୧୯ ନ˚ ୱାର୍ଡ: ବଳରାମ ଜେନାଙ୍କୁ ମିଳୁଛି ଅଧିକ ସମର୍ଥନ

ଅନୁଗୁଳ: ପୌର ନିର୍ବାଚନ ସରିବାକୁ ଆଉ ମାତ୍ର ୩ ଦିନ ବାକି ରହିଥିବା ବେଳେ ପ୍ରାର୍ଥୀମାନେ ସେମାନଙ୍କ ପ୍ରଚାରକୁ ଜୋରଦାର କରିଛନ୍ତି। ଏଭଳି ସ୍ଥିତିରେ ଅନୁଗୁଳ ପୌରପରିଷଦର ୧୯ ନ˚ ୱାର୍ଡ ବିଜେଡି ପ୍ରାର୍ଥୀ ବଳରାମ ଜେନାଙ୍କ ପ୍ରତି ଭୋଟରଙ୍କ ଅଧିକ…

Continue Reading୧୯ ନ˚ ୱାର୍ଡ: ବଳରାମ ଜେନାଙ୍କୁ ମିଳୁଛି ଅଧିକ ସମର୍ଥନ

ୱାର୍ଡ ୭: ଦଳୀୟ ପ୍ରାର୍ଥୀଙ୍କ ଉପରେ ଭାରି ପଡ଼ିବେ ଦିଲ୍ଲୀପ

ଅନୁଗୁଳ: ଚଳିତ ପୌର ନିର୍ବାଚନ ପାଇଁ ହାତରେ ଏକ ସପ୍ତାହରୁ କମ୍‌ ସମୟ ଥିବାବେଳେ ପ୍ରାର୍ଥୀମାନେ ଜନସମର୍ଥନ ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଛନ୍ତି। ବ୍ୟାନର, ପୋଷ୍ଟର, ପୁସି˚ କାର୍ଡ ସାଙ୍ଗକୁ ଘରକୁ ଘର ବୁଲି ପ୍ରାର୍ଥୀମାନେ ପ୍ରଚାର ଚଳାଉଛନ୍ତି। ଏ…

Continue Readingୱାର୍ଡ ୭: ଦଳୀୟ ପ୍ରାର୍ଥୀଙ୍କ ଉପରେ ଭାରି ପଡ଼ିବେ ଦିଲ୍ଲୀପ

ବିଜୟୀ ହେଲେ ଏକ ନୂଆ ଅନୁଗୁଳ ଗଠନ କରିବି:ଅକ୍ଷୟ ସାମନ୍ତ

ଅନୁଗୁଳ: ନବୀନ ବାବୁଙ୍କ ନୀତି ଆଦର୍ଶ ମୋତେ ପ୍ରଭାବିତ କଲା। ତେଣୁ ମୁଁ ବିଜେଡିରେ ମିଶିଲି,ଚଳିତ ପୌର ନିର୍ବାଚନରେ ବିଜୟୀ ହୋଇ ନଗରପାଳ ହେଲେ ଏକ ସବୁଜ ସମୃଦ୍ଧ ନୂଆ ଅନୁଗୁଳ ଗଠନ କରିବି। ସ୍ଥାନୀୟ ଏକ ହୋଟେଲରେ ସାମ୍ବାଦିକ ସମ୍ମିଳନୀ…

Continue Readingବିଜୟୀ ହେଲେ ଏକ ନୂଆ ଅନୁଗୁଳ ଗଠନ କରିବି:ଅକ୍ଷୟ ସାମନ୍ତ

ସରକାରୀ ଜାଗାରୁ ହଟିଲା ହୋର୍ଡ଼ିଂ

ଅନୁଗୁଳ: ନେତା ହେଲେ କଣ ହେବ ନିର୍ବାଚନ ବେଳେ ଆଇନ କଣ କହୁଚି ତାହା ଅନେକଙ୍କୁ ଜଣା ନଥାଏ।ଏଥିପାଇଁ ସେମାନଙ୍କୁ ହଟହଟା ହେବାକୁ ପଡ଼ିଥାଏ। ମଙ୍ଗଳବାର ଅନୁଗୁଳ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁଲିସ ସହାୟତାରେ ସହର ମଧ୍ୟରେ ଥିବା ସରକାରୀ ଯାଗା…

Continue Readingସରକାରୀ ଜାଗାରୁ ହଟିଲା ହୋର୍ଡ଼ିଂ

କାଏମ ରହିଲା ସବୁ ନାମାଙ୍କନ

ଅନୁଗୁଳ: ପୌର ଭୋଟ ପାଇଁ ବୁଧବାର ନାମାଙ୍କନ ପତ୍ର ଯାଞ୍ଚ ଶେଷ ହୋଇଛି। ଅନୁଗୁଳ ପୌରପାଳିକା ପାଇଁ ନିର୍ବାଚନ ଅଧିକାରୀ ଥିବା ଅନୁଗୁଳ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଯାଞ୍ଚ କରାଯାଇଥିଲାବେଳେ ସମସ୍ତ ନାମାଙ୍କନ କାଏମ ରହିଛି। ଗୋଟିଏ ହେଲେ ବି…

Continue Readingକାଏମ ରହିଲା ସବୁ ନାମାଙ୍କନ

ଏନ୍ଓସି ନାଁ ରେ ୭ ଲକ୍ଷ ହୋଲ୍ଡିଂ ଟିକସ ଆଦାୟ

ଅନୁଗୁଳ: ଏବେ ପୌର ନିର୍ବାଚନ ପ୍ରକ୍ରିୟା ଚାଲୁ ରହିଛି। କାଉନସିଲର ଓ ନଗରପାଳ ପଦରେ ବସିବା ପାଇଁ ନେତାଙ୍କ କସରତ ଦେଖି ସାଧାରଣଲୋକଙ୍କ ମୁଣ୍ଡ ଚକ୍କର କାଟିଲାଣି। କିଏ କେଉଁ ଉଦ୍ଦେଶ୍ୟରେ ଗାଦି ଚାହୁଁଚି ତାହା ବୁଝିବା ବଡ଼ ମୁସ୍କିଲ। କିଏ…

Continue Readingଏନ୍ଓସି ନାଁ ରେ ୭ ଲକ୍ଷ ହୋଲ୍ଡିଂ ଟିକସ ଆଦାୟ

ଅନୁଗୁଳ ପୌରାଧ୍ୟକ୍ଷ ପାଇଁ ୧୧ ଓ କାଉଁସିଲର ପାଇଁ ୮୦ ପ୍ରାର୍ଥୀପତ୍ର ଦାଖଲ

ଅନୁଗୁଳ: ଅନୁଗୁଳ ପୌର ପରିଷଦ ନିର୍ବାଚନ ପାଇଁ ସୋମବାର ପ୍ରାର୍ଥୀପତ୍ର ଦାଖଲ ଶେଷ ହୋଇଛି। ଶେଷ ଦିନରେ କାଉଁସିଲର ପାଇଁ ୫୮ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଏହାକୁ ମିଶାଇ ମୋଟ ୮୦ ଜଣ କାଉଁସିଲ ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।…

Continue Readingଅନୁଗୁଳ ପୌରାଧ୍ୟକ୍ଷ ପାଇଁ ୧୧ ଓ କାଉଁସିଲର ପାଇଁ ୮୦ ପ୍ରାର୍ଥୀପତ୍ର ଦାଖଲ

ରାଜ୍ୟ ପୌର ନିର୍ବାଚନରେ ପ୍ରାର୍ଥୀଙ୍କ ଖର୍ଚ୍ଚ ବିବରଣୀ ପ୍ରକାଶ

ଅନୁଗୁଳ: ପୌର ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି। ଓଡିଶା ମ୍ୟୁନିସିପାଲ ଆଇନ ୧୯୫୦ର ଧାରା ୧୭(କ) ଓ ଓଡିଶା ପୌର ନିର୍ବାଚନ ୨୦୦୩ର ଧାରା ୮୨ ଅନୁଯାୟୀ ପ୍ରତ୍ୟେକ ପ୍ରାର୍ଥୀ ମନୋନିତ ହେବା ଠାରୁ…

Continue Readingରାଜ୍ୟ ପୌର ନିର୍ବାଚନରେ ପ୍ରାର୍ଥୀଙ୍କ ଖର୍ଚ୍ଚ ବିବରଣୀ ପ୍ରକାଶ

ପୌର ନିର୍ବାଚନ ପାଇଁ ସାନି ସଂରକ୍ଷଣ ଚିଠା ତାଲିକା

ଅନୁଗୁଳ: ଆଗାମୀ ପୌର ନିର୍ବାଚନ ପାଇଁ ଅନୁଗୁଳ ପୌରାଞ୍ଚଳର ସାନି ସଂରକ୍ଷଣ ଚିଠା ତାଲିକା ସୋମବାର ପ୍ରକାଶ ପାଇଛି । ମୂଳ ତାଲିକାରେ ଥିବା ୫ଟି ଆସନ ଯଥାକ୍ରମେ ପଛୁଆବର୍ଗ ଓ ପଛୁଆବର୍ଗ(ମହିଳା)ଙ୍କ ପାଇଁ ସଂରକ୍ଷିତ ରହିଥିବା ବେଳେ ସାନି ତାଲିକାରେ…

Continue Readingପୌର ନିର୍ବାଚନ ପାଇଁ ସାନି ସଂରକ୍ଷଣ ଚିଠା ତାଲିକା