ନାବାଳିକା ଅପହରଣ ଅଭିଯୋଗରେ ଯୁବକ ଗିରଫ

ଅନୁଗୁଳ: ଅନୁଗୁଳ ଟାଉନ ଥାନା ଅଞ୍ଚଳର ଜଣେ ୧୬ ବର୍ଷର ନାବାଳିକାଙ୍କୁ ଅପହରଣ କରିଥିବା ଅଭିଯୋଗରେ ପୁଲିସ ଜଣେ ଯୁବକଙ୍କୁ ଗିରଫକରି କୋର୍ଟ ଚାଲାଣକରିଛି। ସୂଚନା ମୁତାବକ op, କିଶୋରନଗର ଥାନା ଅନ୍ତର୍ଗତ ତୁରୁଡ଼ା ଗାଁର ପ୍ରଜା ରଞ୍ଜନ ରାଉଳ(୨୬) ନାବାଳିକାଙ୍କୁ…

Continue Readingନାବାଳିକା ଅପହରଣ ଅଭିଯୋଗରେ ଯୁବକ ଗିରଫ

ହାତୀ ଉପଦ୍ରବରେ ଲୋକେ ଆତଙ୍କିତ

ଅନୁଗୁଳ: କିଶୋରନଗର ବ୍ଲକ୍ ହଣ୍ଡପା ରେଞ୍ଜ ପାର୍ବତୀପୁର, ଧୁଣ୍ଡି, ବଡହୁଲା, ଜାମ୍ବୁନାଳି ଆଦି ଗ୍ରାମରେ କିଛି ଦିନ ହେବ ହାତୀ ଉପଦ୍ରବ ଲାଗିରହିଛି। ଫଳରେ ଗ୍ରାମବାସୀ ଆତଙ୍କିତ ହୋଇପଡିଛନ୍ତି। ବନ ବିଭାଗ ଏ ନେଇ କୌଣସି ପଦକ୍ଷେପ ନେଉନଥିବା ଯୋଗୁଁ ସାଧାରଣରେ…

Continue Readingହାତୀ ଉପଦ୍ରବରେ ଲୋକେ ଆତଙ୍କିତ

କୁମ୍ଭୀର ଆକ୍ରମଣରେ ଯୁବକ ଗୁରୁତର

ଅନୁଗୁଳ: କୁମ୍ଭୀର ଆକ୍ରମଣରେ ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଳକ ବୁଡିଆବାହାଲ ଗ୍ରାମର ଦେବେନ୍ଦ୍ର ନାୟକ ଆହତ ହୋଇଛନ୍ତି। ବୁଡ଼ିଆବାହାଲ ଗାଁ ପାଖ ନାଳକୁ ଦେବେନ୍ଦ୍ର ଓ ତାଙ୍କ ଦାଦା ଗାଧୋଇବାକୁ ଯାଇଥିଲେ। ଏହି ସମୟରେ କୁମ୍ଭୀର ସେମାନଙ୍କୁ ଆକ୍ରମଣ କରିଥିଲା ।…

Continue Readingକୁମ୍ଭୀର ଆକ୍ରମଣରେ ଯୁବକ ଗୁରୁତର

ପାଣି ପମ୍ପ୍ ଜବତ, ୬ ଗିରଫ

ଅନୁଗୁଳ: ହଣ୍ଡପା ଥାନା ତଥା ବଇଣ୍ଡା ଫାଣ୍ଡି ଇଲାକାରେ ପାଣି ପମ୍ପ୍ ଚୋରି କରୁଥିବା ଏକ ଗ୍ୟାଙ୍ଗ୍ ପୁଲିସ ହାବୁଡ଼ରେ ପଡ଼ିଛି । ଚୋରି ଅଭିଯୋଗରେ ଦୁଇ ଜଣ ଏବଂ ଚୋରା ପମ୍ପ୍ କିଣିବା ଅଭିଯୋଗରେ ୪ ଜଣଙ୍କୁ ଗିରଫ କରି…

Continue Readingପାଣି ପମ୍ପ୍ ଜବତ, ୬ ଗିରଫ

ଟିକାକରଣରେ ଅବ୍ୟବସ୍ଥା, ନିରାଶରେ ଫେରିଲେ ଶତାଧିକ ଆଶାୟୀ

ଅନୁଗୁଳ: କିଶୋରନଗର ବ୍ଲକ୍‌ରେ ସୋମବାର ଟିକାକରଣରେ ବ୍ୟାପକ ଅବ୍ୟବସ୍ଥା ପଦାକୁ ଆସିଛି । କିଶୋରନଗର, ହଣ୍ଡପା, ଅଙ୍ଗପଡ଼ା ଠାରେ ଆଜି ଟିକା ଦିଆଯାଇଥିଲେ ହେଁ ସକାଳ ୫ଟାରୁ ଧାଡ଼ିରେ ଥିବା ଶତାଧିକ ବରିଷ୍ଠ ନାଗରିକ ଶେଷରେ ନିରାଶ ହୋଇ ଫେରିଛନ୍ତି। ଟିକାଦାନ…

Continue Readingଟିକାକରଣରେ ଅବ୍ୟବସ୍ଥା, ନିରାଶରେ ଫେରିଲେ ଶତାଧିକ ଆଶାୟୀ

ବିସ୍ଫୋରଣ ବନ୍ଦ ପାଇଁ ଦାବିପତ୍ର

ଅନୁଗୁଳ: କିଶୋରନଗର ବ୍ଳକ ଅନ୍ତର୍ଗତ ଜାମୁନାଳୀ ପଞ୍ଚାୟତ ଗିରିଦାପାହାଡରେ ଉଚ୍ଚଶକ୍ତି ସମ୍ପନ୍ନ ବିସ୍ଫୋରକ ବ୍ୟବହାର କରାଯାଇ ପଥର ଫଟାଯାଉଥିବାରୁ ନିକଟସ୍ଥ ଖଣ୍ଡବର ଗ୍ରାମବାସୀ ଛାନିଆ ହୋଇପଡିଛନ୍ତି। ମଙ୍ଗଳବାର ଗ୍ରାମ ସଭାପତି ନିଳାଦ୍ରି ସାହୁଙ୍କ ଆବାହକତ୍ବରେ ଖଣ୍ଡବର ଗ୍ରାମବାସୀ ଅନୁଗୁଳ ଜିଲ୍ଲାପାଳଙ୍କୁ ଏହି…

Continue Readingବିସ୍ଫୋରଣ ବନ୍ଦ ପାଇଁ ଦାବିପତ୍ର

ମାଉଜର୍ ସହ ୩ ଗୁଳି ଜବତ ଯୁବକ ଗିରଫ, ତନାଘନା ଜାରି

ଅନୁଗୁଳ : କିଶୋରନଗର ବ୍ଲକ୍ ହଣ୍ଡପା ଥାନା ପୁଲିସ ନାଗାଝରଣ ଗ୍ରାମରେ ଶୁକ୍ରବାର ସନ୍ଧ୍ୟାରେ ଚଢ଼ଉ କରି ଏକ ମାଉଜର୍ ସାଙ୍ଗକୁ ୩ଟି ଗୁଳି ଜବତ କରିଛି। ଚୋରା ମାଉଜର୍ କାରବାର ନେଇ ମଦନ ପ୍ରଧାନ ନାମକ ଜଣେ ଯୁବକକୁ ପୁଲିସ…

Continue Readingମାଉଜର୍ ସହ ୩ ଗୁଳି ଜବତ ଯୁବକ ଗିରଫ, ତନାଘନା ଜାରି

ମାନିଲେନି କରୋନା କଟକଣା, ବସ୍ ଜବତ

ଅନୁଗୁଳ: କରୋନାର ଦ୍ବିତୀୟ ଲହର ମାଡ଼ିଚାଲିଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି। ଏ ପରିସ୍ଥିତିରେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରଖିବା ଜରୁରି ହୋଇପଡ଼ିଛି । କିଶୋରନଗର ବ୍ଲକ୍ ପ୍ରଶାସନ ପକ୍ଷରୁ ଆଜି କଡ଼ାକଡ଼ି ଭାବେ ମାସ୍କ ଯାଞ୍ଚ କରାଯାଇଥିଲା। ତହସିଲଦାର…

Continue Readingମାନିଲେନି କରୋନା କଟକଣା, ବସ୍ ଜବତ

କିଶୋରନଗର ଥାନା ଅଞ୍ଚଳରେ ଚାଞ୍ଚଲ୍ୟ

ଅନୁଗୁଳ: ବାପ-ପୁଅଙ୍କୁ ହତ୍ୟା ଧମକ ଦେଇ ଘରବାଡ଼ିରେ ପାର୍କିଂ ହୋଇଥିବା ଏକ ପିକଅପ୍ ଭ୍ୟାନ୍ ଲୁଟିନେଇଛନ୍ତି ଦୁର୍ବୃତ୍ତ । ରାତି ସାରା ଗୋଡ଼ାଇ ବିଫଳ ହେବା ପରେ ଶନିବାର ପୁଲିସ ନିକଟରେ ଅଭିଯୋଗ କରିଛନ୍ତି ଗାଡ଼ି ମାଲିକ। ଗତ ବିଳମ୍ବିତ ରାତିରେ…

Continue Readingକିଶୋରନଗର ଥାନା ଅଞ୍ଚଳରେ ଚାଞ୍ଚଲ୍ୟ

ହଣ୍ଡପାରୁ ଅଜଣା ଯୁବକର ଗଳିତ ଶବ ଉଦ୍ଧାର ଘଟଣା

ଅନୁଗୁଳ: ଫେବ୍ରୁଆରୀ ୨୫ ତାରିଖ କିଶୋରନଗର ବ୍ଲକ୍ ତଥା ହଣ୍ଡପା ଥାନା ଇଲାକା ତଥା ନାକଚି ପଞ୍ଚାୟତର ପୁରୁଣାପାଣି ଜଙ୍ଗଲରୁ ଗଳିତ ମୃତଦେହ ଉଦ୍ଧାର ଘଟଣାର ତଦନ୍ତ ମୋଡ଼ ବଦଳିଛି। ପୂର୍ବରୁ ଏ ନେଇ ଅପମୃତ୍ୟୁ ମାମଲା ରୁଜ୍ଜୁ ହୋଇଥିଲା ବେଳେ,…

Continue Readingହଣ୍ଡପାରୁ ଅଜଣା ଯୁବକର ଗଳିତ ଶବ ଉଦ୍ଧାର ଘଟଣା