ଅନୁଗୁଳ: ନାଲକୋର ଘରୋଇକରଣ ନେଇ ବିବାଦ ଲାଗି ରହିଥିବାବେଳେ ଢେଙ୍କାନାଳ ସାଂସଦ ମହେଶ ସାହୁ ଗୁରୁବାର ଲୋକସଭାରେ ଏ ସମ୍ପର୍କରେ ପ୍ରଶ୍ନ ଉଠାଇଛନ୍ତି। ସାଂସଦ ଶ୍ରୀ ସାହୁ କେନ୍ଦ୍ର ଅର୍ଥ ଏବଂ ଖଣି ମନ୍ତ୍ରୀ ଉଦ୍ଦେଶ୍ୟରେ ପ୍ରଶ୍ନ କରିଛନ୍ତି କି ନାଲକୋ ଏକ ନବରତ୍ନ କମ୍ପାନୀ।ଓଡ଼ିଶାରେ ଏହି କମ୍ପାନୀ ପ୍ରତ୍ୟକ୍ଷ ଭାବେ ୬ହଜାର ଲୋକଙ୍କୁ ନିଯୁକ୍ତି ଦେଇଥିବାବେଳେ ପରୋକ୍ଷ ଭାବେ କେତେ ହଜାର ଲୋକଙ୍କ ମୁହଁରେ ହସ ଫୁଟାଇଛି। କମ୍ପାନୀରେ ପରିଚାଳନାଗତ ଅବ୍ୟବସ୍ଥା ନେଇ କେନ୍ଦ୍ର ଏହି କମ୍ପାନୀରୁ ପୁଞ୍ଜି ପ୍ରତ୍ୟାହାର କରିବାକୁ ଚାହୁଁଚି।ଓଡ଼ିଶା ବାସୀ ଏହି ପୁଞ୍ଜି ପ୍ରତ୍ୟାହାରକୁ ବିରୋଧ କରନ୍ତି।ତେଣୁ କେନ୍ଦ୍ର ସରକାର ତୁରନ୍ତ ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ସାଂସଦ ମହେଶ ସାହୁ ପ୍ରଶ୍ନ ଉଠାଇଛନ୍ତି ।
ନାଲକୋ ଘରୋଇକରଣ ନେଇ ପ୍ରଶ୍ନ କଲେ ମହେଶ ସାହୁ
- Post published:February 3, 2022
- Post category:ମୁଖ୍ୟ ଖବର
- Post comments:1 Comment
- Post author:Biswaranjan Pattnaik
You Might Also Like
କର୍ମଚାରୀଙ୍କୁ କଲବଲ କରୁଛି ଟାଟା ପାୱାର କମ୍ପାନୀ: ବିରୋଧ କରି ଓଡିଶା ପାୱାର ଏମ୍ପଲୟ ୟୁନିଅନ୍ ପକ୍ଷରୁ ୧୧ ଦଫା ଦାବି ପତ୍ର ପ୍ରଦାନ
ଥାନା ପରିଦର୍ଶନ କଲେ ଅନୁଗୁଳ କଲେଜ ଛାତ୍ରଛାତ୍ରୀ; ପୋଲିସ କାର୍ଯ୍ୟପ୍ରଣାଳୀ ଜାଣିଲେ, ଦୂର ହେଲା ଭୟ ଓ ଦ୍ୱନ୍ଦ୍ୱ






Only politics for creating votebank, your area road conditions very bad still now u can’t solve it .