ପଛରୁ ଧକ୍‌କା ଦେଇ ମୋବାଇଲ୍ ଲୁଟିନେଲେ

ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ କାଣ୍ଡସର କେନାଲ ରାସ୍ତାରେ ବୁଧବାର ସକାଳେ ୪ ଜଣ ଯୁବକ ମୋବାଇଲ ଲୁଟ୍ କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ନାଲକୋ ତେନ୍ତଳା ହାର୍ଟିଂର ବାରିଆଲ ମୂର୍ମୁ ବାଇକରେ ଅନୁଗୁଳରୁ ଘରକୁ ଫେରୁଥିବା ସମୟରେ…

Continue Readingପଛରୁ ଧକ୍‌କା ଦେଇ ମୋବାଇଲ୍ ଲୁଟିନେଲେ

ଅନୁଗୁଳରେ ଆରମ୍ଭ ହେଲା ପ୍ରଥମ ଶିଶୁ ବନ୍ଧୁତ୍ୱପୂର୍ଣ୍ଣ ପୋଲିସ ଥାନା, ଆଭାଷୀରେ ଉଦଘାଟନ କଲେ ଗୃହ ମନ୍ତ୍ରୀ

ଅନୁଗୁଳ: ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ନାଲକୋ ପୋଲିସ ଷ୍ଟେସନରେ ଆଜି ଜିଲ୍ଲାର ପ୍ରଥମ ଶିଶୁ ବନ୍ଧୁତ୍ୱପୂର୍ଣ୍ଣ ପୋଲିସ ଥାନା ଉଦଘାଟିତ ହୋଇଛି। ଗୃହ ମନ୍ତ୍ରୀ ତୁଷାରକାନ୍ତି ବେହେରା ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହାର ଉଦଘାଟନ…

Continue Readingଅନୁଗୁଳରେ ଆରମ୍ଭ ହେଲା ପ୍ରଥମ ଶିଶୁ ବନ୍ଧୁତ୍ୱପୂର୍ଣ୍ଣ ପୋଲିସ ଥାନା, ଆଭାଷୀରେ ଉଦଘାଟନ କଲେ ଗୃହ ମନ୍ତ୍ରୀ

କୋଇଲା ସମସ୍ୟାର ସମାଧାନ ଓ ପରିବେଶ ମଞ୍ଜୁରୀ ସମେତ ବିଭିନ୍ନ ଦାବି ନେଇ ନିର୍ଦ୍ଦେଶକଙ୍କ ଦୃଷ୍ଟି ଆକର୍ଷଣ କଲା ଶ୍ରମିକ କଂଗ୍ରେସ

ଅନୁଗୁଳ: ନାଲକୋ ଶ୍ରମିକ କଂଗ୍ରେସ ୟୁନିୟନ୍ ତରଫରୁ ନାଲକୋର ବିଭିନ୍ନ ସମସ୍ୟା ଓ ସମାଧାନ ପାଇଁ ନାଲକୋ ସ୍ମେଲ୍ଟର୍ ଓ ପାୱାର କମ୍ପ୍ଲେକ୍ସ ପରିଦର୍ଶନରେ ଆସିଥିବା ନାଲକୋର ୬ ଜଣ ସ୍ବାଧୀନ ନିର୍ଦ୍ଦେଶକଙ୍କୁ ନିବେଦନ କରାଯାଇଛି। ନାଲକୋ ପରିଦର୍ଶନରେ ଆସିଥିବା ନିର୍ଦ୍ଦେଶକ…

Continue Readingକୋଇଲା ସମସ୍ୟାର ସମାଧାନ ଓ ପରିବେଶ ମଞ୍ଜୁରୀ ସମେତ ବିଭିନ୍ନ ଦାବି ନେଇ ନିର୍ଦ୍ଦେଶକଙ୍କ ଦୃଷ୍ଟି ଆକର୍ଷଣ କଲା ଶ୍ରମିକ କଂଗ୍ରେସ

ସ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣକରି ସ୍ବାମୀ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ କାଣ୍ଡସର ଗାଁର ଜଣେ ଯୁବକ ତାଙ୍କ ସ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି। ସୂଚନା ଯେ, ଗାଁର ଅନିଲ ସେଠୀ(୩୫) ବୁଧବାର ସକାଳେ ଅତ୍ୟଧିକ ମଦ୍ୟପାନକରି ସାମାନ୍ୟ କଥାରେ ତାଙ୍କ…

Continue Readingସ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣକରି ସ୍ବାମୀ ଗିରଫ

ବାଇକ୍ ଚୋରି ଅଭିଯୋଗ

ଅନୁଗୁଳ: ଅନୁଗୁଳ ଜିଲ୍ଶ ନାଲକୋ ଥାନା ଅନ୍ତର୍ଗତ କୁଲାଡ଼ ସେଣ୍ଟ୍ରାଲ ମାର୍କେଟ ନିକଟରୁ ଶନିବାର ରାତିରେ ଏକ ବାଇକ୍ ଚୋରି ହୋଇଛି। ସୂଚନା ଯେ, କୁଲାଡ଼ ଗାଁର ମହେଶ୍ବର ସାହୁ(୨୧) ଶନିବାର ରତିରେ ସେଣ୍ଟ୍ରାଲ ମାର୍କେଟକୁ ରାତିରେ ସଉଦା କିଣିବାକୁ ଯାଇଥିଲେ।…

Continue Readingବାଇକ୍ ଚୋରି ଅଭିଯୋଗ

ରେଳ ଡବା ଭିତରେ ରହିଗଲେ ଶ୍ରମିକ,୨ ଘଣ୍ଟା ପରେ ଉଦ୍ଧାର କଲେ ସ୍ଥାନୀୟ ଲୋକେ

ଅନୁଗୁଳ : କୋଇଲା ବୋଝେଇ ରେଳ ଡବା ଭିତରୁ କୋଇଲା ସାମ୍ପଲ ଆଣିଥିବା ସମୟରେ ରେଳ ଡବା ଭିତରେ ରହିଯାଇଛନ୍ତି ଶ୍ରମିକ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲାରେ। ଏଠାରେ ନାଲକୋରୁ ତାଳଚେର କୋଇଲା ଆଣିବା ପାଇଁ ଯାଉଥିବା…

Continue Readingରେଳ ଡବା ଭିତରେ ରହିଗଲେ ଶ୍ରମିକ,୨ ଘଣ୍ଟା ପରେ ଉଦ୍ଧାର କଲେ ସ୍ଥାନୀୟ ଲୋକେ

ନାଲକୋଠାରେ ଭାରତର ପ୍ରଥମ ପ୍ରାଦେଶିକ ଖେଳକୁଦ ସମାରୋହ ଉଦଘାଟିତ, ଯୋଗ ଦେଲେ କେନ୍ଦ୍ର ମନ୍ତ୍ରୀ

ଅନୁଗୁଳ: ସ୍ଥାନୀୟ ନାଲକୋ ସରସ୍ୱତୀ ବିଦ୍ୟା ମନ୍ଦିରରେ ଏକଲ ବିଦ୍ୟାଳୟ ଆନୁକୂଲ୍ୟ ଓ ନାଲକୋର ସହଭାଗିତାରେ ଭାରତର ପ୍ରଥମ ପ୍ରାଦେଶିକ ଖେଳକୁଦ ସମାରୋହ ଆଜି ଉଦଘାଟିତ ହୋଇଛି। କେନ୍ଦ୍ର ଜଳ ସମ୍ପଦ ଜନଜାତି କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ କାର୍ଯ୍ୟକ୍ରମ ଉଦଘାଟନ…

Continue Readingନାଲକୋଠାରେ ଭାରତର ପ୍ରଥମ ପ୍ରାଦେଶିକ ଖେଳକୁଦ ସମାରୋହ ଉଦଘାଟିତ, ଯୋଗ ଦେଲେ କେନ୍ଦ୍ର ମନ୍ତ୍ରୀ

ବିଶ୍ୱକର୍ମା ପୂଜାରେ ବଡ଼ ଅଘଟଣ: ଟେଣ୍ଟ ଭୁଶୁଡ଼ି ୫ ଆହତ

ଅନୁଗୁଳ: ବିଶ୍ୱକର୍ମା ପୂଜାରେ ବଡ଼ ଅଘଟଣ। ନାଲକୋରେ ଭୁଶୁଡ଼ି ପଡ଼ିଲା ଖଦି ଓ ଗ୍ରାମ ଉଦ୍ୟୋଗ ଷ୍ଟଲ ପାଇଁ ହେଉଥିବା ଟେଣ୍ଟ। ୮ ଜଣଙ୍କ ଉପରେ ଟେଣ୍ଟ ଗଳି ପଡ଼ିଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ତୁରନ୍ତ ନାଲକୋ…

Continue Readingବିଶ୍ୱକର୍ମା ପୂଜାରେ ବଡ଼ ଅଘଟଣ: ଟେଣ୍ଟ ଭୁଶୁଡ଼ି ୫ ଆହତ

ବାପାଙ୍କୁ ମରଣାନ୍ତକ ଆକ୍ରମଣ, ପୁଅ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲ୍‌କୋ ଥାନା ଅନ୍ତର୍ଗତ ଗିରାଙ୍ଗ ଗାଁରେ ବାପାଙ୍କୁ ମରଣାନ୍ତକ ଅକ୍ରମଣ କରିବା ଅଭିଯୋଗରେ ପୁଲିସ ଗୁରୁବାର ପୁଅକୁ ଗିରଫ କରିଛି। ସୂଚନା ଯେ, ଗିରାଙ୍ଗ ଗାଁର ଦିବାକ ଦେହୁରୀ(୭୫)ଙ୍କୁ ବୁଧବାର ରାତିରେ ପୁଅ ସୁରେନ୍ ଦେହୁରୀ(୩୭) ଗାଳିଗୁଲଜ…

Continue Readingବାପାଙ୍କୁ ମରଣାନ୍ତକ ଆକ୍ରମଣ, ପୁଅ ଗିରଫ

ଦରମା ବୃଦ୍ଧି ସହ ଭତ୍ତା ଲାଗୁ କରିବା ଦାବିରେ ନାଲକୋ ଠିକା ଶ୍ରମିକ ସଂଘ ସମୂହର ବୈଠକ

ଅନୁଗୁଳ: ନାଲକୋରେ କାର୍ଯ୍ୟରତ ଠିକା ଶ୍ରମିକଙ୍କୁ ନେଇ ଗଠିତ ପାଞ୍ଚଟି ଠିକା ମଜଦୁର ସଂଘ ମିଳିତ ଭାବରେ ଏକ ବୈଠକ କରିଛନ୍ତି। ତାଙ୍କ ଦାବିଗୁଡ଼ିକ ହେଉଛି ଅତିରିକ୍ତ ମଜୁରୀ ଓ କ୍ୟାଣ୍ଟିନ ସବସିଡି ବୃଦ୍ଧି, ଅବସର କାଳୀନ ପ୍ରୋତ୍ସାହନ ରାଶି ବୃଦ୍ଧି,…

Continue Readingଦରମା ବୃଦ୍ଧି ସହ ଭତ୍ତା ଲାଗୁ କରିବା ଦାବିରେ ନାଲକୋ ଠିକା ଶ୍ରମିକ ସଂଘ ସମୂହର ବୈଠକ