ପାଳଲହଡ଼ା ମହୋତ୍ସବ ଉଦଯାପିତ; ଦେବ ନେଗୀଙ୍କ ସଙ୍ଗୀତ ଓ ପ୍ରଜ୍ଞା-ଶଙ୍କରଙ୍କ କମେଡିରେ ଝୁମିଲେ ଦର୍ଶକ
ଅନୁଗୁଳ: ସ୍ଥାନୀୟ ଷ୍ଟାଡିୟମ ପରିସରରେ ଅନୁଷ୍ଠିତ ଗଡ଼ଜାତ ଐତିହ୍ୟ, ସଂସ୍କୃତି ଓ ଲୋକକଳାର ମହାକୁମ୍ଭ 'ପାଳଲହଡ଼ା ମହୋତ୍ସବ' ସୋମବାର ସନ୍ଧ୍ୟାରେ ଉଦଯାପିତ ହୋଇଛି। ବିକାଶ ଫାଉଣ୍ଡେସନର ଅଧ୍ୟକ୍ଷା ମୃଦୁଳା ଠାକୁର ପ୍ରଧାନ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ…



