ଅମାନିଆ ଦୋକାନୀ, ବଢୁଛି ପ୍ଲାଷ୍ଟିକ୍ ଆବର୍ଜନା
ଅନୁଗୁଳ: ଅନୁଗୁଳ ପୌରପାଳିକା ଅଧୀନରେ ୫୦୦ରୁ ଅଧିକ ଦୋକାନ ରହିଛି। ଏହି ଦୋକାନ ଗୁଡ଼ିକରୁ ଦୈନିକ ଶହଶହ କେଜି ପ୍ଲାଷ୍ଟିକ୍ ଆବର୍ଜନା ବାହାରୁଛି। ଦୋକାନୀମାନେ ଏହି ଆବର୍ଜନାକୁ ଦୋକାନ ସମ୍ମୁଖରେ ଫିଙ୍ଗି ଦେଉଛନ୍ତି ଅବା ଜାଳି ଦେଉଛନ୍ତି। ଫଳରେ ପରିବେଶ ପ୍ରଦୂଷିତ…





