କୃଷକ ସାଥୀଙ୍କ ବୈଠକ: ସରକାରୀ ଅଣଦେଖା ନେଇ ଅସନ୍ତୋଷ
କିଶୋରନଗର: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକର 'ଆତ୍ମା' (ATMA) ସଭାଗୃହ ଠାରେ ୨୩ଟି ପଞ୍ଚାୟତର କୃଷକ ସାଥୀମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମତ ପ୍ରକାଶ ପାଇଥିଲା ଯେ କୃଷକ ସାଥୀମାନେ ଗତ ୧୯ ବର୍ଷ ଧରି କୃଷି…
କିଶୋରନଗର: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକର 'ଆତ୍ମା' (ATMA) ସଭାଗୃହ ଠାରେ ୨୩ଟି ପଞ୍ଚାୟତର କୃଷକ ସାଥୀମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମତ ପ୍ରକାଶ ପାଇଥିଲା ଯେ କୃଷକ ସାଥୀମାନେ ଗତ ୧୯ ବର୍ଷ ଧରି କୃଷି…
ଅନୁଗୁଳ: ସରକାରୀ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଯୋଜନାରେ କାମ କରୁଥିବା ପାଚିକା ସହାୟିକାମାନଙ୍କୁ ବର୍ଷକୁ ୧୨ ମାସ ନିୟମିତ ଦରମା, ସରକାରୀ କର୍ମଚାରୀ ମାନ୍ୟତା, ଅବସର କାଳୀନ ପେନସନ ବ୍ୟବସ୍ଥା, ବିଦ୍ୟାଳୟ ବନ୍ଦ ନିଷ୍ପତ୍ତି ପ୍ରତ୍ୟାହାର ଏବଂ ଛଟେଇ ପାଚିକାଙ୍କୁ ପୁନଃ…
ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଅନ୍ତର୍ଗତ ରଣିଆକଟା ପଞ୍ଚାୟତର ଝାମ୍ପୁଲି ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଗାଁର ରଞ୍ଜିତ ପ୍ରଧାନ (୫୦) ଗୁରୁବାର ସକାଳେ ଝିମେଇଜୋର କୂଳରେ ନିଜ ଛେଳି ଚରାଉଥିବା ବେଳେ ଏକ କୁମ୍ଭୀର ଛେଳିଟିକୁ ଟାଣି…
ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ବାମୁରରେ ବଜାର କମିଟି ପକ୍ଷରୁ ଧୂମଧାମରେ ପାଳିତ ଦଶହରା ପୂଜା ଅବସରରେ ମା’ଙ୍କ ଆଙ୍ଗ୍ୟାଲଡୁ ନିଲାମ ହୋଇଛି। କଳାବେଡା ଗାଁର ଦୁଇ ଭାଇ ଲବ ପ୍ରଧାନ ଓ କୁଶ ପ୍ରଧାନ ୧୫,୫୫୧ ଟଙ୍କାରେ ଏହି…
କିଶୋରନଗର: ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଅନ୍ତର୍ଗତ ଜଏରାଟ ପଞ୍ଚାୟତର ବ୍ରାହ୍ମଣୀପାଲ୍ଲୀ ଭାରଦର ସାହିର ହଜାରୀ ପ୍ରଧାନ (୪୦) ଜମି ବାଡ଼ି ଭାଗବଣ୍ଟା ଓ ବିବାହ ନେଇ ବଡ଼ଭାଇ କସୀ ପ୍ରଧାନଙ୍କ ସହ ବଚସା ପରେ ଉତ୍ତ୍ୟକ୍ତ ହୋଇ ଟାଙ୍ଗିଆରେ ଆକ୍ରମଣ…
କିଶୋରନଗର: ବିଶ୍ଵ ଯୁବ କେନ୍ଦ୍ର, ବଣିନାଳୀ ଦ୍ବାରା ପରିଚାଳିତ ‘ଆକ୍ସେସ ଟୁ ଜସ୍ଟିସ’ ପ୍ରକଳ୍ପ ମାଧ୍ୟମରେ ଅନୁଗୁଳ ଜିଲ୍ଲାର ଜଗନ୍ନାଥ ମନ୍ଦିର, ଇସ୍କନ, ମା ଦୁର୍ଗା ମନ୍ଦିର, ଜାମା ମସଜିଦ ଓ ଗୁରୁଦ୍ୱାରା ଆଦି ଧର୍ମପୀଠର ପୂଜକ/ଧର୍ମଗୁରୁମାନେ ବାଲ୍ୟ ବିବାହ ରୋକିବା…
ଅନୁଗୁଳ: ମଙ୍ଗଳବାର ଅନୁଗୁଳ ଜିଲ୍ଲାର କିଶୋରନଗର ବ୍ଲକ ଅନ୍ତର୍ଗତ କାଦଳୀମୁଣ୍ଡା, ରାଣୀଆକୋଟା ଓ ଧଉରପାଲ୍ଲୀ ଗ୍ରାମପଞ୍ଚାୟତର ଗ୍ରାମ କୃଷି କର୍ମଚାରୀ (VAW) ବିଶ୍ୱନାଥ ଦାସଙ୍କୁ ଓଡ଼ିଶା ଭିଜିଲାନ୍ସ ଟିମ୍ ଦ୍ୱାରା ୨୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ରେଡହ୍ଯାଣ୍ଡ ଧରିଛି। ଅଭିଯୁକ୍ତ…
ଅନୁଗୁଳ: ଅନୁଗୁଳ ଜିଲ୍ଲାର କିଶୋରନଗର ଅଞ୍ଚଳରେ ସୁରେଶ୍ବରୀ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ବୈଠକ ଅନୁଷ୍ଠିତ ହୋଇଛି। ଜୀବନ ଜୀବିକା କୃଷି ଜମି ସୁରକ୍ଷା କମିଟି ପକ୍ଷରୁ ଜଏରାଟ ଠାରେ ଆୟୋଜିତ ବୈଠକରେ କମିଟିର ସମ୍ପାଦକ ପିତାମ୍ବର ପ୍ରଧାନ ସଭାପତିତ୍ୱ…
ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଶିବାନନ୍ଦ ସେବାଶ୍ରମ ଆନୁକୂଲ୍ୟରେ ଆଜି ବିଦ୍ୟାଳୟସ୍ତରୀୟ ଶ୍ରୀମଦ୍ଭାଗବଦ୍ ଗୀତା ଆବୃତ୍ତି ଓ ଲିଖିତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଜିଲ୍ଲା ସଂଯୋଜକ ଦିଲ୍ଲୀପ କୁମାର ପ୍ରଧାନ ଓ ସହ ସଂଯୋଜକ ଲକ୍ଷ୍ମଣ…
ଅନୁଗୁଳ: କରେଣ୍ଟ ଲାଗି ପୁଅର ମୃତ୍ୟୁ ପରେ ବିଦ୍ୟୁତ ବିଭାଗ ନାଁରେ ଅଭିଯୋଗ କରିଛନ୍ତି ବାପା। ଅନୁଗୁଳ ଜିଲ୍ଲା କିଶୋରନଗର ଥାନାରେ ହରିଡାନାଳୀ ଗ୍ରାମର ବସନ୍ତ ଦେହୁରୀ ଏଭଳି ଅଭିଯୋଗ କରିଛନ୍ତି। ଅଭିଯୋଗ ମୁତାବକ, ଗାଁରେ ଥିବା ବିଦ୍ୟୁତ ଟ୍ରାନ୍ସଫର୍ମର ସଂସ୍ପର୍ଶରେ…