ଏତେ ବେପରୁଆ ଡ୍ରାଇଭର! ବିନା ଟାୟାରରେ ୧୨ କିମି ଡ୍ରାଇଭିଂ କରି ପଥଚାରୀଙ୍କୁ ପିଟିଲା କାର
ପାଳଲହଡ଼ା: ବିନା ଟାୟାରରେ ଏକ କାର ୧୨ କିମି ଚାଲି ଦୁଇ ଦୁଇଟି ଦୁର୍ଘଟଣା ଘଟାଇଛି। ଆଜି ପାଳଲହଡ଼ା ଅଞ୍ଚଳରେ ଏଭଳି ଘଟଣା ସାମ୍ନାକୁ ଆସିଛି। ସୂଚନା ଅନୁସାରେ, ବାରକୋଟରୁ ପାଳଲହଡ଼ା ଅଭିମୁଖେ ଆସୁଥିବା ଏକ ଡିଜାୟାର କାର (OD14Z8844) ର…
