ପାଳଲହଡ଼ାରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଆଶା ଉଜ୍ଜୀବିତ, ପରିଦର୍ଶନ କଲେ ଉଚ୍ଚସ୍ତରୀୟ କମିଟି

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଉପଖଣ୍ଡ ସଦର ମହକୁମାରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗସ୍ତ କରିଛି। କେନ୍ଦ୍ର ସରକାରଙ୍କ ଶିକ୍ଷା ବିଭାଗ ପକ୍ଷରୁ ଏ ନେଇ ଜିଲ୍ଲା ପ୍ରଶାସନକୁ ଅବଗତ କରାଯାଇଛି। ଆସନ୍ତା ଶିକ୍ଷାବର୍ଷରୁ ନାମଲେଖା…

Continue Readingପାଳଲହଡ଼ାରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଆଶା ଉଜ୍ଜୀବିତ, ପରିଦର୍ଶନ କଲେ ଉଚ୍ଚସ୍ତରୀୟ କମିଟି

ନକଲି ପ୍ରମାଣ ପତ୍ର ଦେଇ ଚାକିରି କରିଥିବା ନେଇ ପ୍ରାଣୀମିତ୍ରଙ୍କ ବିରୋଧରେ ଅଭିଯୋଗ, ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କଲେ ସରପଞ୍ଚ

ଅନୁଗୁଳ: ନକଲି ପ୍ରମାଣ ପତ୍ର ଦେଇ ଚାକିରି କରିଥିବା ନେଇ ପ୍ରାଣୀମିତ୍ରଙ୍କ ବିରୋଧରେ ଅଭିଯୋଗ ଆଣିଲେ ସରପଞ୍ଚ। ଏମିତି ଅଭିଯୋଗ ଆସିଛି ଅନୁଗୁଳ ଜିଲ୍ଲା ପାଳଲହଡା ଉପଖଣ୍ଡର ରୋହିଲା ଗ୍ରାମପଞ୍ଚାୟତରୁ। ଏଠାରେ ମିଶନଶକ୍ତି ସଂଗଠନ ଅନ୍ତର୍ଭୁକ୍ତ ପ୍ରାଣୀମିତ୍ର ପଦବୀରେ କାର୍ଯ୍ୟରତ ନିରୁପମା…

Continue Readingନକଲି ପ୍ରମାଣ ପତ୍ର ଦେଇ ଚାକିରି କରିଥିବା ନେଇ ପ୍ରାଣୀମିତ୍ରଙ୍କ ବିରୋଧରେ ଅଭିଯୋଗ, ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କଲେ ସରପଞ୍ଚ

ଘରୋଇ କଳିର କରୁଣ ପରିଣତି: ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ଗୁରୁତର

ଅନୁଗୁଳ: ସାମାନ୍ୟ ଝଗଡ଼ାରୁ ସ୍ତ୍ରୀକୁ ମରଣାନ୍ତକ ଆକ୍ରମଣ। ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ଗୁରୁତର।ପାଳଲହଡ଼ା ଥାନା ଅନ୍ତର୍ଗତ ପେଚାମୁଣ୍ଡି ପଞ୍ଚାୟତ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ସୂଚନା ମୁତାବକ, ଗୀତା ମୁଣ୍ଡା ଓ ତାଙ୍କ ସ୍ୱାମୀ ସିଧୁ…

Continue Readingଘରୋଇ କଳିର କରୁଣ ପରିଣତି: ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ଗୁରୁତର

ଏବିଭିପି ପକ୍ଷରୁ ମେଧାବୀ ବିଦ୍ୟାର୍ଥୀ ଅଭିନନ୍ଦନ କାର୍ଯ୍ୟକ୍ରମ: ୧୭୮ ଜଣଙ୍କୁ ଟ୍ରଫି ସହ ମାନପତ୍ର ପ୍ରଦାନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ ଖମାର ଉତ୍କଳମଣି ଗୋପବନ୍ଧୁ ମହାବିଦ୍ୟାଳୟ ସଭାଗୃହରେ ମେଧାବୀ ବିଦ୍ୟାର୍ଥୀ ଅଭିନନ୍ଦନ ୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ପାଳଲହଡ଼ା ନଗର ସଭାପତି ଅଧ୍ୟାପକ ପ୍ରଶାନ୍ତ କୁମାର ସାହୁ ଅଧ୍ୟକ୍ଷତା…

Continue Readingଏବିଭିପି ପକ୍ଷରୁ ମେଧାବୀ ବିଦ୍ୟାର୍ଥୀ ଅଭିନନ୍ଦନ କାର୍ଯ୍ୟକ୍ରମ: ୧୭୮ ଜଣଙ୍କୁ ଟ୍ରଫି ସହ ମାନପତ୍ର ପ୍ରଦାନ

ପାଳଲହଡ଼ା ଥାନାରେ ଆମ ପୋଲିସ ସମିତି ବୈଠକ ଆୟୋଜିତ, ଅଜଣା ଲୋକଙ୍କୁ ବିଶ୍ୱାସ ନ କରିବାକୁ ପରାମର୍ଶ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଥାନାର ଆମ ପୋଲିସ ବୈଠକ ପାଳଲହଡା ଥାନା ପ୍ରାଙ୍ଗଣରେ ଥାନା ଅଧିକାରୀ ପ୍ରଦୀପ ମହାନ୍ତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଛି। ବୈଠକରେ ଜନସେବା କେନ୍ଦ୍ରର ପରିଚାଳକ ଓ ସ୍ଥାନୀୟ ଭଦ୍ରବ୍ୟକ୍ତି ମାନେ ଯୋଗଦାନକରି ସେମାନଙ୍କର ମତାମତ ତଥା…

Continue Readingପାଳଲହଡ଼ା ଥାନାରେ ଆମ ପୋଲିସ ସମିତି ବୈଠକ ଆୟୋଜିତ, ଅଜଣା ଲୋକଙ୍କୁ ବିଶ୍ୱାସ ନ କରିବାକୁ ପରାମର୍ଶ

ମୃତ ସୁଭଦ୍ରାର ପରିବାରକୁ ସାହାଯ୍ୟ: ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ୪ଲକ୍ଷ ଟଙ୍କା ସହାୟତା ପ୍ରଦାନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତି ମଙ୍ଗଳବାର ଲୋଧାଝରି ଗ୍ରାମ ଗସ୍ତ କରି ମୃତ ସୁଭଦ୍ରା ପଦିଲି ପରିବାରଙ୍କୁ ସାକ୍ଷାତ କରି ସମବେଦନା ଜଣାଇବା ସହ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ୪ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।…

Continue Readingମୃତ ସୁଭଦ୍ରାର ପରିବାରକୁ ସାହାଯ୍ୟ: ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ୪ଲକ୍ଷ ଟଙ୍କା ସହାୟତା ପ୍ରଦାନ

ସାପ କାମୁଡ଼ାରେ ଗଲା ଯୁବକଙ୍କ ଜୀବନ

ଅନୁଗୁଳ: ସାପ କାମୁଡ଼ାରେ ଯୁବକ ମୃତ। ମୃତକ ହେଲେ ଅନୁଗୁଳ ଜିଲ୍ଲା ପାଳଲହଡ଼ା ଉପଖଣ୍ଡ ବତୀସୁଆଁ ପଞ୍ଚାୟତ ଧାଙ୍ଗଡ଼ ସାହିର ପବିତ୍ର ଧାଙ୍ଗଡ଼ (୩୫)। ରବିବାର ସନ୍ଧ୍ୟାରେ ପବିତ୍ର ନିଜ ଘରେ ଶୋଇଥିବା ବେଳେ ଏକ ବିଷଧର ସାପ କାମୁଡ଼ି ଦେଇଥିଲା।…

Continue Readingସାପ କାମୁଡ଼ାରେ ଗଲା ଯୁବକଙ୍କ ଜୀବନ

ବେଆଇନ ବନ୍ଧୁକ ତିଆରି କାରଖାନା ଠାବ: ଦେଶୀ ବନ୍ଧୁକ ସହ ବନ୍ଧୁକ ତିଆରି ସରଞ୍ଜାମ ଜବତ: ଦୁଇ ଦିନରେ ଦୁଇ ଗିରଫ

ପାଳଲହଡା : ଅନୁଗୁଳ ଜିଲ୍ଲା  ପାଳଲହଡା ଅଞ୍ଚଳରେ ଦିନ କୁ ଦିନ ବଢି ଚାଲିଛି ଅପରାଧ। କେତେବେଳେ ଅତି ବିଭତ୍ସ ଦୁଷ୍କର୍ମ ସାଙ୍ଗକୁ ହତ୍ୟା ତ କେତେବେଳେ ଦୁର୍ବୁତ୍ତ ମାନଙ୍କ ଆତଙ୍କ। ଏବେ କିନ୍ତୁ ଚର୍ଚ୍ଚାରେ ଚୋରା ବନ୍ଧୁକ ନିର୍ମାଣ କାରଖାନା।…

Continue Readingବେଆଇନ ବନ୍ଧୁକ ତିଆରି କାରଖାନା ଠାବ: ଦେଶୀ ବନ୍ଧୁକ ସହ ବନ୍ଧୁକ ତିଆରି ସରଞ୍ଜାମ ଜବତ: ଦୁଇ ଦିନରେ ଦୁଇ ଗିରଫ

ପରୀକ୍ଷା ନ କରି ଇଣ୍ଟରନାଲରେ ୧୮୦ ପିଲା ଫେଲ୍, କଲେଜ କର୍ତ୍ତୃପକ୍ଷଙ୍କ ବିରୋଧରେ ଉପଜିଲ୍ଲାପାଳଙ୍କୁ ଫେରାଦ ହେଲେ ଛାତ୍ରଛାତ୍ରୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ମାଲ୍ୟଗିରି ମହାବିଦ୍ୟାଳୟରେ ଯୁକ୍ତ ତିନି ତୃତୀୟ ସେମିଷ୍ଟାର ଇଂରାଜୀ ଇଣ୍ଟରନାଲ ପରୀକ୍ଷାରେ ଫେଲ୍ ହେବାକୁ ନେଇ ବିକ୍ଷୋଭ କରିଛନ୍ତି ଛାତ୍ରଛାତ୍ରୀ। କଲେଜରେ ୧୮୮ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ମାତ୍ର ୮ ଜଣ ପାସ ହୋଇଛନ୍ତି। ଯାହାକୁ…

Continue Readingପରୀକ୍ଷା ନ କରି ଇଣ୍ଟରନାଲରେ ୧୮୦ ପିଲା ଫେଲ୍, କଲେଜ କର୍ତ୍ତୃପକ୍ଷଙ୍କ ବିରୋଧରେ ଉପଜିଲ୍ଲାପାଳଙ୍କୁ ଫେରାଦ ହେଲେ ଛାତ୍ରଛାତ୍ରୀ

ଟ୍ରକରେ ସର୍ଟସର୍କିଟ୍ ହୋଇ ଜଳିଗଲା ୩ ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପାଉଁଶ

ଅନୁଗୁଳ: ସର୍ଟସର୍କିଟ୍ ଯୋଗୁ ଜଳିଗଲା ଅନୁଗୁଳ ଜିଲ୍ଲା ପାଳଲହଡ଼ା ସଦରମହକୁମା ନିକଟସ୍ଥ ଫପଣ୍ଡ ଗାଁ ଛକରେ ଥିବା ପପୁ ଢାବା। ଟ୍ରକର ବୈଦ୍ୟୁତିକ ଉପକରଣ ମରାମତି ସମୟରେ ସର୍ଟସର୍କିଟ ଘଟି ନିଆଁ ଲାଗିବାରୁ ଟ୍ରକର ଡିଜେଲ ଟାଙ୍କି ଫାଟି ନିକଟରେ ଥିବା…

Continue Readingଟ୍ରକରେ ସର୍ଟସର୍କିଟ୍ ହୋଇ ଜଳିଗଲା ୩ ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପାଉଁଶ