ମା’ ଦୁର୍ଗାଙ୍କ ନବରାତ୍ର ପୂଜା: ଯଜ୍ଞ ଓ ଚଣ୍ଡୀପାଠରେ ଭକ୍ତିମୟ ପରିବେଶ, ଅନ୍ନଭୋଗ ପାଇଲେ ଶ୍ରଦ୍ଧାଳୁ

ଅନୁଗୋଳ: ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ଅନ୍ତର୍ଗତ ବାମୁର ଶୈବପୀଠସ୍ଥିତ ମା’ ଦୁର୍ଗା ମନ୍ଦିରରେ ନବରାତ୍ର ପୂଜା ଧାର୍ମିକ ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହୋଇଛି। ଏହି ଅବସରରେ ପୂଜାର୍ଚ୍ଚନା, ଯଜ୍ଞକାର୍ଯ୍ୟ ଓ ଚଣ୍ଡୀପାଠରେ ପୀଠ ପରିସର ଭକ୍ତିମୟ ହୋଇଉଠିଥିଲା। ପୂଜକ ସତ୍ୟନାରାୟଣ…

Continue Readingମା’ ଦୁର୍ଗାଙ୍କ ନବରାତ୍ର ପୂଜା: ଯଜ୍ଞ ଓ ଚଣ୍ଡୀପାଠରେ ଭକ୍ତିମୟ ପରିବେଶ, ଅନ୍ନଭୋଗ ପାଇଲେ ଶ୍ରଦ୍ଧାଳୁ

ଅଣୁ କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ ପ୍ରତିଷ୍ଠା ନିମନ୍ତେ ସଚେତନତା

ଅନୁଗୋଳ: ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ସଭାଗୃହରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଏବଂ ଜିଲ୍ଲା ଶିଳ୍ପ ବିଭାଗ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବ୍ଲକ ଶିଳ୍ପ ଅଧିକାରୀ ଯଶୋବନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ…

Continue Readingଅଣୁ କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ ପ୍ରତିଷ୍ଠା ନିମନ୍ତେ ସଚେତନତା

ବାମୁରରେ ‘ଆଙ୍ଗନ୍ କା ଉତ୍ସବ’ରେ ଯୋଗଦେଲେ ସାଂସଦ ଧର୍ମେନ୍ଦ୍ର ପ୍ରଧାନ

ଅନୁଗୋଳ: ପୋଷଣ ମାସ ଓ ସେବା ସଙ୍କଳ୍ପ ଅଭିଯାନ ଅନ୍ତର୍ଗତ ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ବାମୁରଠାରେ ଆୟୋଜିତ 'ଆଙ୍ଗନ୍ କା ଉତ୍ସବ' କାର୍ଯ୍ୟକ୍ରମରେ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଛନ୍ତି। ଏହି ଅବସରରେ ସେ ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ…

Continue Readingବାମୁରରେ ‘ଆଙ୍ଗନ୍ କା ଉତ୍ସବ’ରେ ଯୋଗଦେଲେ ସାଂସଦ ଧର୍ମେନ୍ଦ୍ର ପ୍ରଧାନ

ଘୋଷରରେ ଜୀବନ୍ତ ହେବ ‘ମହିଷାସୁର ଦରବାର’: ତିନି ଦିନିଆ ପୌରାଣିକ ନାଟକ ପାଇଁ ପ୍ରସ୍ତୁତି

ଅନୁଗୋଳ: ଆସନ୍ତା ଶାରଦୀୟ ଦୁର୍ଗାପୂଜା ଅବସରରେ ଅନୁଗୋଳ ଜିଲ୍ଲା  କିଶୋରନଗର ବ୍ଲକ୍ ଘୋଷର ଗ୍ରାମରେ ଅନୁଷ୍ଠିତ ହେବାକୁ ଯାଉଛି ଏକ ଅଭିନବ ପୌରାଣିକ କାର୍ଯ୍ୟକ୍ରମ ‘ମହିଷାସୁର ଦରବାର’। ପୌରାଣିକ କିମ୍ବଦନ୍ତୀ ଓ ସଂସ୍କୃତିକୁ ଲୋକଲୋଚନକୁ ଆଣିବା ଲକ୍ଷ୍ୟରେ ଦୁର୍ଗାପୂଜା କମିଟି ଓ…

Continue Readingଘୋଷରରେ ଜୀବନ୍ତ ହେବ ‘ମହିଷାସୁର ଦରବାର’: ତିନି ଦିନିଆ ପୌରାଣିକ ନାଟକ ପାଇଁ ପ୍ରସ୍ତୁତି

କିଶୋରନଗର ସ୍ନାତକ ମହାବିଦ୍ୟାଳୟରେ ଶକ୍ତିଶ୍ରୀ ସଚେତନତା ଶିବିର ଆୟୋଜିତ

ଅନୁଗୋଳ: କିଶୋରନଗର ସ୍ନାତକ ମହାବିଦ୍ୟାଳୟ ପରିସରରେ ଶକ୍ତିଶ୍ରୀ ସଶକ୍ତୀକରଣ କେନ୍ଦ୍ର ତରଫରୁ ସଚେତନତା ଶିବିର ଅନୁଷ୍ଠିତ ହୋଇଛି। ଶକ୍ତିଶ୍ରୀ ସଂଯୋଜିକା ତଥା ଅଧ୍ୟାପିକା ବୀଣାପାଣି ସାହୁଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହାବିଦ୍ୟାଳୟର ଅଧ୍ୟକ୍ଷ…

Continue Readingକିଶୋରନଗର ସ୍ନାତକ ମହାବିଦ୍ୟାଳୟରେ ଶକ୍ତିଶ୍ରୀ ସଚେତନତା ଶିବିର ଆୟୋଜିତ

ଗ୍ୟାସ୍ ପାଇପ୍ ଲିକ୍ ହୋଇ ଅଗ୍ନିକାଣ୍ଡ: ଜଣେ ମୃତ, ଜଣେ ଗୁରୁତର

ଅନୁଗୋଳ: ଅନୁଗୋଳ ଜିଲ୍ଲା କିଶୋରନଗର ଥାନା ଅନ୍ତର୍ଗତ କଳାବେଡ଼ା ଗାଁରେ ଗ୍ୟାସ୍ ପାଇପ୍ ସଜାଡ଼ିବା ବେଳେ ଗ୍ୟାସ୍ ଲିକ୍ ହୋଇ ଅଗ୍ନିକାଣ୍ଡ ଘଟି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ କଳାବେଡ଼ା ଗାଁର…

Continue Readingଗ୍ୟାସ୍ ପାଇପ୍ ଲିକ୍ ହୋଇ ଅଗ୍ନିକାଣ୍ଡ: ଜଣେ ମୃତ, ଜଣେ ଗୁରୁତର

ଚିତ୍ରଶିଳ୍ପୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନଙ୍କ ଜୟନ୍ତୀ ପାଳିତ

ଅନୁଗୋଳ: କିଶୋରନଗର ବ୍ଲକ୍ ବାମୁରର ବିଶିଷ୍ଟ ଚିତ୍ରଶିଳ୍ପୀ ସ୍ୱର୍ଗତ ପୂର୍ଣ୍ଣଚନ୍ଦ୍ର ପ୍ରଧାନଙ୍କ ଜୟନ୍ତୀ ଗାନ୍ଧୀ ମେମୋରିଆଲ ଟ୍ରଷ୍ଟ ପରିସରରେ ପାଳିତ ହୋଇଯାଇଛି। ଏହି ଅବସରରେ ବ୍ଲକ ଉପାଧ୍ୟକ୍ଷ ଲବ କୁମାର ପ୍ରଧାନ, କଳ୍ପତରୁ ସଂଗଠନର ସମ୍ପାଦକ ସୁଧୀର ରଞ୍ଜନ ପ୍ରଧାନ, ସାଧବ…

Continue Readingଚିତ୍ରଶିଳ୍ପୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନଙ୍କ ଜୟନ୍ତୀ ପାଳିତ

ଜିଲ୍ଲା ଯୁବ ମୋର୍ଚ୍ଚା ସମ୍ପାଦକ ହେଲେ ଚିକୁନ ବିଶ୍ୱାଳ

ଅନୁଗୋଳ: କିଶୋରନଗର ବ୍ଲକ ରଣିଆକଟାର ଚନ୍ଦ୍ରଚୂଡ଼ ବିଶ୍ୱାଳ ଓରଫ ଚିକୁନ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି। ତାଙ୍କୁ ଏହି ପଦବୀ ମିଳିଥିବାରୁ ଆଜି ବିଜେପି ମଣ୍ଡଳ ସଭାପତି ଧନୁର୍ଜୟ ପ୍ରଧାନ, ସାଂସଦ ପ୍ରତିନିଧି ସରୋଜ କୁମାର…

Continue Readingଜିଲ୍ଲା ଯୁବ ମୋର୍ଚ୍ଚା ସମ୍ପାଦକ ହେଲେ ଚିକୁନ ବିଶ୍ୱାଳ

ଧାର ଟଙ୍କା ମାଗିବାରୁ ଯୁବକଙ୍କୁ ଆକ୍ରମଣ ଏବଂ ହତ୍ୟାଧମକ: କିଶୋରନଗର ଥାନାରେ ଏତଲା

ଅନୁଗୋଳ: ଟଙ୍କା କାରବାରକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଆକ୍ରମଣ ଓ ହତ୍ୟାଧମକ ଦିଆଯାଇଥିବା ନେଇ ଅନୁଗୋଳ ଜିଲ୍ଲା କିଶୋରନଗର ଥାନାରେ ଅଭିଯୋଗ ହୋଇଛି। କିଶୋରନଗର ଥାନା ଜାମୁନାଳୀ ଗାଁର ପ୍ରତାପ ବିଶ୍ୱାଳଙ୍କୁ ଡାକୁଆମୁଣ୍ଡା ଗାଁର ଅସିତ ରଞ୍ଜନ ପ୍ରଧାନ ଆକ୍ରମଣ…

Continue Readingଧାର ଟଙ୍କା ମାଗିବାରୁ ଯୁବକଙ୍କୁ ଆକ୍ରମଣ ଏବଂ ହତ୍ୟାଧମକ: କିଶୋରନଗର ଥାନାରେ ଏତଲା

ଗୋଣ୍ଡ ସମାଜର ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ; ଗମ୍ଭାରୀମଳିହା ଗ୍ରାମର କୃତୀ ଛାତ୍ରୀ ଝରଣା ସମ୍ବର୍ଦ୍ଧିତ

ଅନୁଗୁଳ: ଗମ୍ଭାରୀମଳିହା ଆମ୍ବତୋଟା ପରିସରରେ ଗୋଣ୍ଡ ସମାଜ ବ୍ରାହ୍ମଣୀଦେଇ ପୁଞ୍ଜର ବାର୍ଷିକ ସାଧାରଣ ସଭା ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ସଭାର ପ୍ରାରମ୍ଭରେ ପାରମ୍ପରିକ ରୀତିନୀତି ଅନୁଯାୟୀ ପ୍ରଭୁ ଜଙ୍ଘାଦେବଙ୍କ ନିକଟରେ ପୂଜାର୍ଚ୍ଚନା କରାଯାଇଥିଲା। ବୈଠକରେ ସାମାଜିକ ବିଧିବିଧାନ ଅନୁପାଳନ, ସଂସ୍କୃତିର…

Continue Readingଗୋଣ୍ଡ ସମାଜର ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ; ଗମ୍ଭାରୀମଳିହା ଗ୍ରାମର କୃତୀ ଛାତ୍ରୀ ଝରଣା ସମ୍ବର୍ଦ୍ଧିତ