ପିଲା ଚୋର ସନ୍ଦେହରେ ଗାଡ଼ି ଚାଳକଙ୍କୁ ସଂଘବଦ୍ଧ ଆକ୍ରମଣ: ୩ ଗିରଫ, ୧୧ ଜଣଙ୍କ ନାମରେ ମାମଲା
ଅନୁଗୁଳ: ପିଲା ଚୋର ସନ୍ଦେହରେ ଜଣେ ଗାଡି ଚାଳକଙ୍କୁ ସଂଘବଦ୍ଧ ଭାବେ ବର୍ବର ମାଡ଼ ମାରିବା ଘଟଣାରେ ପାଳଲହଡ଼ା ପୋଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ୧୧ ଜଣ ନାମିତ ଅଭିଯୁକ୍ତଙ୍କ ସମେତ ଅନ୍ୟମାନଙ୍କ ବିରୋଧରେ କେସ୍…



