ଅନୁଗୁଳରେ ଆରମ୍ଭ ହେଲା ‘ମୋ ୱାର୍ଡ’

ଅନୁଗୁଳ: ଜଳ ସମସ୍ୟା ହେଉ କି ପରିମଳ ସମସ୍ୟା, ଏଣିକି ପୌର କାର୍ଯ୍ୟାଳୟକୁ ଲୋକଙ୍କୁ ଦୌଡ଼ିବାକୁ ପଡ଼ିବନି । ପୌରପାଳିକା ଓ ଜନସାଧାରଣଙ୍କ ମଧ୍ୟରେ ଦୂରତା କମାଇବା ପାଇଁ ମହତ୍ୱାକାଂକ୍ଷୀ ଯୋଜନା ‘ମୋ ୱାର୍ଡ' ଆରମ୍ଭ ହୋଇଛି । ଏହି ଯୋଜନାରେ…

Continue Readingଅନୁଗୁଳରେ ଆରମ୍ଭ ହେଲା ‘ମୋ ୱାର୍ଡ’

ଅଳିଆ ଜାଳି ଫସିଲେ ବ୍ୟବସାୟୀ ୫ ହଜାର ଜରିମାନା

ଅନୁଗୁଳ: ଅନୁଗୁଳ ବସଷ୍ଟାଣ୍ଡ ହନୁମାନ ମନ୍ଦିର ନିକଟରେ ଥିବା ଏକ ଅଣ୍ଡା ବ୍ୟବସାୟୀ ଅଳିଆରେ ନିଆଁ ଲଗାଇ ଜରିମାନା ଗଣିଛନ୍ତି । ଏଥିସହିତ ତାଙ୍କ ଦୋକାନ ଆଗାମୀ ୫ ଦିନ ପାଇଁ ବନ୍ଦ କରିବାକୁ ପୌର ନିର୍ବାହୀ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି…

Continue Readingଅଳିଆ ଜାଳି ଫସିଲେ ବ୍ୟବସାୟୀ ୫ ହଜାର ଜରିମାନା

ତଣ୍ଡ ଗଣିଲେ ୧୦ ବ୍ୟବସାୟୀ

ଅନୁଗୁଳ: ପ୍ରହସନ, ପାଲଟିଛି ପଲିଥିନ୍ କଟକଣା। ଅନୁଗୁଳ ସହରରେ ବେଧଡ଼କ ଚାଲିଛି ପଲିଥିନ୍ କାରବାର। ଖୁଲମଖୁଲା ନିଷିଦ୍ଧ ପଲିଥିନରେ ସାମଗ୍ରୀ ଦିଆନିଆ ଚାଲିଛି । ତେବେ ଦୀର୍ଘଦିନ ପୌର କର୍ତ୍ତୁପକ୍ଷ ଚୁପ ବସିବା ପରେ ବୁଧବାର ଚଢ଼ାଉ ଆରମ୍ଭ ହୋଇଛି ।…

Continue Readingତଣ୍ଡ ଗଣିଲେ ୧୦ ବ୍ୟବସାୟୀ

ପୌର ଯନ୍ତ୍ରୀଙ୍କୁ ଆକ୍ରମଣ ଘଟଣା, ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଏସ୍‌ପିଙ୍କୁ ଭେଟିଲେ କର୍ମଚାରୀ

ଅନୁଗୁଳ: ଅନୁଗୁଳ ପୌର ପରିଷଦର ୨ ଜଣ ଯନ୍ତ୍ରୀଙ୍କୁ ଗତ ୧୫ ତାରିଖରେ ହୋଇଥିବା ଅକ୍ରମଣ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ, ଦୋଷୀଙ୍କୁ କଠୋର ଦଣ୍ଡ ଦେବା ଓ ପୌର କର୍ମଚାରୀଙ୍କୁ ସୁରକ୍ଷା ଦେବା ନେଇ ଅନୁଗୁଳ ଏସ୍‌ପିଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି…

Continue Readingପୌର ଯନ୍ତ୍ରୀଙ୍କୁ ଆକ୍ରମଣ ଘଟଣା, ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଏସ୍‌ପିଙ୍କୁ ଭେଟିଲେ କର୍ମଚାରୀ

ଦୁଇ ପୌର ଯନ୍ତ୍ରୀଙ୍କୁ ନିର୍ଧୂମ ମାଡ଼

ଅନୁଗୁଳ: ଅନୁଗୁଳ ପୌରପାଳିକାରେ କାର୍ଯ୍ୟରତ ଦୁଇ ଯନ୍ତ୍ରୀ ଦୁର୍ଗା ପଟ୍ଟନାୟକ ଓ ରବୀନ୍ ଦାସଙ୍କୁ ଦୁଇ ଜଣ ଦୁର୍ବୃତ୍ତ ସୋମବାର ସନ୍ଧ୍ୟାରେ ପ୍ରାଣାନ୍ତକ ଆକ୍ରମଣ କରିଛନ୍ତି । ଦୁହେଁ ସାଇଟ୍ ପରିଦର୍ଶନ କରି ଫେରୁଥିବା ବେଳେ ଅନୁଗୁଳ ବିଦ୍ୟୁତ୍ ଥାନା ସମ୍ମୁଖ…

Continue Readingଦୁଇ ପୌର ଯନ୍ତ୍ରୀଙ୍କୁ ନିର୍ଧୂମ ମାଡ଼

ରାସ୍ତାରେ ଟ୍ରାନ୍ସଫର୍ମର, ସଭିଙ୍କ ଆଖିରେ ଅନ୍ଧପୁଟୁଳି!

ଅନୁଗୁଳ: ଜନଗହଳିପୂର୍ଣ୍ଣ ବଜାର ମଧ୍ୟରେ ରାସ୍ତା ପାର୍ଶ୍ଵରେ, ସରକାରୀ ଜାଗାରେ ସ୍ଥାପନ ହୋଇଛି ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ୍ ଟ୍ରାନ୍ସଫର୍ମର । ପୁଣି ଏକ ବ୍ୟବସାୟିକ ସଂସ୍ଥା ସାର୍ଥରେ । ନିଜ ସୀମାରେ ବହୁତଳ ପ୍ରାସାଦ ନିର୍ମାଣ ପରେ ସରକାରୀ ଜାଗାରେ…

Continue Readingରାସ୍ତାରେ ଟ୍ରାନ୍ସଫର୍ମର, ସଭିଙ୍କ ଆଖିରେ ଅନ୍ଧପୁଟୁଳି!

ପାର୍କରେ ନେତାଜୀଙ୍କୁ ଇଏ କି ସମ୍ମାନ!

ଅନୁଗୁଳ: ଅନେକ ସମୟରେ ପୌରପାଳିକା ପାର୍କ ଗଢେ଼। ବରପୁତ୍ରଙ୍କ ପ୍ରତିମୂର୍ତ୍ତି ସ୍ଥାପନା ହୁଏ। ତା’ପରେ କଥା ସରିଯାଏ। ଏହିଭଳି ଏକ ଦୃଶ୍ୟ ଅନୁଗୁଳ ଶିମିଳିପଡ଼ାବାସୀଙ୍କୁ ବ୍ୟଥିତ କରିଛି। ପୌରପାଳିକା ପକ୍ଷରୁ ଏଥିରେ ଉଦ୍ୟାନ ଗଢ଼ାଯାଇ ନେତାଜୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ ହୋଇଛି। କିନ୍ତୁ…

Continue Readingପାର୍କରେ ନେତାଜୀଙ୍କୁ ଇଏ କି ସମ୍ମାନ!

ଅନୁଗୁଳ ପୌରପାଳିକାରେ ଦଲାଲ ସକ୍ରିୟ

ଅନୁଗୁଳ: ଅନୁଗୁଳ ପୌରପାଳିକାରେ ଏବେ ଦଲାଲ୍‌ ସକ୍ରିୟ ହୋଇପଡ଼ିଥିବା ଦେଖିବାକୁ ମିଳୁଛି। ପୌରପାଳିକାର କିଛି ତଳିଆ କର୍ମଚାରୀ ଏ କାମ କରୁଥିବା ଅଭିଯୋଗ ହେଉଛି। ପୌରପାଳିକାର ଜନ୍ମ ପ୍ରମାଣପତ୍ର, ମୁତ୍ୟୁ ପ୍ରମାଣପତ୍ର, ଜୀବିକା ମିଶନରେ ଋଣ, ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା…

Continue Readingଅନୁଗୁଳ ପୌରପାଳିକାରେ ଦଲାଲ ସକ୍ରିୟ

ଅମାନିଆ ଦୋକାନୀ, ବଢୁଛି ପ୍ଲାଷ୍ଟିକ୍‌ ଆବର୍ଜନା

ଅନୁଗୁଳ: ଅନୁଗୁଳ ପୌରପାଳିକା ଅଧୀନରେ ୫୦୦ରୁ ଅଧିକ ଦୋକାନ ରହିଛି। ଏହି ଦୋକାନ ଗୁଡ଼ିକରୁ ଦୈନିକ ଶହଶହ କେଜି ପ୍ଲାଷ୍ଟିକ୍‌ ଆବର୍ଜନା ବାହାରୁଛି। ଦୋକାନୀମାନେ ଏହି ଆବର୍ଜନାକୁ ଦୋକାନ ସମ୍ମୁଖରେ ଫିଙ୍ଗି ଦେଉଛନ୍ତି ଅବା ଜାଳି ଦେଉଛନ୍ତି। ଫଳରେ ପରିବେଶ ପ୍ରଦୂଷିତ…

Continue Readingଅମାନିଆ ଦୋକାନୀ, ବଢୁଛି ପ୍ଲାଷ୍ଟିକ୍‌ ଆବର୍ଜନା

କାଞ୍ଜିଆହୁଦା ନିର୍ମାଣ ନେଇ ଦାବି କଲେ ଗୋସୁରକ୍ଷା କର୍ମୀ

ଅନୁଗୁଳ: ଅନୁଗୁଳ ପୌରପାଳିକା ଅଞ୍ଚଳରେ କାଞ୍ଜିଆହୁଦା ନଥିବାରୁ ଅନେକ ସମୟରେ ଗାଈଗୋରୁ ଷଣ୍ଢ ଏଣେତେଣେ ବୁଲୁଛନ୍ତି। ଏମାନଙ୍କ ଯୋଗୁଁ ଗାଡ଼ିମଟର ଚଳାଚଳରେ ବାଧା ଉପୁଜିବା ସହ ଦୁର୍ଘଟଣା ମଧ୍ଯ ଘଟୁଛି। କିଛି ସହରବାସୀ କ୍ଷୀର ଦୁହିଁ ସାରିବା ପରେ ରାସ୍ତାକୁ ଗାଈ…

Continue Readingକାଞ୍ଜିଆହୁଦା ନିର୍ମାଣ ନେଇ ଦାବି କଲେ ଗୋସୁରକ୍ଷା କର୍ମୀ