ପୁତୁରାକୁ ମାରି ପୋତିଦେଇଥିବା ନେଇ ଥାନାରେ ଅଭିଯୋଗ କଲେ କକା, ମାଟି ଖୋଳି ଶବ ବାହାର କଲା ପୋଲିସ
ଅନୁଗୁଳ: ଅନୁଗୁଳ ଜିଲ୍ଲା କାଣ୍ଡସର ଗାଁରେ ମଙ୍ଗଳବାର ପୁତୁରାର ମୃତ୍ୟୁ ହୋଇଥିବା ନେଇ ନାଲକୋ ଥାନାରେ ଅଭିଯୋଗ କରିଛନ୍ତି ସାନ କେରଜାଙ୍ଗର ଦାଦା ମିଲୁ ନାଏକ। ସୂଚନା ମୁତାବକ, ସାନ କେରଜାଙ୍ଗର ମିଲୁ ନାଏକଙ୍କ ବଡ଼ ଭାଇ ଦିଲ୍ଲୀପ ନାଏକ କାଣ୍ଡସରର…



