ସପ୍ତମ ଓଡିଶା ଆଜାଦ କପ କରାଟେ ଚମ୍ପିୟାନସିପରେ ପାଳଲହଡାର ସଫଳତା

ପାଳଲହଡା: ସ୍ପୋର୍ଟସ୍ ମୟୂରଭଞ୍ଜ ଏକାଡେମୀ ମୟୂରଭଞ୍ଜ ଦ୍ବାରା କରଞ୍ଜିଆ ଉଚ୍ଚ ବିଦ୍ୟାଳୟ ପୁରାତନ ଛାତ୍ର ସଂସଦ ପ୍ରେକ୍ଷାଳୟରେସପ୍ତମ ଓଡିଶା ଆଜାଦ କପ କରାଟେ ଚମ୍ପିୟାନସିପ୍ ୨୦୨୫ ଆୟୋଜିତ ହୋଇଯାଇଛି। ଏଥିରେ ଅନୁଗୁଳ ଜିଲ୍ଲା ପାଳଲହଡାର ଦୁଇ ଛାତ୍ର ସ୍ଵର୍ଣ୍ଣ ଏବଂ ରୌପ୍ୟ…

Continue Readingସପ୍ତମ ଓଡିଶା ଆଜାଦ କପ କରାଟେ ଚମ୍ପିୟାନସିପରେ ପାଳଲହଡାର ସଫଳତା

ହୃଦୟ ବିଦାରକ ଘଟଣା: ଦୁର୍ଘଟଣାରେ ହତବାକ୍ ହୋଇଗଲେ ପାଳଲହଡ଼ାବାସୀ

ଅନୁଗୁଳ: ତାଳଚେରରେ ସୋମବାର ଏକ ହୃଦୟ ବିଦାରକ ଦୁର୍ଘଟଣା ସମଗ୍ର ଅଞ୍ଚଳବାସୀଙ୍କୁ ମର୍ମାହତ କରିଛି। ଏକ ବାଇକ ଦୁର୍ଘଟଣାରେ ପାଳଲହଡ଼ା ଉପଖଣ୍ଡ ସାମିଆପାଲି ଗ୍ରାମର ୧୦ ବର୍ଷୀୟ ବାଳକ କମଲ ଧିବରଙ୍କର ବାମ ଗୋଡ଼ଟି ଛିଡ଼ି ଯାଇଥିବା ସୂଚନା ମିଳିଛି। ତାଳଚେର…

Continue Readingହୃଦୟ ବିଦାରକ ଘଟଣା: ଦୁର୍ଘଟଣାରେ ହତବାକ୍ ହୋଇଗଲେ ପାଳଲହଡ଼ାବାସୀ

ପାଳଲହଡ଼ାରେ ଜରୁରୀ ବୈଠକ: ଜାତୀୟ ରାଜପଥ ୪୯ ଓ ୧୪୯ରେ ଦୁର୍ଘଟଣା ରୋକିବାକୁ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ପାଳଲହଡ଼ା: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର ପଟେଲଙ୍କ ସଭାପତିତ୍ୱରେ ଜାତୀୟ ରାଜପଥ ୪୯ ଏବଂ ୧୪୯ରେ ସଡ଼କ ଦୁର୍ଘଟଣା କମାଇବା ପାଇଁ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ମାଲ୍ୟଗିରି କଲେଜ ଛାତ୍ର ସଂସଦର ଦାବି କ୍ରମେ ଜାତୀୟ…

Continue Readingପାଳଲହଡ଼ାରେ ଜରୁରୀ ବୈଠକ: ଜାତୀୟ ରାଜପଥ ୪୯ ଓ ୧୪୯ରେ ଦୁର୍ଘଟଣା ରୋକିବାକୁ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ଅଜଣା ଟ୍ରକ ଧକ୍କାରେ ବାଇକ ଆରୋହୀ ମୃତ, ରାସ୍ତା ଅବରୋଧ

ପାଳଲହଡା: ରବିବାର ସନ୍ଧ୍ୟାରେ ଅନୁଗୁଳ ଜିଲ୍ଲା ପାଳଲହଡା ଥାନା ୪୯ ନମ୍ବର  ଜାତୀୟ ରାଜପଥ କାଇଁଶିରିପାଲି ଛକ ନିକଟରେ ଏକ ଅଜଣା ଟ୍ରକ ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସ୍ଥାନୀୟ ସାମନ୍ତ ସାହିର ରଞ୍ଜନ କୁମାର…

Continue Readingଅଜଣା ଟ୍ରକ ଧକ୍କାରେ ବାଇକ ଆରୋହୀ ମୃତ, ରାସ୍ତା ଅବରୋଧ

ବାଇକକୁ ଧକ୍କା ଦେଇ ଚାଳକଙ୍କ ଉପରେ ଚଢ଼ିଗଲା କଣ୍ଟେନର, ଅନୁଗୁଳ ସ୍ଥାନାନ୍ତର

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା କଲେଜ ସମ୍ମୁଖରେ କଣ୍ଟେନର ଟ୍ରକ ଧକ୍କାରେ ଜଣେ ବାଇକ ଚାଳକ ଗୁରୁତର ହୋଇଛନ୍ତି। ସୂଚନା ଅନୁସାରେ, ମାଲ୍ୟଗିରି କଲେଜ ଅଧ୍ୟାପକ ଭାସ୍କର ଚନ୍ଦ୍ର ସାହୁ କଲେଜ କାମ ସାରି ବାଇକ୍ ଯୋଗେ ଘରକୁ ଯାଉଥିବା ବେଳେ…

Continue Readingବାଇକକୁ ଧକ୍କା ଦେଇ ଚାଳକଙ୍କ ଉପରେ ଚଢ଼ିଗଲା କଣ୍ଟେନର, ଅନୁଗୁଳ ସ୍ଥାନାନ୍ତର

ବେଆଇନ ଲୁହାପଥର ପରିବହନ ଅଭିଯୋଗ: ୧୬ ଚକିଆ ଟ୍ରକ ଜବତ, ଦୁଇ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଥାନା ପକ୍ଷରୁ ବେଆଇନ ଲୁହାପଥର ବୋଝେଇ ହୋଇଥିବା ୧୬ ଚକିଆ ଟ୍ରକ ଜବତ କରାଯାଇଛି। ଏଥିସହ ଗାଡ଼ି ଚାଳକ ଓ ସହାୟକକୁ ଗିରଫ କରିଛି ପୋଲିସ। ସୂଚନା ଅନୁସାରେ, ଶନିବାର ପାଳଲହଡ଼ା ଥାନା ଏଏସଆଇ ଦୁଷ୍ମନ୍ତ…

Continue Readingବେଆଇନ ଲୁହାପଥର ପରିବହନ ଅଭିଯୋଗ: ୧୬ ଚକିଆ ଟ୍ରକ ଜବତ, ଦୁଇ ଗିରଫ

ବେଆଇନ ଦେଶୀ ବନ୍ଧୁକ ରଖିବା ଅଭିଯୋଗ, ଯୁବକ ଗିରଫ

ଅନୁଗୁଳ: ଚୋରା ଦେଶୀ ବନ୍ଧୁକ ରଖିବା ଅଭିଯୋଗରେ ପାଳଲହଡ଼ା ପୋଲିସ ଚଢାଉ କରି ଘରୁ ଦୁଇଟି ଦେଶୀ ବନ୍ଧୁକ ଜବତ କରିଛି। ଏଥିରେ ସମ୍ପୃକ୍ତ ଯୁବକଙ୍କୁ ପୋଲିସ ଗିରଫ କରିଛି।ସୂଚନା ମୁତାବକ, କୌଣସି ସୂତ୍ରରୁ ଖବର ପାଇ ପାଳଲହଡା ଏଏସଆଇ ପ୍ରଦୀପ…

Continue Readingବେଆଇନ ଦେଶୀ ବନ୍ଧୁକ ରଖିବା ଅଭିଯୋଗ, ଯୁବକ ଗିରଫ

ମୁଣ୍ଡୁରିବେଡା ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ଆଣିଲେ ୱାର୍ଡମେମ୍ଵର, କାର୍ଯ୍ୟରେ ଅବହେଳା କରୁଥିବା ଅଭିଯୋଗ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ପଞ୍ଚାୟତ ସମିତି ଅନ୍ତର୍ଗତ ମୁଣ୍ଡୁରିବେଡା ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କଲେ ପଞ୍ଚାୟତର ୱାର୍ଡ ସଭ୍ୟ। ସରପଞ୍ଚ ସଞ୍ଜୟ କୁମାର ବେହେରା ପଞ୍ଚାୟତରେ ବିଭିନ୍ନ ବେଆଇନ କାର୍ଯ୍ୟ କରୁଥିବା ଏବଂ ପଞ୍ଚାୟତର ଉନ୍ନତିମୂଳକ କାର୍ଯ୍ୟରେ…

Continue Readingମୁଣ୍ଡୁରିବେଡା ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ଆଣିଲେ ୱାର୍ଡମେମ୍ଵର, କାର୍ଯ୍ୟରେ ଅବହେଳା କରୁଥିବା ଅଭିଯୋଗ

ଗଛରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡା ଥାନା ଅନ୍ତର୍ଗତ ନନ୍ଦିନୀପାଲି ଗ୍ରାମ ରାସ୍ତା ପାର୍ଶ୍ବରେ ଥିବା ଏକ ଗଛରୁ ଜଣେ ମହିଳାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଛି। ମୃତ ମହିଳା ହେଲେ ଗ୍ରାମର ଗୁରୁବାରୀ ନାୟକ। ରବିବାର ସନ୍ଧ୍ୟାରୁ ଗୁରୁବାରୀ କୌଣସି…

Continue Readingଗଛରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ପାଳଲହଡା ଖଣ୍ଡ ପକ୍ଷରୁ ଯୁବ ସମ୍ମିଳନୀ ଅନୁଷ୍ଠିତ

ପାଳଲହଡ଼ା: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (RSS) ଅନୁଗୁଳ ଜିଲ୍ଲା ପାଳଲହଡ଼ା ଖଣ୍ଡ ପକ୍ଷରୁ ଶତାବ୍ଦୀ ବର୍ଷ ପାଳନ ଅବସରରେ ରବିବାର ଦିନ ସ୍ଥାନୀୟ ଶରତ ଚନ୍ଦ୍ର କ୍ଲବ ଠାରେ ଏକ ଯୁବ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ୨୦୦ରୁ ଉର୍ଦ୍ଧ୍ୱ…

Continue Readingରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ପାଳଲହଡା ଖଣ୍ଡ ପକ୍ଷରୁ ଯୁବ ସମ୍ମିଳନୀ ଅନୁଷ୍ଠିତ