ରକ୍ତ ଭଣ୍ଡାର ପାଇଁ ଏକ ବସ୍ ଦାବିରେ ତାଳଚେର ବିଧାୟକଙ୍କୁ ସ୍ମାରକ
ଅନୁଗୁଳ: ଅନୁଗୁଳ ରକ୍ତଭଣ୍ଡାର ପାଇଁ ଏକ ବସ୍ ଯୋଗାଇଦେବାକୁ ଅନୁଗୁଳର ସ୍ବେଚ୍ଛାସେବୀ ମାନେ ତାଳଚେର ବିଧାୟକଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ, ଅନୁଗୁଳ ରକ୍ତ ଭଣ୍ଡାର ଅଧୀନରେ ଥିବା ଦୁଇଟି ବସର ଚଳାଚଳ ସୀମା…
