍ଡା ରାମଦେଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମନୋରମା ସାହୁ ଗୁରୁବାର ଅବସର ଗ୍ରହଣ କରିଛନ୍ତି । ତାଙ୍କୁ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ବିଦ୍ୟାଳୟ ପରିସରରେ ଶିକ୍ଷକ ସୁବଳ…

Continue Readingଶିକ୍ଷୟିତ୍ରୀ ମନୋରମା ସାହୁଙ୍କୁ ଅବସର ସମ୍ବର୍ଦ୍ଧନା

ଦୁଇସପ୍ତାହ ହେଲା ଅନ୍ଧାରରେ ବଂଶୀମୁଣ୍ଡା ଗ୍ରାମବାସୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଳକର ବାମୁର ପଞ୍ଚାୟତ ଅନ୍ତର୍ଗତ ବଂଶୀମୁଣ୍ଡା ଗ୍ରାମର ବିଦ୍ୟୁତ ଟ୍ରାନ୍ସଫର୍ମର ପୋଡିଯାଇଥିବାରୁ ଗ୍ରାମବାସୀ ଦୁଇ ସପ୍ତାହ ହେଲା ଅନ୍ଧାରରେ ରହିଥିବା ଜଣାଯାଇଛି। ଗତ ୧୩ ତାରିଖରୁ ବିଦ୍ୟୁତ ଟ୍ରାନ୍ସଫର୍ମର ପୋଡିଯାଇଥିବା ବେଳେ ଗ୍ରାମବାସୀ ନିକଟସ୍ଥ ବାମୁର…

Continue Readingଦୁଇସପ୍ତାହ ହେଲା ଅନ୍ଧାରରେ ବଂଶୀମୁଣ୍ଡା ଗ୍ରାମବାସୀ

୧୦ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ଅବସର ସମ୍ବର୍ଦ୍ଧନା

ଅନୁଗୁଳ: ଅନୁଗୁଳ ଜିଲ୍ଲାକିଶୋରନଗର ବ୍ଳକ ସୋଲଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ରବିବାର ହଣ୍ଡପା ସର୍କଲ୍‌ର ଅବସର ନେଇଥିବା ୧୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ପ୍ରାଥମିକ ସ୍କୁଲ ଶିକ୍ଷକ ସଂଘ ପକ୍ଷରୁ ଆୟୋଜିତ ଏହି ସଭାରେ…

Continue Reading୧୦ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ଅବସର ସମ୍ବର୍ଦ୍ଧନା