ମଶା ଦମନ ପାଇଁ ପୌରପାଳିକା ପକ୍ଷରୁ ମାଲାଥିୟନ୍ ସିଞ୍ଚନ

ଅନୁଗୁଳ: ବିଶ୍ଵ ମଶା ଦିବସ ଅବସରରେ ଅନୁଗୁଳ ପୌରପାଳିକା ପକ୍ଷରୁ ୧୦ ଗୋଟି ୱାର୍ଡର ଡ୍ରେନ, ଜମିଥିବା ପାଣି ଏବଂ ଅପରିଷ୍କାର ଅଞ୍ଚଳରେ ମାଲାଥିୟାନ୍ ଏବଂ ଅନ୍ୟାନ୍ୟ କୀଟ ନାଶକ ସିଞ୍ଚନ କରାଯାଇଛି।ଅନୁଗୁଳର ମାଛ ମାର୍କେଟ, ମେଡ଼ିକାଲ ଆଖପାଖ ଏବଂ କେତେକ…

Continue Readingମଶା ଦମନ ପାଇଁ ପୌରପାଳିକା ପକ୍ଷରୁ ମାଲାଥିୟନ୍ ସିଞ୍ଚନ

ପୌରପାଳିକା ମାସିକ ବୈଠକ ପରିମଳ, ଆଲୋକ, ଡେଙ୍ଗୁ ନିରାକରଣକୁ ଗୁରୁତ୍ବ

ଅନୁଗୁଳ: ଆଜି ଅନୁଗୁଳ ପୌରପାଳିକା ସଭକକ୍ଷରେ ଜୁଲାଇ ମାସର ବୈଠକ ଆୟୋଜିତ ହୋଇଯାଇଛି। ବୈଠକରେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ନଗରପାଳ ଅକ୍ଷୟ କୁମାର ସାମନ୍ତ,ସାଂସଦ ରୁଦ୍ର ପାଣିଙ୍କ ପ୍ରତିନିଧି ଦୁଃଖବନ୍ଧୁ ସାହୁ, ଉପାଧ୍ୟକ୍ଷା ଅନୁପମା ସାହୁ,ନିର୍ବାହୀ ଅଧିକାରୀ ପ୍ରଶାନ୍ତ…

Continue Readingପୌରପାଳିକା ମାସିକ ବୈଠକ ପରିମଳ, ଆଲୋକ, ଡେଙ୍ଗୁ ନିରାକରଣକୁ ଗୁରୁତ୍ବ

ପୁରୁଣା ଷ୍ଟାଣ୍ଡରେ ପୌରପାଳିକାର ଚଢ଼ାଉ ୨୬୩୦୦ ଟଙ୍କା ଫାଇନ ଆଦାୟ

ଅନୁଗୁଳ: ଆଜି ଅନୁଗୁଳ ପୌରପାଳିକା ପକ୍ଷରୁ ପୁରୁଣା ବସ୍‌ ଷ୍ଟାଣ୍ଡ ଓ ଏହାର ଆଖପାଖ ଅଞ୍ଚଳରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ପଲିଥିନ ଜରି ଓ ଥର୍ମୋକୁଲ ଥାଳି ତାଟିଆ ଜବତ କରାଯାଇଥିଲା ହୋଟେଲ,ରାସନ୍‌ ଦୋକାନ ଓ ଭେରାଇଟି ଷ୍ଟୋର ଗୁଡିକରେ…

Continue Readingପୁରୁଣା ଷ୍ଟାଣ୍ଡରେ ପୌରପାଳିକାର ଚଢ଼ାଉ ୨୬୩୦୦ ଟଙ୍କା ଫାଇନ ଆଦାୟ

ଅନୁଗୁଳ ଟାଉନରେ ହେବ ୪ ନୂଆଁ କଲ୍ୟାଣ ମଣ୍ଡପ

ଅନୁଗୁଳ: ଅନୁଗୁଳ ଟାଉନ ଭିତରେ ବାହାଘର, ବ୍ରତ ଓ ଶ୍ରାଦ୍ଧ ଉତ୍ସବ ତଥା ବିଭିନ୍ନ ସଭା ସମିତି କରିବା ପାଇଁ ମଣ୍ଡପର ବିଶେଷ ଆବଶ୍ୟକତା ଥିବାରୁ ଅନୁଗୁଳ ପୌରପାଳିକା ପକ୍ଷରୁ ଚାରି ଗୋଟି କଲ୍ୟାଣ ମଣ୍ଡପ ନିର୍ମାଣ କରାଯିବାକୁ ନିଷ୍ପତ୍ତି ନିଆ…

Continue Readingଅନୁଗୁଳ ଟାଉନରେ ହେବ ୪ ନୂଆଁ କଲ୍ୟାଣ ମଣ୍ଡପ

ସ୍ୱାୟତ୍ତ ଶାସନ ଦିବସ ପାଇଁ ପ୍ରତିଯୋଗିତା

ଅନୁଗୁଳ: ସ୍ୱାୟତ୍ତ ଶାସନ ଦିବସ ୨୦୨୨ ପାଇଁ ଅନୁଗୁଳ ପୌରପାଳିକା ପକ୍ଷରୁ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହେଉଛି। ପୌରପାଳିକା ମଧ୍ୟରେ ଥିବା ବିଭିନ୍ନ ସ୍କୁଲ ଛାତ୍ର ଛାତ୍ରୀଙ୍କୁ ନେଇ ଏହି ପ୍ରତିଯୋଗିତା କରାଯିବ। ଏହି କ୍ରମରେ ଚଳିତ ୨୪ ତାରିଖ ଦିନ…

Continue Readingସ୍ୱାୟତ୍ତ ଶାସନ ଦିବସ ପାଇଁ ପ୍ରତିଯୋଗିତା

ଉଠା ଫଳ ଦୋକାନୀଙ୍କୁ ହଟାଇଲା ପୌରପାଳିକା

ଅନୁଗୁଳ:ଦୀର୍ଘଦିନ ଧରି ଉଠା ଫଳ ଦୋକାନୀଙ୍କ ବିରୁଦ୍ଧରେ ଅଭିଯୋଗ ହେବା ପରେ ଅନୁଗୁଳ ପୌରପାଳିକା ପକ୍ଷରୁ ଆଜି ସେମାନଙ୍କୁ ହଟାଇ ଦିଆଯାଇଛି। ଅନୁଗୁଳ ପୋଷ୍ଟ ଅଫିସ ସାମନା, ବସ ଷ୍ଟାଣ୍ଡ ଭିତରେ ଏବଂ ବାଳିକା ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ଠେଲାରେ ବିକୁଥିବା…

Continue Readingଉଠା ଫଳ ଦୋକାନୀଙ୍କୁ ହଟାଇଲା ପୌରପାଳିକା

ପୌରପାଳିକା ବୈଠକ,ଖର୍ଚ୍ଚ ଦାବିକୁ ନେଇ ହଟ୍ଟଗୋଳ

ଅନୁଗୁଳ: ଅନୁଗୁଳ ପୌରପାଳିକା ସଭା କକ୍ଷରେ ଚଳିତ ବର୍ଷର ଦ୍ଵିତୀୟ ବୈଠକ ଆୟୋଜିତ ହୋଇଯାଇଛି। ପୌରଧକ୍ଷ ଅକ୍ଷୟ ସାମନ୍ତଙ୍କ ସଭାପତିତ୍ବରେ ଆୟୋଜିତ ଏହି ବୈଠକରେ ସମସ୍ତ କାଉନସିଲର, ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ ଏବଂ ଅନ୍ୟ ପଦସ୍ଥ ପୋୖର ଅଧିକାରୀ…

Continue Readingପୌରପାଳିକା ବୈଠକ,ଖର୍ଚ୍ଚ ଦାବିକୁ ନେଇ ହଟ୍ଟଗୋଳ

ବସ୍ତିର ବିଭିନ୍ନ ସମସ୍ୟାର ତୁରନ୍ତ ସମାଧାନ ପାଇଁ ପୌରପାଳିକାଙ୍କୁ ଦାବି

ଅନୁଗୁଳ: ସ୍ଥାନୀୟ ୧୯ ନମ୍ବର ୱାର୍ଡ ନିକଟସ୍ଥ ବସ୍ତିର ବିଭିନ୍ନ ସମ୍ପର୍କରେ ଆଜି ପୌରପାଳିକାର ଅଧିକାରୀଙ୍କୁ ଅଭିଯୋଗ କରିଛନ୍ତି ବସ୍ତି ବାସିନ୍ଦା। କାଉନସିଲର ବଳରାମ ଜେନାଙ୍କ ନେତୃତ୍ୱରେ ସେମାନେ ଦାବିପତ୍ର ପ୍ରଦାନ କରିଛନ୍ତି। ବସ୍ତି ବାସିନ୍ଦାଙ୍କ ଅଭିଯୋଗ ମୁତାବକ, ଜାଗା ମିଶନରେ…

Continue Readingବସ୍ତିର ବିଭିନ୍ନ ସମସ୍ୟାର ତୁରନ୍ତ ସମାଧାନ ପାଇଁ ପୌରପାଳିକାଙ୍କୁ ଦାବି

ପୌରପାଳିକା ଗୋଷ୍ଠୀ ସଂଗଠକ ବଦଳିଲେ

ଅନୁଗୁଳ: ଦୀର୍ଘ ବର୍ଷ ଧରି ଅନୁଗୁଳ ପୌର ପାଳିକାର ସିଓ ବା ଗୋଷ୍ଠୀ ସଂଗଠକ ଭାବେ କାର୍ଯ୍ୟ କରି ଆସୁଥିବା ସତ୍ୟପ୍ରକାଶ ତ୍ରିପାଠୀଙ୍କ କଟକ ମ୍ୟୁନିସିପାଲ କର୍ପୋରେସନକୁ ବଦଳି କରାଯାଇଥିବା ବେଳେ ଖଡ଼ିଆଳ ସିଓ ସଂଯୁକ୍ତା ପଣ୍ଡାଙ୍କୁ ଅନୁଗୁଳ ବଦଳି କରାଯାଇଛି…

Continue Readingପୌରପାଳିକା ଗୋଷ୍ଠୀ ସଂଗଠକ ବଦଳିଲେ

ଇଏସ୍‌ଏସ୍‌ଏଲ୍‌କୁ ଦିଶୁନି ଦିନ ଆଲୁଅ ରାତି ଅନ୍ଧାର

ଅନୁଗୁଳ: ଅନୁଗୁଳ ପୌର ପାଳିକାର ରାସ୍ତା ଆଲୁଅ ପରିଚାଳନା ଇଏସ୍‌ଏସ୍ଏଲ୍ କମ୍ପାନୀକୁ ଦିଆଯାଇଛି। ପୋୖରପାଳିକା କର୍ମଚାରୀ ଗୋଟେ କମ୍ପ୍ଲେନ ରେଜିଷ୍ଟ୍ରର ଧରି କେବଳ ଅଫିସରେ ବସୁଛନ୍ତି। ଯେତେ ଯିଏ ଅଭିଯୋଗ କଲେବି ନା ଠିକା କମ୍ପାନୀ ନା ପୌରପାଳିକା କେହି ଶୁଣୁଛନ୍ତି।…

Continue Readingଇଏସ୍‌ଏସ୍‌ଏଲ୍‌କୁ ଦିଶୁନି ଦିନ ଆଲୁଅ ରାତି ଅନ୍ଧାର