ଅସୁରକ୍ଷିତ ଅନୁଗୁଳ! ମାଉଜର ଦେଖାଇ ଟାଟା ଏସିରୁ ନେଇଗଲେ ୬୦ ହଜାର ଟଙ୍କା
ଅନୁଗୁଳ: ଟାଟା ଏସି ଗାଡ଼ି ଅଟକାଇ ମାଉଜର ଓ ମାରଣାସ୍ତ୍ର ଦେଖାଇ ୬୦ ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ। ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଦୋହଲି- ବାରିଣୀ ରାସ୍ତାର ରହଣୀ ସାହି ଠାରେ ତେଜରାତି ସାମଗ୍ରୀ ବିକ୍ରି କରି ଫେରୁଥିବା…



