Browsing Tag

Municipality Angul

କାଞ୍ଜିଆହୁଦା ନିର୍ମାଣ ନେଇ ଦାବି କଲେ ଗୋସୁରକ୍ଷା କର୍ମୀ

ଅନୁଗୁଳ: ଅନୁଗୁଳ ପୌରପାଳିକା ଅଞ୍ଚଳରେ କାଞ୍ଜିଆହୁଦା ନଥିବାରୁ ଅନେକ ସମୟରେ ଗାଈଗୋରୁ ଷଣ୍ଢ ଏଣେତେଣେ ବୁଲୁଛନ୍ତି। ଏମାନଙ୍କ ଯୋଗୁଁ ଗାଡ଼ିମଟର ଚଳାଚଳରେ ବାଧା ଉପୁଜିବା ସହ ଦୁର୍ଘଟଣା ମଧ୍ଯ ଘଟୁଛି। କିଛି ସହରବାସୀ କ୍ଷୀର…
Read More...

ପୌର ପ୍ରଶାସନର ପଲିଥିନ ଚଢାଉ

ଅନୁଗୁଳ: ବହୁ ଦିନର ବ୍ୟବଧାନ ପରେ ଅନୁଗୁଳ ପୌରପାଳିକା ପକ୍ଷରୁ ଶନିବାର ବଜାରରେ ପଲିଥିନ ଚଢଉ କରଯାଇଥିଲା। ପଲିଥିନ କ୍ୟାରିବ୍ୟାଗ୍ ରଖିବା ଅଭିଯୋଗରେ ୧୮୦୦ ଟଙ୍କା ଫାଇନ କଟାଯିବା ସହ ୪୦ କେଜି ପଲିଥିନ ଜବତ କରାଯାଇଛି l…
Read More...

ଥାନା ଛକ-ରାଜା ଛକ ମଧ୍ୟରେ ଟ୍ରାଫିକ୍‌ ବ୍ୟବସ୍ଥା ବିପର୍ଯ୍ୟସ୍ତ

ଅନୁଗୁଳ: ଅନୁଗୁଳ ସହର ମଧ୍ୟରେ ବିଭିନ୍ନ ଜନଗହଳି ତଥା ବ୍ୟସ୍ତ ସଡ଼କ ଭିତରେ ଥାନା ଛକଠାରୁ ସୋମନାଥ ସି˚ହ ଜଗଦ୍ଦେବ ଛକ ଅନ୍ୟତମ। ଏହି ରାସ୍ତା ଅତି ଗୁରୁତ୍ବପୂର୍ଣ୍ଣ। ବସ୍‌ଷ୍ଟାଣ୍ତ ଦେଇ ବହୁ ଭିଆଇପି ସର୍କିଟ୍‌ ହାଉସ୍‌…
Read More...

ଅଳିଆ ପୋଡ଼ୁଛି ପୌରପାଳିକା!

ଅନୁଗୁଳ: ଯେତେ କହିଲେ ବି ପୌରପାଳିକା ସୁଧୁରୁନି। ପ୍ରତିଦିନ ସକାଳେ ଝାଡ଼ୁଦାରମାନେ ରାସ୍ତା ଝାଡ଼ୁ କରି ଏକାଠି କରିବା ପରେ ଅଳିଆରେ ନିଆଁ ଲଗାଇ ଦେଉଛନ୍ତି। ଫଳରେ ଚାରିଆଡେ଼ ଧୂଆଁରେ ପୂରିଯାଉଛି। ପ୍ରାତଃ ଭ୍ରମଣ, ଅବା…
Read More...

ପୌରପାଳିକା ଜୈବିକ ସାର କେଜି ୨୦ ଟଙ୍କା

ଅନୁଗୁଳ: ଦିନ ଥିଲା ଅନୁଗୁଳ ପୌରପାଳିକା ଆବର୍ଜନା ପାଇଁ ସାରା ରାଜ୍ୟର ବଦନାମ୍ ମୁଣ୍ଡାଇ ଥିଲା। ଡମ୍ପିୟାର୍ଡଟିଏ ନଥିବାରୁ ଆବର୍ଜନା ଏଣେତେଣେ ପଡ଼ି ରାଜ୍ୟର ତୃତୀୟ ଅଳିଆ ସହରର ମାନ୍ୟତା ପାଇଥିଲା। ପ୍ରତିଷ୍ଠା ହେବା ପରେ…
Read More...

ବେଲଗାମ୍ ଠେଲା ବେପାର

ଅନୁଗୁଳ: ଅନୁଗୁଳ ବସ୍‌ଷ୍ଟାଣ୍ତ, ବଜାର ସମେତ ବିଭିନ୍ନ ଛକ ଓ ସାହି ଭିତରେ ଏବେ ଅଢେ଼ଇ ଶହରୁ ଅଧିକ ଠେଲା ବ୍ୟବସାୟୀ ଘୂରି ବୁଲୁଛନ୍ତି। ଫଳ ଓ ଅନ୍ୟାନ୍ୟ ସାମଗ୍ରୀ ବିକ୍ରିବଟା କରୁଛନ୍ତି। ବେଲଗାମ୍‌ ଏହି ବ୍ୟବସାୟୀ ମନଇଚ୍ଛା…
Read More...

ନଭେମ୍ବର ୧୯ରେ ଇ- ଟଏଲେଟର ଭିତ୍ତିପ୍ରସ୍ତର

ଅନୁଗୁଳ: ନଭେମ୍ବର ୧୯ ତାରିଖରେ ଅନୁଗୁଳ ଜିଲ୍ଲାର ପ୍ରଥମ ଇ-ଟଏଲଟ ସଞ୍ଜିବନୀ ମାର୍କେଟରେ ସ୍ଥାପନ ହେବ। ୟୁନିସେଫର ପରାମର୍ଶ ତଥା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ହେବାକୁ ଥିବା ଏହି ଟଏଲେଟରେ ସେନସରଯୁକ୍ତ ଅଟୋମେଟିକ…
Read More...

ଅନୁଗୁଳ ପାଇଁ ନୂଆ

ଅନୁଗୁଳ: ଖୋଲାରେ ଶୌଚ କରିବା ଅର୍ଥାତ୍‌ ଶୌଚାଳୟର ବ୍ୟବହାର ନକରି ପୃଥିବୀରେ ଦୈନିକ ହଜାର ହଜାର ବ୍ୟକ୍ତି, ଶିଶୁ ଆଦି ବିଭିନ୍ନ ପେଟ ରୋଗ ଯଥା ଝାଡ଼ାବାନ୍ତି, କୃମି ଏବ˚ ଅନ୍ୟାନ୍ୟ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ…
Read More...

ବଜାରରେ ହାଉଯାଉ ନିଷିଦ୍ଧ କରୋନା ଲକେଟ

ଅନୁଗୁଳ: ଅନୁଗୁଳ ସହରର ବିଭିନ୍ନ ଔଷଧ ଦୋକାନ ଏବ˚ ଭେରାଇଟି ଷ୍ଟୋର ଗୁଡ଼ିକରେ ବହୁଳ ଭାବରେ ବିକ୍ରି ହେଉଛି ଜାପାନ ତିଆରି କରୋନା ଲକେଟ। ଏହାକୁ ବେକରେ ଧାରଣ କଲେ କୁଆଡେ କରୋନା ହେବ ନାହିଁ ବୋଲି ଦାବି କରାଯାଉଛି। ଏହି…
Read More...

୩ ମାସରେ ୭୦ ବୁଲା ଗୋରୁ ମୃତାହତ

ଅନୁଗୁଳ: ବୁଲା ଗୋରୁଗାଈଙ୍କ ପାଇଁ କାଞ୍ଜିଆହୁଦା ନାହିଁ। କି ସହର କି ବଜାର, ଗଳିକନ୍ଦି ସବୁଠି ବୁଲୁଛନ୍ତି ଗାଈଗୋରୁ। ଅନୁଗୁଳର ଟ୍ରାଫିକ୍‌ ସମସ୍ୟା ସୃଷ୍ଟି କରିବା ସହ ଗୋବର ଏଣେତେଣେ ପଡୁଛି। ବସ୍‌, ଟ୍ରକ୍‌ ଧକ୍କାରେ ଗତ…
Read More...
error: Content is protected !!