ରୋଷେଇ ନିଆଁରୁ ଜଳିଗଲା ୨ ବଖରା ଘର, ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି
ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ଗାଁ ବଇଣ୍ଡା ପଞ୍ଚାୟତର କରଡ଼ାବଣି ସାହିରେ ଶନିବାର ଅଗ୍ନିକାଣ୍ଡରେ ୨ ବଖରା ଚାଳ ଘର ଜଳିଯାଇଛି। ଗାଁର ଲୋଚନ ଶଙ୍ଖାରୀଙ୍କ ଘରେ ଏହି ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ରୋଷେଇରୁ…
