ନାଲକୋ ପକ୍ଷରୁ ୩ଟି ନୂଆ ଏମଏଚୟୁ ଗାଡ଼ି ସେବା ଆରମ୍ଭ, ୪୪ ଗାଁରେ ରୋଗୀଙ୍କର କରିବ ସ୍ୱାସ୍ଥ୍ୟ ପରୀକ୍ଷା ଓ ଦେବ ଔଷଧ
ଅନୁଗୁଳ : ନାଲକୋ ପକ୍ଷରୁ ପାରିପାର୍ଶ୍ବିକ ୪୪ ଗାଁର ୬୬ଟି ସ୍ଥାନ ପାଇଁ ତିନିଟି ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ୟୁନିଟର ଶୁଭାରମ୍ଭ କରାଯାଇଛି। ମୁଖ୍ୟ ଅତିଥି ଭାବେ ନାଲକୋ ନିର୍ବାହୀ ନିର୍ଦ୍ଦେଶକ ଭୀମସେନ ପ୍ରଧାନ, ମାନବ ସମ୍ବଳ ପ୍ରବନ୍ଧକ ଏସ.ଏ ବାସୁ, ମାନବ…
