ସହରାଞ୍ଚଳ ପ୍ରାଥମିକ ସ୍ବସ୍ଥ୍ୟକେନ୍ଦ୍ର ଉଦ୍ଘାଟିତ

ଅନୁଗୁଳ : ଅନୁଗୁଳ ପୌରାଞ୍ଚଳର ହୁଲୁରୁସିହାଁଠାରେ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ବୁଧବାର ଉଦଘାଟିତ ହୋଇଯାଇଛି। ସହରାଞ୍ଚଳରେ ରହୁଥିବା ବସ୍ତି ବାସିନ୍ଦାଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଜାତୀୟ ସହାରାଞ୍ଚଳ ସ୍ବାସ୍ଥ୍ୟ ମିଶନର ଏହା ଏକ ପ୍ରୟାସ। ଜିଲ୍ଲା ମୁଖ୍ୟ…

Continue Readingସହରାଞ୍ଚଳ ପ୍ରାଥମିକ ସ୍ବସ୍ଥ୍ୟକେନ୍ଦ୍ର ଉଦ୍ଘାଟିତ

ଆଜି ୪ଟି ସ୍ଥାନରେ ଟିକାକରଣ

ଅନୁଗୁଳ: ୧୮ ବର୍ଷରୁ ଅଧିକଙ୍କ ପାଇଁ କରୋନା ଟିକାକରଣ ଲାଗି ସୋମବାର ଅନୁଗୋଳ ପୌରପାଳିକାର ୪ଟି ସ୍ଥାନକୁ ମନୋନୀତ କରାଯାଇଛି । ଏହିକ୍ରମରେ ପୌରପାଳିକାର ୱାର୍ଡ ନମ୍ବର ୧୪ ଏଲାଇଟ୍ କ୍ଲବ, ୱାର୍ଡ ନମ୍ବର ୧୫ର ବିଜୁ ୟୁଥ୍ କ୍ଲବ, ୱାର୍ଡ…

Continue Readingଆଜି ୪ଟି ସ୍ଥାନରେ ଟିକାକରଣ

ପୌରପାଳିକା ଅକ୍ତିଆର କଲା କଲ୍ୟାଣ ମଣ୍ଡପ

ଅନୁଗୁଳ: ବହୁ ବାଦବିବାଦ ପରେ ପୌରପାଳିକା ହାତକୁ ଯାଇଛି ଅନୁଗୁଳ ଅମଲାପଡ଼ାର ଦୁର୍ଗାପୂଜା ପଡ଼ିଆ। ପୌର କର୍ତ୍ତୃପକ୍ଷ ଶୁକ୍ରବାର ସକାଳେ ସଦଳବଳ ଯାଇ ବେଆଇନ୍ କଲ୍ୟାଣ ମଣ୍ଡପ ସହ ବିବାହ ମଣ୍ଡପକୁ ସିଲ୍ କରିଛନ୍ତି। ଆଇନ୍‌ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ବ୍ୟାପକ…

Continue Readingପୌରପାଳିକା ଅକ୍ତିଆର କଲା କଲ୍ୟାଣ ମଣ୍ଡପ

ଅନୁଗୁଳରେ ବିଓଭି ଚଳାଇଲେ ମହିଳା

ଅନୁଗୁଳ: ଅନୁଗୁଳ ପୌରପାଳିକ।ରେ ଘର ଘର ବୁଲି ଆବର୍ଜନା ସଂଗ୍ରହ କରିବା ପାଇଁ ନିକଟରେ ୧୮ଟି ବିଓଭି ବା ବ୍ୟାଟେରୀ ଅପରଟେଡ଼ ଭେଇକିଲର ଶୁଭାରମ୍ଭ କରିଥିଲେ ରାଜ୍ୟ ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂହ। ଏହି ଚାଳକ ମାନଙ୍କ ମଧ୍ୟରେ ୩ ଜଣ…

Continue Readingଅନୁଗୁଳରେ ବିଓଭି ଚଳାଇଲେ ମହିଳା

ପରିମଳ ପାଇଁ ଅଳିଆ ଗାଡ଼ି ଲୋକାର୍ପିତ

ଅନୁଗୁଳ: ପବିତ୍ର ରଥଯାତ୍ରାରେ ଲୋକାର୍ପିତ ହୋଇଛି ଅନୁଗୁଳ ପୌରପାଳିକାର ନୂଆ ଅଳିଆ ଗାଡ଼ି। ଉପ-ବାଚସ୍ପତି ରଜନୀକାନ୍ତ ସିଂହ ଗାଡ଼ିଗୁଡ଼ିକୁ ଲୋକାର୍ପିତ କରିଛନ୍ତି | ମ୍ୟୁନିସିପାଲିଟିରେ ବର୍ତମାନ ସଫେଇ ସମସ୍ୟା ଲାଗି ରହିଥିବା ବେଳେ ଘରକୁ ଘର ବୁଲି ଓଦା ଏବଂ ଶୁଖିଲା…

Continue Readingପରିମଳ ପାଇଁ ଅଳିଆ ଗାଡ଼ି ଲୋକାର୍ପିତ

ପୁଣି ଆନ୍ଦୋଳନରେ ସଫେଇ କର୍ମଚାରୀ

ଅନୁଗୁଳ: ପୁନର୍ବାର ଆନ୍ଦୋଳନକୁ ଓହ୍ଲାଇଛନ୍ତି ସମସ୍ତ ଠିକା ସଫେଇ କର୍ମଚାରୀ। କାମରୁ ନିବୃତ୍ତ ଥିବା ୩ କର୍ମଚାରୀକୁ କାର୍ଯ୍ୟରେ ସାମିଲ କରିବାକୁ ଦାବି କରି ସଫେଇ କାର୍ଯ୍ୟ ବନ୍ଦ କରିଛନ୍ତି । ଏମିତିକି ଥାନା ଘେରାଉ କରି ସେମାନଙ୍କ ପକ୍ଷରୁ ପୌର…

Continue Readingପୁଣି ଆନ୍ଦୋଳନରେ ସଫେଇ କର୍ମଚାରୀ

ସଫେଇ କାର୍ଯ୍ୟର ସମୀକ୍ଷା କଲେ ଜିଲ୍ଲାପାଳ

ଅନୁଗୁଳ: ସ୍ବଚ୍ଛ ସହରକୁ ମିଳିବ ନିର୍ମଳ ସହର ପୁରସ୍କାର। ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ପରେ ଅନୁଗୁଳ ଜିଲ୍ଲାର ୩ଟି ଯାକ ସହରାଞ୍ଚଳ ଏହି ପୁରସ୍କାର ହାତେଇବାକୁ କମର କଷିଛନ୍ତି । ନିୟମିତ ସଫେଇ କାର୍ଯ୍ୟ ଚାଲୁ ରଖିବା ସହ ଏହାର ଅଗ୍ରଗତି…

Continue Readingସଫେଇ କାର୍ଯ୍ୟର ସମୀକ୍ଷା କଲେ ଜିଲ୍ଲାପାଳ

ଜିଦରୁ ଓହରିଲେ ସଫେଇ କର୍ମଚାରୀ

ଅନୁଗୁଳ: ଗତ ଦୁଇ ଦିନ ଧରି ଅନୁଗୁଳ ପୌରପାଳିକା ପରିମଳ ବିଭାଗରେ ଲାଗି ରହିଥିବା ଅଚଳ ଅଵସ୍ଥା ଶେଷରେ ଦୂର ହୋଇଛି। ବିଳମ୍ବରେ ହେଉ ପଛେ ସଫେଇ କର୍ମଚାରୀମାନେ ଧାରଣାରୁ ଓହରିଛନ୍ତି।ମିଳିଥିବା ସୂଚନା ଅନୁଯାୟୀ କିଛି ଦିନ ତଳେ ସଫେଇ କର୍ମଚାରୀ…

Continue Readingଜିଦରୁ ଓହରିଲେ ସଫେଇ କର୍ମଚାରୀ

କୋଭିଡ୍ ପାଇଁ ଉଜୁଡ଼ିଗଲା ଜୀବିକା, ୨୫୦ ଦୋକାନୀଙ୍କୁ ମିଳିବ ଟଙ୍କା

ଅନୁଗୁଳ: କୋଭିଡରେ ସବୁଠାରୁ ବେଶି ପ୍ରଭାବିତ ହୋଇଛନ୍ତି ଉଠା ଦୋକାନୀ, କ୍ଷୁଦ୍ର ବେପାରି। ମାସ ମାସ କାଳ ବେପାର ବୁଡିଯାଇଛି। କାହାର ଜୀବନ ସହ ଜୀବିକା ବି ବିପଦରେ ପଡିଛି। ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର…

Continue Readingକୋଭିଡ୍ ପାଇଁ ଉଜୁଡ଼ିଗଲା ଜୀବିକା, ୨୫୦ ଦୋକାନୀଙ୍କୁ ମିଳିବ ଟଙ୍କା

ଆଜି ଟିକାକରଣ ବନ୍ଦ

ଅନୁଗୁଳ: ଅନୁଗୁଳ ଷ୍ଟାଡିୟମ୍‌ରେ ଚାଲିଥିବା ମେଗା ଟିକାକରଣ ସହିତ ଜିଲ୍ଲାର ସମସ୍ତ ଟିକାକରଣ କେନ୍ଦ୍ରରେ ଗୁରୁବାର ଟିକାକରଣ ବନ୍ଦ ରହିବ। ଜିଲ୍ଲାକୁ ଆସିଥିବା ଟିକା ବୁଧବାର ଶେଷ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଟିକା…

Continue Readingଆଜି ଟିକାକରଣ ବନ୍ଦ