Browsing Tag

Nalco Angul

ନାଲକୋ ପକ୍ଷରୁ ପାର୍ଶ୍ବବର୍ତ୍ତି ଗାଁ ଲୋକଙ୍କୁ ଚାରା ବଣ୍ଟନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ପକ୍ଷରୁ ପାର୍ଶ୍ବବର୍ତ୍ତି ଗାଁ ଲୋକମାନଙ୍କୁ ଚାରାବଣ୍ଟନ କରାଯାଇଛି। ପ୍ରାୟ ୨୦ ହଜର ବିଭିନ୍ନ ପ୍ରକାରର ଫଳ ଓ ଅନ୍ୟାନ୍ୟ ଚାରା ବଣ୍ଟନ କରାଯାଇଛି। ସେହିପରି ନାଲକୋ ପ୍ଲାଣ୍ଟ ପ୍ରସାଶନିକ…
Read More...

ଆମ୍ବୁଲାନ୍ସରୁ କାଚ ଭାଙ୍ଗି ଆହତ ଯୁବକ ଛୁ’

ଅନୁଗୁଳ: ଶନିବାର ପୂର୍ବାହ୍ନରେ ନାଲ୍‌କୋ ଥାନା କୁଲାଡ଼ ବ୍ରାହ୍ମଣୀଦେଈ ମନ୍ଦିର ନିକଟରେ ଏକ ରୋଚକ ଘଟଣା ଦେଖିବାକୁ ମିଳିଛି। ଟାଟା ଭୂଷଣ କାରଖାନାରୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର ହେଉଥିବା ଜଣେ ରୋଗୀ…
Read More...

ମାଛ ଧରାଳିଙ୍କ ଘରୁ ଚୋରି

ଅନୁଗୁଳ: ନାଲ୍‌କୋ ଥାନା ସିପିପି ରାସ୍ତାରେ ଭଡ଼ାରେ ରହୁଥିବା ମାଛ ଧରାଳି ପ୍ରମୋଦ ମାଝୀଙ୍କ ଘରୁ  ଚୋରି ହୋଇଛି। ନଗଦ ୭୦ ହଜାର ଟଙ୍କା ସହ ୪ଟି ମୋବାଇଲ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ପୁଲିସ ଘଟଣାସ୍ଥଳରେ…
Read More...

ପ୍ଲେ ସ୍କୁଲରୁ ଚୋରି

ଅନୁଗୁଳ: ନାଲ୍‌କୋ ଥାନା ଗିରାଙ୍ଗ ଛକ ନିକଟରେ ଥିବା ଲିଟିଲଚାମ୍ପ ପ୍ଲେ ସ୍କୁଲରୁ ଶୁକ୍ରବାର ରାତିରେ ଚୋରି ହୋଇଛି । ରାତିରେ ଅଫିସ୍ କବାଟ ଭାଙ୍ଗି କେହି ଦୁର୍ବୃତ୍ତ ଟିଭି ଉଠାଇ ନେଇଥିବା ସ୍କୁଲ ଅଧ୍ୟକ୍ଷା ଗାୟତ୍ରୀ…
Read More...

ବାଇକ୍ ପୋଡ଼ି, ଯୁବକ ଗିରଫ

ଅନୁଗୁଳ: ଜମିଜମା ବିବାଦରୁ ପ୍ରତିଶୋଧପରାୟଣ ହୋଇ ପ୍ରତିପକ୍ଷଙ୍କ ଗାଡ଼ି ପୋଡ଼ିଦେବା ଅଭିଯୋଗରେ ନାଲ୍‌କୋ ଥାନା କନ୍ୟାବେଡ଼ା ଗ୍ରାମର ମୁନା ବେହେରା (୨୫)ଙ୍କୁ ପୁଲିସ ଗିରଫ କରିଛି। ଶୁକ୍ରବାର ତାଙ୍କୁ କୋର୍ଟଚାଲାଣ କରାଯାଇଛି…
Read More...

ନାଲ୍‌କୋ ସିଏମ୍‌ଡିଙ୍କ ନିକଟରେ ଅଫିସର ସଂଘର ଦାବି

ଅନୁଗୁଳ: ନାଲ୍‌କୋରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ଓ ଅଧିକାରୀଙ୍କ ସମେତ ସେମାନଙ୍କ ପରିବାରବର୍ଗଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ କରୋନା ଟିକା ଦିଆଯାଉ । କରୋନାରେ ୩୫୦ରୁ ଅଧିକ କର୍ମଚାରୀ ସଂକ୍ରମିତ ହୋଇ ବିଭିନ୍ନ…
Read More...

କୋଭିଡ୍ କଟକଣା ଉଲ୍ଲଙ୍ଘନ, ମିଠା ଦୋକାନ ସିଲ୍

ଅନୁଗୁଳ: କରୋନା କଟକଣା ଉଲଂଘନ ନେଇ ନାଲ୍‌କୋ ଥାନା କାଣ୍ଡସରସ୍ଥିତ ଏକ ମିଠା ଦୋକାନ ସିଲ୍‌ କରିଦେଇଛି ପୁଲିସ । ସପ୍ତାହାନ୍ତ ସଟ୍‌ଡାଉନ୍ ବେଳେ ବି ଦୋକାନ ଖୋଲାଯିବା ନେଇ ନାଲ୍‌କୋ ପୁଲିସ ତାଙ୍କୁ ତାଗିଦ୍ କରିଥିଲା। ପୁଲିସ…
Read More...

ବାଇକ୍ ଚୋରି କରି ଦୁଇ ଗିରଫ, ଶିଳ୍ପସଂସ୍ଥାରେ ଥିଲେ ସୁରକ୍ଷାକର୍ମୀ, ତଡ଼ା ଖାଇଥିଲେ

ଅନୁଗୁଳ: ବଅଁରପାଳ ବ୍ଲକ୍‌ ତଥା ନାଲ୍‌କୋ ଥାନା କାଣ୍ଡସର ରୁଗୁଡ଼ିସାହିର ଶଙ୍କର ବେହେରାଙ୍କ ମଟର ସାଇକେଲ୍ (ଓଡ଼ି୩୫ବି-୮୬୩୫) ଚୋରି ଅଭିଯୋଗରେ ପୁଲିସ ଦୁଇ ଜଣ ଅଣଓଡ଼ିଆ ଯୁବକଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ଚୋରି ମଟର…
Read More...

କରୋନା ପାଇଁ ନାଲ୍‌କୋ ପକ୍ଷରୁ ହେଲ୍ପଲାଇନ୍ ଜାରି

ଅନୁଗୁଳ: କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମୁତାବକ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଓ ନାଲ୍‌କୋ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଛି। ନାଲ୍‌କୋନଗରରେ  ୨୪ ଘଣ୍ଟିଆ କୋଭିଡ୍ କଲ୍‌ସେଣ୍ଟର ଓ…
Read More...

ଟିକା ନେଇଥିବା ୩ ସ୍ବାସ୍ଥ୍ୟକର୍ମୀ ସଂକ୍ରମିତ

ଅନୁଗୁଳ: କରୋନା ଟିକା ନେଇ ମଧ୍ୟ ନାଲ୍‌କୋ ଡାକ୍ତରଖାନାର ୩ ଜଣ ସ୍ବାସ୍ଥ୍ୟକର୍ମୀ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ନାଲକୋ ଡାକ୍ତରଖାନାର ଜଣେ ଡାକ୍ତର ଗତ ଏପ୍ରିଲ ମାସରେ ୨ୟ ଡୋଜ୍…
Read More...
error: Content is protected !!