୪ରେ ଲକ୍ଷ୍ମୀ ପୂଜା ଭସାଣୀ

ଅନୁଗୁଳ: ଆସନ୍ତା ୪ ତାରିଖରେ ଅନୁଗୁଳ ଲକ୍ଷ୍ମୀ ପୂଜା ସମୂହର ଭସାଣୀ ଉତ୍ସବ ଅନୁଷ୍ଠିତ ହେବ।ଏଥିନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ପୌର କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି। ମୃଣ୍ମୟ ମୂର୍ତ୍ତିଗୁଡ଼ିକୁ ପୌର ପାଳିକା ଦ୍ଵାରା ନିର୍ମାଣ କରାଯାଇଥିବା ନିକଟବର୍ତ୍ତୀ ଅସ୍ଥାୟୀ ପୋଖରୀରେ…

Continue Reading୪ରେ ଲକ୍ଷ୍ମୀ ପୂଜା ଭସାଣୀ

ଗାଈଗୋରୁ ପଦାକୁ ଛାଡ଼ିଲେ ଏଣିକି ଫାଇନ୍‌

ଅନୁଗୁଳ: ଅନୁଗୁଳ ପୌରପାଳିକା ଭିତରେ ବୁଲା ଗାଈଗୋରୁଙ୍କ ଉତ୍ପାତ ଏକ ସାଧାରଣ କଥା। ବସ୍‌ଷ୍ଟାଣ୍ଡ, ବଜାର, ଗାନ୍ଧୀପାର୍କ, ୫୫ ନଂ ଜାତୀୟ ରାଜପଥ ସବୁଠି ପଲପଲ ଗୋରୁ। ଏହାଦ୍ବାରା ଛୋଟବଡ଼ ଦୁର୍ଘଟଣା ତ ଘଟୁଛି, ଟ୍ରାଫିକ୍‌ ବ୍ୟବସ୍ଥାରେ ମଧ୍ୟ ବାଧା ଉପୁଜୁଛି।…

Continue Readingଗାଈଗୋରୁ ପଦାକୁ ଛାଡ଼ିଲେ ଏଣିକି ଫାଇନ୍‌