ଗାନ୍ଧି ମଣ୍ତପର ନିର୍ମାଣ କାର୍ଯ୍ୟ ଆରମ୍ଭ
ଅନୁଗୁଳ: ଅନୁଗୁଳ ସହରର ବିଭିନ୍ନ ଛକ, ବଜାର ଓ ପାର୍କଗୁଡ଼ିକରେ ରାଜ୍ୟ ତଥା ଦେଶର ବିଭିନ୍ନ ବରପୁତ୍ରଙ୍କ ପ୍ରତିମୂର୍ତ୍ତି ରହିଛି। ସେଗୁଡ଼ିକ ପୌରପାଳିକା ପକ୍ଷରୁ ରକ୍ଷଣାବେକ୍ଷଣ କରାଯାଏ। କିନ୍ତୁ ଅବହେଳା କାରଣରୁ ଅନେକ ଜାଗାରେ ପ୍ରତିମୂର୍ତ୍ତି ଗୁଡ଼ିକ ବିକୃତ ହେବାକୁ ବସିଲାଣି।…



