ଗଛ କାଟିବା ପାଇଁ ଦୋକାନ ଉଚ୍ଛେଦ
ଅନୁଗୁଳ: ଅନୁଗୁଳ ଗୋପବନ୍ଧୁ ଛକରେ ଥିବା ଜନସ୍ବାସ୍ଥ୍ୟ ବିଭାଗର ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ନିକଟରେ ଏକ ବଡ଼ ଶୁଖିଲା ଗଛ ପଥଚାରୀଙ୍କ ପାଇଁ ବିପଦ ସୃଷ୍ଟି କରୁଥିବାରୁ ସେ ପାଖରେ ଥିବା ଉଠା ଦୋକାନୀ ଗୁଡ଼ିକୁ ଆଜି ଉଚ୍ଛେଦ କରାଯାଇଥିଲା। ଏହି…
ଅନୁଗୁଳ: ଅନୁଗୁଳ ଗୋପବନ୍ଧୁ ଛକରେ ଥିବା ଜନସ୍ବାସ୍ଥ୍ୟ ବିଭାଗର ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ନିକଟରେ ଏକ ବଡ଼ ଶୁଖିଲା ଗଛ ପଥଚାରୀଙ୍କ ପାଇଁ ବିପଦ ସୃଷ୍ଟି କରୁଥିବାରୁ ସେ ପାଖରେ ଥିବା ଉଠା ଦୋକାନୀ ଗୁଡ଼ିକୁ ଆଜି ଉଚ୍ଛେଦ କରାଯାଇଥିଲା। ଏହି…
ଅନୁଗୁଳ: ବର୍ଷା ଦିନ ଚାଲିଥିବାରୁ କୌଣସି ଝଡ଼ ବାତ୍ୟା ବା ଜଳବନ୍ଦୀ ସମସ୍ୟାକୁ ମୁକାବିଲାକରିବାକୁ ଅନୁଗୁଳ ପୌରପାଳିକା ଅତ୍ୟାବଶ୍ୟକ ଉପକରଣ କିଣିଥିବା ଜଣାପଡ଼ିଛି। ପୂର୍ବରୁ ଏଭଳି ଜରୁରୀ ସମୟରେ ଅଗ୍ନିଶମ ବିଭାଗ କିମ୍ବା ଭଡ଼ାରେ ଉପକରଣ ଆଣିବାକୁ ପଡ଼ିଥିଲା। ଏବେ ଅନୁଗୁଳ…
ଅନୁଗୁଳ: ଆସନ୍ତା ଜୁନ ୨୭ରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା। ଅନୁଗୁଳରେ ରଥଯାତ୍ରାକୁ ସୁରୁଖୁରୁରେ ସମ୍ପାଦନ କରିବା ପାଇଁ ମାର୍ଗଦର୍ଶିକା ଜାରି କରିଛି ପୌରପାଳିକା। ରଥଯାତ୍ରା ସମୟରେ ବହୁ ବାଣିଜ୍ୟିକ ପ୍ରତିଷ୍ଠାନ, ସ୍ଵେଚ୍ଛାସେବୀ ସଂଗଠନ ଭକ୍ତ ମାନଙ୍କ ପାଇଁ ପାଣି, ସର୍ବତ ଓ…
ଅନୁଗୁଳ:ଯାଜପୁର,କଟକ,ଭଦ୍ରକ,କେନ୍ଦୁଝର ଓ କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରାୟ ୧୫୦୦ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ବେଳେ ୧୪ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। ଏଣେ ଅନୁଗୁଳ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ସତ୍ୟ ପ୍ରକାଶ ତ୍ରିପାଠୀ ପ୍ରକାଶ କରିଛନ୍ତି ଯେ, ସହର ଭିତରେ…
ଅନୁଗୁଳ: ଅନୁଗୁଳ ପୌରପାଳିକା ସଭା କକ୍ଷରେ ଏହାର ମାସିକ ବୈଠକ ଆୟୋଜିତ ହୋଇଯାଇଛି। ଏହି ବୈଠକରେ ନଗରପାଳ ଅକ୍ଷୟ ସାମନ୍ତଙ୍କ ସମେତ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ସାଂସଦଙ୍କ ପ୍ରତିନିଧି ରୁଚିର ଦାସ,ନିର୍ବାହୀ ଅଧିକାରୀ ସତ୍ୟ ପ୍ରକାଶତ୍ରିପାଠୀ, ସମସ୍ତ ପାରିଷଦ ଏବଂ…
ଅନୁଗୁଳ: ଅନୁଗୁଳ ପୁରୁଣା ବସ୍ ଷ୍ଟାଣ୍ଡରୁ ବଜାର ଛକ ମଧ୍ୟରେ ଶୌଚାଳୟଟିଏ ନଥିବାରୁ ପୌର ପ୍ରଶାସନ ଏକଦା ଇ ଟଏଲେଟ୍ ଖୋଲି ଥିଲା। କିନ୍ତୁ କୌଣସି ସଂସ୍ଥା ଏହି ଶୌଚାଳୟଟିକୁ ଚଳାଇ ନପାରିବାରୁ ଶେଷରେ ଏହା ଜବରଦଖଲକାରୀଙ୍କ ନଜରରେପଡ଼ିଥିଲା। କିଛି ଅସାଧୁ…
ଅନୁଗୁଳ: ଅନୁଗୁଳ ଉପଜିଲ୍ଲାପାଳଙ୍କ ବାସଭବନ ଠାରୁ କଲେଜ ପର୍ଯ୍ୟନ୍ତ ରାସ୍ତାକୁ ଜବରଦଖଲମୁକ୍ତ ଘୋଷଣା କଲା ପୌରପାଳିକା। ବୁଧବାର ଏନେଇ ପୌରପାଳିକା ପକ୍ଷରୁ ସର୍ବସାଧାରଣ ନୋଟିସ୍ ଜାରି କରାଯାଇଛି। ଯଦି ଆଗକୁ ଏହି ସ୍ଥାନରେ କୌଣସି ଦୋକାନ କି ଠେଲାବାଲା ବସନ୍ତି ତେବେ…
ଅନୁଗୁଳ: ଆଜି ସକାଳୁ ଅନୁଗୁଳ ପୌରପାଳିକା ଆରମ୍ଭ କରିଥିଲା ଯାଯାବର ହଟାଅ ଅଭିଯାନ। ଅମଲା ପଡ଼ା, ହେମସୁରପଡ଼ା,ସିଭିଲ କୋର୍ଟ ସାମନାରେ ରହି ଆସୁଥିବା ପ୍ରାୟ ଏକ ଶହରୁ ଉର୍ଦ୍ଧ୍ବ ଯାଯାବର ସମ୍ପ୍ରଦାୟର ଲୋକଙ୍କୁ ଅନୁଗୁଳ ପୌରପାଳିକା ଆଜି ସୀମାପାର କରିଥିଲା। ଯେଉଁମାନେ…
ଅନୁଗୁଳ: ଗତ କିଛି ମାସ ଧରି ଅନୁଗୁଳ କଲେଜ ରୋଡ଼ର ଉଭୟ ପାର୍ଶ୍ୱକୁ କିଛି ଦୋକାନୀ ଜବର ଦଖଲ କରି ଫଳ, ଫାଷ୍ଟ ଫୁଡ, ଜୁସ ଦୋକାନ ଏବଂ ଅନ୍ୟାନ୍ୟ ଉଠା ଦୋକାନ ଦେଇଥିଲେ। ଏହାଦ୍ୱାରା ଟ୍ରାଫିକ ଜାମ ହେଉଥିବା ନେଇ…
ଅନୁଗୁଳ: ଓଡ଼ିଆ ପକ୍ଷ ଅବସରରେ ଅନୁଗୁକ ପୌରପାଳିକା ପକ୍ଷରୁ ଆଜି ସ୍ୱତନ୍ତ୍ର ସଫେଇ ଅଭିଯାନ କରାଯାଇଥିଲା। ବୁଢ଼ୀ ଠାକୁରାଣୀ ମନ୍ଦିର ତଥା ତାହାର ଆଖ ପାଖରେ ଥିବା ଅନ୍ୟ ସମସ୍ତ ମନ୍ଦିର ପରିସରରେ ଆଜି ପୂର୍ବାହ୍ନରେ ସଫେଇ କରାଯାଇଥିଲା। ନିୟମିତ ସଫେଇ…