ବ୍ରାଉନ୍‌ସୁଗର ଜବତ, ଯୁବକ ଗିରଫ

ଅନୁଗୁଳ: ଅନୁଗୁଳ ସହର ଓ ଏହାର ଉପକଣ୍ଠରେ ଥମିବାର ନାଁ ନେଉନି ବେଆଇନ୍ ବ୍ରାଉନ୍‌ସୁଗର କାରବାର। ଏହି ମାରାତ୍ମକ ନିଶା ଏବେ ଗଳିକନ୍ଦିରେ ମିଳୁଛି । ଶନିବାର ପୂର୍ବାହ୍ନରେ ନାଲ୍‌କୋ ଥାନା ପୁଲିସ୍‌ ଚଢ଼ାଉ କରି ୪ ଗ୍ରାମ ବ୍ରାଉନ୍‌ସୁଗର ଜବତ…

Continue Readingବ୍ରାଉନ୍‌ସୁଗର ଜବତ, ଯୁବକ ଗିରଫ

ନାଲକୋନଗରରେ ବସନ୍ତ କବିତା ପାଠୋତ୍ସବ

ଅନୁଗୁଳୁ: ନାଲକୋ ସରସ୍ଵତୀ ବିଦ୍ୟାମନ୍ଦିରରେ ସରସ୍ବତୀ ସାହିତ୍ୟ ସଂସଦ ଆନୁକୂଲ୍ୟରେ ‘ବସନ୍ତ କବିତା ପାଠୋତ୍ସବ’ ଅନୁଷ୍ଠିତ ହୋଇଥିଲା । ଉତ୍ସବରେ ମୁଖ୍ୟ ଅତିଥି ଭାବେ ନାଲ୍‌କୋ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କ ଧର୍ମପତ୍ନୀ ପୁଷ୍ପମିତ୍ରା ଚୌଧୁରୀ, ସମ୍ମାନୀତ ଅତିଥି ନାଲକୋ ମହାପ୍ରବନ୍ଧକ (ପ୍ରଶାସନ)ଙ୍କ ଧର୍ମପତ୍ନୀ…

Continue Readingନାଲକୋନଗରରେ ବସନ୍ତ କବିତା ପାଠୋତ୍ସବ

ନାଲ୍‌କୋ ତରଫରୁ ପାରିପାର୍ଶିକ ହାଇସ୍କୁଲ୍‌ର ଛାତ୍ରଛାତ୍ରୀଙ୍କୁ ମେଧା ପୁରସ୍କାର ପ୍ରଦାନ

ଅନୁଗୁଳୁ: ନାଲ୍‌କୋ ସ୍ମେଲଟର ଓ ପାୱାର କମ୍ପ୍ଲେକ୍ସ ଅନୁଗୁଳ ତରଫରୁ ପାରିପାର୍ଶ୍ବିକ ଅଞ୍ଚଳର ଉଚ୍ଚ ବିଦ୍ୟାଳୟର ୨୬ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ମେଧା ପୁରସ୍କାର ପ୍ରଦାନ କରାଯାଇଛି। ୨୦୧୯-୨୦ ଶିକ୍ଷା ବର୍ଷରେ ଦଶମ ଶ୍ରେଣୀ ପରୀକ୍ଷାରେ ଏହି ୨୬ ଜଣ ଛାତ୍ରଛାତ୍ରୀ…

Continue Readingନାଲ୍‌କୋ ତରଫରୁ ପାରିପାର୍ଶିକ ହାଇସ୍କୁଲ୍‌ର ଛାତ୍ରଛାତ୍ରୀଙ୍କୁ ମେଧା ପୁରସ୍କାର ପ୍ରଦାନ

ଗୋପୀନାଥପୁର ଆମ୍ବତୋଟାରୁ ଦରପୋଡ଼ା ମୃତଦେହ ଜବତ

ଅନୁଗୁଳ: ନାଲକୋନଗର ଥାନା ଗୋପିନାଥପୁର ଗାଁ ପାଖ ଆମ୍ବତୋଟାରୁ ଏକ ଗଳିତ ମୃତଦେହ ପୁଲିସ୍ ଜବତ କରିଛି। ତାଙ୍କ ଘର ଆଠମଲ୍ଳିକ ଥାନା ଇଲାକାରେ, ସେ କିନ୍ତୁ ନାଲକୋ ମୁଣ୍ଡା ହଟିଂରେ ତେଜରାତି ଦୋକାନ କରି ଗୁଜୁରାଣ ମେଣ୍ଟାଉଥିଲେ। ଗତ ୧୯…

Continue Readingଗୋପୀନାଥପୁର ଆମ୍ବତୋଟାରୁ ଦରପୋଡ଼ା ମୃତଦେହ ଜବତ

ମହିଳାଙ୍କଠୁ ଝାମ୍ପିନେଲେ ଚେନ୍

ଅନୁଗୁଳ: ନାଲକୋନଗର ଥାନା ଅଞ୍ଚଳର ରାସ୍ତା ଆଉ ନିରାପଦ ହୋଇରହିନାହିଁ ।ଗୁରୁବାର ମଧ୍ୟାହ୍ନରେ ଜଣେ ସ୍କୁଟର ଆରୋହୀ ମହିଳାଙ୍କଠାରୁ ଦୁର୍ବୃତ୍ତ ଏକ ସୁନା ଚେନ୍ ଝାମ୍ପିନେବା ଘଟଣାରୁ ଏହା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଗିରାଙ୍ଗ ଗାଁର ସୁପ୍ରଭା ଗଡ଼ନାୟକ ଦିନ ପ୍ରାୟ…

Continue Readingମହିଳାଙ୍କଠୁ ଝାମ୍ପିନେଲେ ଚେନ୍

ଡକାୟତି ଯୋଜନା ବିଫଳ, ଯୋଜନା କରୁଥିବା ବେଳେ କାବୁ କଲା ପୁଲିସ୍

ଅନୁଗୁଳ: ବିଳମ୍ବିତ ରାତିରେ ଲୁଟ୍‌ପାଟ୍‌ କରି ଆତଙ୍କ ଖେଳାଇବାକୁ ଯୋଜନା ଚଳାଇଥିବା ଏକ ଡକାୟତ ଗ୍ୟାଙ୍ଗକୁ କାବୁ କରିଛି ନାଲ୍‌କୋନଗର ଥାନା ପୁଲିସ୍‌। ସୋମବାର ବିଳମ୍ବିତ ରାତିରେ ଡକାୟତି ଯୋଜନା କରୁଥିବା ଏହି ଲୁଟେରା ଗ୍ୟାଙ୍ଗର ୫ ଜଣ ଅଭିଯୁକ୍ତକୁ ପାଟ୍ରୋଲି˚…

Continue Readingଡକାୟତି ଯୋଜନା ବିଫଳ, ଯୋଜନା କରୁଥିବା ବେଳେ କାବୁ କଲା ପୁଲିସ୍

ନାଲକୋ ପ୍ଲାଣ୍ଟର ଉତ୍ପାଦନ କ୍ଷମତା ବାର୍ଷିକ ୧ ମିଲିୟନ ଟନ୍ ବୃଦ୍ଧି ହେଉ: ଧର୍ମେନ୍ଦ୍ର ପ୍ରଧାନ

ଅନୁଗୁଳ: ଅନୁଗୁଳ ନ୍ୟାସନାଲ ଆଲୁମିନିୟମ କମ୍ପାନି (ନାଲକୋ)ର ଆଲୁମିନିୟମ ଉତ୍ପାଦନ କ୍ଷମତା ବାର୍ଷିକ ୧ ମିଲିୟନ ଟନକୁ ବୃଦ୍ଧି କରାଯାଉ ବୋଲି ପ୍ରକାଶ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସୂଚନା ଅନୁଯାୟୀ କେନ୍ଦ୍ର ଖଣି, କୋଇଲା ଓ ସଂସଦ ବ୍ୟାପାର…

Continue Readingନାଲକୋ ପ୍ଲାଣ୍ଟର ଉତ୍ପାଦନ କ୍ଷମତା ବାର୍ଷିକ ୧ ମିଲିୟନ ଟନ୍ ବୃଦ୍ଧି ହେଉ: ଧର୍ମେନ୍ଦ୍ର ପ୍ରଧାନ

ଅନୁଗୁଳରେ ବନ୍ଦ, ଗଡିଲାନି ଚକ

ଅନୁଗୁଳ: ମୋଦି ସରକାରଙ୍କ ଶ୍ରମିକ, କୃଷକ ଓ ଜନ ବିରୋଧୀ ନୀତି ବିରୋଧରେ ୨୬ ନଭେମ୍ବରରେ ଆୟୋଜିତ ଦେଶବ୍ୟାପୀ ଧର୍ମଘଟ ସଫଳ ହୋଇଛି। ଅନୁଗୁଳରେ ଏହି ବନ୍ଦକୁ ବେଶ୍‌ ସମର୍ଥନ ମିଳିଥିବା ଦେଖିବାକୁ ମିଳିଥିଲା। ଶ୍ରମ କୋଡ୍‌କୁ ପ୍ରତ୍ୟାହାର, କୃଷକ ଆଇନକୁ…

Continue Readingଅନୁଗୁଳରେ ବନ୍ଦ, ଗଡିଲାନି ଚକ

ଟ୍ରେନ ଧକ୍କାରେ ମହିଳା ମୃତ୍ୟୁ

ଅନୁଗୁଳ: ବୁଧବାର ସକାଳ ସମୟରେ ନାଲକୋ ଥାନା ବଳରାମ ପ୍ରସାଦଠାରେ ଟ୍ରେନ ଲାଇନରେ କଟି ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି। ମୃତ ମହିଳା ଜଣଙ୍କ ହେଉଛନ୍ତି ଟିକନ ରାଉତଙ୍କ ସ୍ତ୍ରୀ ଗୀତାଞ୍ଜଳି ରାଉତ। ମହିଳା ଜଣକ କେଉଁ ପରିସ୍ଥିତିରେ ଟ୍ରେନ୍ ଲାଇନକୁ…

Continue Readingଟ୍ରେନ ଧକ୍କାରେ ମହିଳା ମୃତ୍ୟୁ

ନାଲକୋ ପ୍ଲାଣ୍ଟରେ ଦୁର୍ଘଟଣା

ଅନୁଗୁଳ: ନାଲକୋ ସ୍ମେଲଟର ପ୍ଲାଣ୍ଟରେ ଏକ ଅଘଟଣ ଘଟି ଜଣେ ଠିକା ଶ୍ରମିକଙ୍କର ଶୋଚନୀୟ ମୃତ୍ୟୁ ହୋଇଛି। ମୃତକ ତୁଳସୀପାଳ ଗ୍ରାମର ଅକ୍ଷୟ ଦେହୁରୀ ବୋଲି ଜଣା ପଡିଛି। ସେ କାରଖାନାରେ ସିଟ ଛପର କରୁଥିବା ବେଳେ ତଳକୁ ଖସି ପଡ଼ିଥିଲେ।…

Continue Readingନାଲକୋ ପ୍ଲାଣ୍ଟରେ ଦୁର୍ଘଟଣା