ଗଛ କାଟିବା ପାଇଁ ଦୋକାନ ଉଚ୍ଛେଦ

ଅନୁଗୁଳ: ଅନୁଗୁଳ ଗୋପବନ୍ଧୁ ଛକରେ ଥିବା ଜନସ୍ବାସ୍ଥ୍ୟ ବିଭାଗର ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ନିକଟରେ ଏକ ବଡ଼ ଶୁଖିଲା ଗଛ ପଥଚାରୀଙ୍କ ପାଇଁ ବିପଦ ସୃଷ୍ଟି କରୁଥିବାରୁ ସେ ପାଖରେ ଥିବା ଉଠା ଦୋକାନୀ ଗୁଡ଼ିକୁ ଆଜି ଉଚ୍ଛେଦ କରାଯାଇଥିଲା। ଏହି…

Continue Readingଗଛ କାଟିବା ପାଇଁ ଦୋକାନ ଉଚ୍ଛେଦ

ବିପର୍ଯ୍ୟୟ ମୁକାବିଲା ପାଇଁ ଉପକରଣ କିଣିଲା ପୌରପାଳିକା

ଅନୁଗୁଳ: ବର୍ଷା ଦିନ ଚାଲିଥିବାରୁ କୌଣସି ଝଡ଼ ବାତ୍ୟା ବା ଜଳବନ୍ଦୀ ସମସ୍ୟାକୁ ମୁକାବିଲାକରିବାକୁ ଅନୁଗୁଳ ପୌରପାଳିକା ଅତ୍ୟାବଶ୍ୟକ ଉପକରଣ କିଣିଥିବା ଜଣାପଡ଼ିଛି। ପୂର୍ବରୁ ଏଭଳି ଜରୁରୀ ସମୟରେ ଅଗ୍ନିଶମ ବିଭାଗ କିମ୍ବା ଭଡ଼ାରେ ଉପକରଣ ଆଣିବାକୁ ପଡ଼ିଥିଲା। ଏବେ  ଅନୁଗୁଳ…

Continue Readingବିପର୍ଯ୍ୟୟ ମୁକାବିଲା ପାଇଁ ଉପକରଣ କିଣିଲା ପୌରପାଳିକା

ପ୍ଲାଷ୍ଟିକ୍‌ମୁକ୍ତ ‘ରଥଯାତ୍ରା’ ପାଇଁ ମାର୍ଗଦର୍ଶିକା, ମାଟି କିମ୍ବା କାଗଜ ପାତ୍ର ବ୍ୟବହାର କରିବାକୁ ପରାମର୍ଶ

ଅନୁଗୁଳ: ଆସନ୍ତା ଜୁନ ୨୭ରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା। ଅନୁଗୁଳରେ ରଥଯାତ୍ରାକୁ ସୁରୁଖୁରୁରେ ସମ୍ପାଦନ କରିବା ପାଇଁ ମାର୍ଗଦର୍ଶିକା ଜାରି କରିଛି ପୌରପାଳିକା। ରଥଯାତ୍ରା ସମୟରେ ବହୁ ବାଣିଜ୍ୟିକ ପ୍ରତିଷ୍ଠାନ, ସ୍ଵେଚ୍ଛାସେବୀ ସଂଗଠନ ଭକ୍ତ ମାନଙ୍କ ପାଇଁ ପାଣି, ସର୍ବତ ଓ…

Continue Readingପ୍ଲାଷ୍ଟିକ୍‌ମୁକ୍ତ ‘ରଥଯାତ୍ରା’ ପାଇଁ ମାର୍ଗଦର୍ଶିକା, ମାଟି କିମ୍ବା କାଗଜ ପାତ୍ର ବ୍ୟବହାର କରିବାକୁ ପରାମର୍ଶ

ଡେଉଁଛି କଲେରା: ପୌରପାଳିକାର ଚିଠି ସତ୍ତ୍ୱେ ନିଦରେ ଖାଦ୍ୟ ନିରାପତ୍ତା ବିଭାଗ

ଅନୁଗୁଳ:ଯାଜପୁର,କଟକ,ଭଦ୍ରକ,କେନ୍ଦୁଝର ଓ କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରାୟ ୧୫୦୦ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ବେଳେ ୧୪ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। ଏଣେ ଅନୁଗୁଳ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ସତ୍ୟ ପ୍ରକାଶ ତ୍ରିପାଠୀ ପ୍ରକାଶ କରିଛନ୍ତି ଯେ, ସହର ଭିତରେ…

Continue Readingଡେଉଁଛି କଲେରା: ପୌରପାଳିକାର ଚିଠି ସତ୍ତ୍ୱେ ନିଦରେ ଖାଦ୍ୟ ନିରାପତ୍ତା ବିଭାଗ

ପୌରପାଳିକା ମାସିକ ବୈଠକ: ଲାଗିବ ସ୍ମାର୍ଟ କ୍ୟାମେରା,ଟ୍ରାଫିକ ଓଡ୍ରେନ ବ୍ୟବସ୍ଥା ସୁଧୁରିବ

ଅନୁଗୁଳ: ଅନୁଗୁଳ ପୌରପାଳିକା ସଭା କକ୍ଷରେ ଏହାର ମାସିକ ବୈଠକ ଆୟୋଜିତ ହୋଇଯାଇଛି। ଏହି ବୈଠକରେ ନଗରପାଳ ଅକ୍ଷୟ ସାମନ୍ତଙ୍କ ସମେତ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ସାଂସଦଙ୍କ ପ୍ରତିନିଧି ରୁଚିର ଦାସ,ନିର୍ବାହୀ ଅଧିକାରୀ ସତ୍ୟ ପ୍ରକାଶତ୍ରିପାଠୀ, ସମସ୍ତ ପାରିଷଦ ଏବଂ…

Continue Readingପୌରପାଳିକା ମାସିକ ବୈଠକ: ଲାଗିବ ସ୍ମାର୍ଟ କ୍ୟାମେରା,ଟ୍ରାଫିକ ଓଡ୍ରେନ ବ୍ୟବସ୍ଥା ସୁଧୁରିବ

ଇ ଟଏଲେଟ୍ ହେଲା ନିଷିଦ୍ଧାଞ୍ଚଳ!!

ଅନୁଗୁଳ: ଅନୁଗୁଳ ପୁରୁଣା ବସ୍ ଷ୍ଟାଣ୍ଡରୁ ବଜାର ଛକ ମଧ୍ୟରେ ଶୌଚାଳୟଟିଏ ନଥିବାରୁ ପୌର ପ୍ରଶାସନ ଏକଦା ଇ ଟଏଲେଟ୍ ଖୋଲି ଥିଲା। କିନ୍ତୁ କୌଣସି ସଂସ୍ଥା ଏହି ଶୌଚାଳୟଟିକୁ ଚଳାଇ ନପାରିବାରୁ ଶେଷରେ ଏହା ଜବରଦଖଲକାରୀଙ୍କ ନଜରରେପଡ଼ିଥିଲା। କିଛି ଅସାଧୁ…

Continue Readingଇ ଟଏଲେଟ୍ ହେଲା ନିଷିଦ୍ଧାଞ୍ଚଳ!!

ଜବରଦଖଲ ମୁକ୍ତ ହେଲା କଲେଜ ରୋଡ୍‌, ପୁଣି ବସିଲେ ସମ୍ପତ୍ତି ବାଜ୍ୟାପ୍ତି କରିବ ପୌରପାଳିକା

ଅନୁଗୁଳ: ଅନୁଗୁଳ ଉପଜିଲ୍ଲାପାଳଙ୍କ ବାସଭବନ ଠାରୁ କଲେଜ ପର୍ଯ୍ୟନ୍ତ ରାସ୍ତାକୁ ଜବରଦଖଲମୁକ୍ତ ଘୋଷଣା କଲା ପୌରପାଳିକା। ବୁଧବାର ଏନେଇ ପୌରପାଳିକା ପକ୍ଷରୁ ସର୍ବସାଧାରଣ ନୋଟିସ୍‌ ଜାରି କରାଯାଇଛି। ଯଦି ଆଗକୁ ଏହି ସ୍ଥାନରେ କୌଣସି ଦୋକାନ କି ଠେଲାବାଲା ବସନ୍ତି ତେବେ…

Continue Readingଜବରଦଖଲ ମୁକ୍ତ ହେଲା କଲେଜ ରୋଡ୍‌, ପୁଣି ବସିଲେ ସମ୍ପତ୍ତି ବାଜ୍ୟାପ୍ତି କରିବ ପୌରପାଳିକା

ଯାଯାବର ସହର ବାହାରକୁ ବିଦା ହେଲେ

ଅନୁଗୁଳ: ଆଜି ସକାଳୁ ଅନୁଗୁଳ ପୌରପାଳିକା ଆରମ୍ଭ କରିଥିଲା ଯାଯାବର ହଟାଅ ଅଭିଯାନ। ଅମଲା ପଡ଼ା, ହେମସୁରପଡ଼ା,ସିଭିଲ କୋର୍ଟ ସାମନାରେ ରହି ଆସୁଥିବା ପ୍ରାୟ ଏକ ଶହରୁ ଉର୍ଦ୍ଧ୍ବ ଯାଯାବର ସମ୍ପ୍ରଦାୟର ଲୋକଙ୍କୁ ଅନୁଗୁଳ ପୌରପାଳିକା ଆଜି ସୀମାପାର କରିଥିଲା। ଯେଉଁମାନେ…

Continue Readingଯାଯାବର ସହର ବାହାରକୁ ବିଦା ହେଲେ

କଲେଜ ରୋଡ଼ରୁ ଜବରଦଖଲ ଉଛେଦ

ଅନୁଗୁଳ: ଗତ କିଛି ମାସ ଧରି ଅନୁଗୁଳ କଲେଜ ରୋଡ଼ର ଉଭୟ ପାର୍ଶ୍ୱକୁ କିଛି ଦୋକାନୀ ଜବର ଦଖଲ କରି ଫଳ, ଫାଷ୍ଟ ଫୁଡ, ଜୁସ ଦୋକାନ ଏବଂ ଅନ୍ୟାନ୍ୟ ଉଠା ଦୋକାନ ଦେଇଥିଲେ। ଏହାଦ୍ୱାରା ଟ୍ରାଫିକ ଜାମ ହେଉଥିବା ନେଇ…

Continue Readingକଲେଜ ରୋଡ଼ରୁ ଜବରଦଖଲ ଉଛେଦ

ଓଡ଼ିଆ ପକ୍ଷ ଅବସରରେ ପୌର କର୍ମଚାରୀଙ୍କ ସଫେଇ ଅଭିଯାନ

ଅନୁଗୁଳ: ଓଡ଼ିଆ ପକ୍ଷ ଅବସରରେ ଅନୁଗୁକ ପୌରପାଳିକା ପକ୍ଷରୁ ଆଜି ସ୍ୱତନ୍ତ୍ର ସଫେଇ ଅଭିଯାନ କରାଯାଇଥିଲା। ବୁଢ଼ୀ ଠାକୁରାଣୀ ମନ୍ଦିର ତଥା ତାହାର ଆଖ ପାଖରେ ଥିବା ଅନ୍ୟ ସମସ୍ତ ମନ୍ଦିର ପରିସରରେ ଆଜି ପୂର୍ବାହ୍ନରେ ସଫେଇ କରାଯାଇଥିଲା। ନିୟମିତ ସଫେଇ…

Continue Readingଓଡ଼ିଆ ପକ୍ଷ ଅବସରରେ ପୌର କର୍ମଚାରୀଙ୍କ ସଫେଇ ଅଭିଯାନ