୧୪ ମହାବଳଙ୍କୁ ସ୍ଵାଗତ କରିବ ସାତକୋଶିଆ

ଅନୁଗୁଳ: ୨୦୧୮ ମସିହାର ବିଫଳତାକୁ ପଛକୁ ଠେଲି ସାତକୋଶିଆରେ ପୁଣି ମହାବଳର ଗର୍ଜନ ଶୁଭିବ। ଲକ୍ଷ ଓଡ଼ିଶାରେ ବାଘ ବଂଶ ବୃଦ୍ଧି ଏବଂ ପର୍ଯ୍ୟଟନର ବିକାଶ। ଏଥିପାଇଁ ଗତ ଅଗଷ୍ଟ ମାସରୁ ରାଜ୍ୟ ଓ ଜିଲ୍ଲା ବନ ବିଭାଗ ପକ୍ଷରୁ ପୁରା…

Continue Reading୧୪ ମହାବଳଙ୍କୁ ସ୍ଵାଗତ କରିବ ସାତକୋଶିଆ

ହାତୀ ଆକ୍ରମଣରେ ବୃଦ୍ଧ ମୃତ, କ୍ଷତିପୂରଣ ଦାବିରେ ଚାପା ଉତ୍ତେଜନା ଜାରି

ଅନୁଗୁଳ: ସାତକୋଶିଆ ଅଭୟାରଣ୍ୟ ଅନ୍ତର୍ଗତ ପୁରୁଣାକୋଟ  ବନାଞ୍ଚଳ ଛୋଟକେଇ ଗାଁରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ସୂଚନା ମୁତାବକ, ଛୋଟକେଇ ଗାଁର ସତିଆ ଧଳ ଫସଲକୁ ଜଙ୍ଗଲୀ ଜନ୍ତୁଙ୍କ…

Continue Readingହାତୀ ଆକ୍ରମଣରେ ବୃଦ୍ଧ ମୃତ, କ୍ଷତିପୂରଣ ଦାବିରେ ଚାପା ଉତ୍ତେଜନା ଜାରି

କୋଶଳାର ପ୍ରସିଦ୍ଧ ମା’ ରାମଚଣ୍ଡୀଙ୍କ ଯାତ୍ରା ଆରମ୍ଭ, ଦିଆଣୀଙ୍କ ଦେହରେ ଆବିର୍ଭୂତ ହେଲେ ଠାକୁରାଣୀ

ଅନୁଗୁଳ: ଅନୁଗୁଳ କୋଶଳା ସ୍ଥିତ ପ୍ରସିଦ୍ଧ ମା' ରାମଚଣ୍ଡୀଙ୍କ ଯାତ୍ରା ବୁଧବାର ଠାରୁ ଆରମ୍ଭ ହୋଇଛି। ପ୍ରାତଃ ସମୟରୁ ଯଥାବିଧି ପୂଜାର୍ଚ୍ଚନା ପରେ ଦିନ ୨ଟାରେ ଢୋଲ, ନିଶାଣ, ଘଣ୍ଟଘଣ୍ଟି, ଛତି, ତରାସ ସହ ଏକ ବିରାଟ ପଟୁଆରରେ ମା' ଆଗମନ…

Continue Readingକୋଶଳାର ପ୍ରସିଦ୍ଧ ମା’ ରାମଚଣ୍ଡୀଙ୍କ ଯାତ୍ରା ଆରମ୍ଭ, ଦିଆଣୀଙ୍କ ଦେହରେ ଆବିର୍ଭୂତ ହେଲେ ଠାକୁରାଣୀ

ସାତକୋଶିଆ ଗଣ୍ତରେ ଜନ୍ମ ନେଲେ ୩୫ଟି ଘଡ଼ିଆଳ କୁମ୍ଭୀର, ଏକ୍ସରେ ସୂଚନା ଦେଲେ ପିସିସିଏଫ ସୁଶାନ୍ତ ନନ୍ଦ

ଅନୁଗୁଳ: ଅନୁଗୁଳ ଜିଲ୍ଲା ସାତକୋଶିଆ ଗଣ୍ଡରେ ୩୫ଟି ଘଡ଼ିଆଳ କୁମ୍ଭୀର ଜନ୍ମଗ୍ରହଣ କରିଛନ୍ତି। ଏ ନେଇ ଏକ୍ସରେ ଭିଡିଓ ସେୟାର କରି ସୂଚନା ଦେଇଛନ୍ତି ପିସିସିଏଫ ସୁଶାନ୍ତ ନନ୍ଦ। ସେ ପୋଷ୍ଟ କରି ସୂଚନା ଦେଇଛନ୍ତି ଯେ ଭାରତର ଦକ୍ଷିଣାଞ୍ଚଳ ଭାବେ…

Continue Readingସାତକୋଶିଆ ଗଣ୍ତରେ ଜନ୍ମ ନେଲେ ୩୫ଟି ଘଡ଼ିଆଳ କୁମ୍ଭୀର, ଏକ୍ସରେ ସୂଚନା ଦେଲେ ପିସିସିଏଫ ସୁଶାନ୍ତ ନନ୍ଦ

ନିଆରା ପ୍ରୟାସ! ବନ୍ୟଜନ୍ତୁଙ୍କ ପାଇଁ ଗାଁରେ ସୌରବାଡ଼ ଲଗାଇଛନ୍ତି ଗ୍ରାମବାସୀ, ସନ୍ଧ୍ୟା ୭ଟା ପରେ ପ୍ରବେଶ ମନା

ଅନୁଗୁଳ: ଦୀପ ତଳ ଅନ୍ଧାର। ଏହି ଧାଡ଼ିଟି ଏବେ ଅନୁଗୁଳ ପାଇଁ ପ୍ରଯୁଜ୍ୟ ମନେ ହେଉଛି। କାରଣ ଶିଳ୍ପ ସମୃଦ୍ଧ ଅନୁଗୁଳ ଜିଲ୍ଲାରେ ଏବେ ବି ଏମିତି ଗାଁ ରହିଛି, ଯେଉଁଠି ବନ୍ୟଜନ୍ତୁଙ୍କ ଉପଦ୍ରବରେ ବାଧ୍ୟ ହୋଇ ସନ୍ଧ୍ୟା ହେବା ମାତ୍ରେ…

Continue Readingନିଆରା ପ୍ରୟାସ! ବନ୍ୟଜନ୍ତୁଙ୍କ ପାଇଁ ଗାଁରେ ସୌରବାଡ଼ ଲଗାଇଛନ୍ତି ଗ୍ରାମବାସୀ, ସନ୍ଧ୍ୟା ୭ଟା ପରେ ପ୍ରବେଶ ମନା

ଚଡକମରା ଜଙ୍ଗଲରେ ଦୁଇ ହାତୀଙ୍କ ମୃତ ଦେହ ଠାବ: ବିଦ୍ୟୁତ୍ ଆଘାତ ଆଶଙ୍କା

ଅନୁଗୁଳ: ଆଜି ସକାଳେ ପୁରୁଣାକୋଟ ଥାନା ଜଗନ୍ନାଥପୁର ନିକଟବର୍ତ୍ତୀ ଚଡ଼କମରା ଜଙ୍ଗଲରେ ଦୁଇ ହାତୀଙ୍କ ମୃତ ଦେହ ଠାବ ହୋଇଥିଲା। ଗ୍ରାମବାସୀଙ୍କ ଠାରୁ ଖବର ପାଇ ଜଙ୍ଗଲବିଭାଗ ଅଧିକାରୀ,ବିଦ୍ୟୁତ୍ ବିଭାଗର ଅଧିକାରୀ ଏବଂ ଶବ ବ୍ୟବଚ୍ଛେଦ ପାଇଁ ପ୍ରାଣୀ ଚିକିତ୍ସକ ଘଟଣା…

Continue Readingଚଡକମରା ଜଙ୍ଗଲରେ ଦୁଇ ହାତୀଙ୍କ ମୃତ ଦେହ ଠାବ: ବିଦ୍ୟୁତ୍ ଆଘାତ ଆଶଙ୍କା

ସାତକୋଶିଆ ଜଙ୍ଗଲରୁ ଗୁଳିବିଦ୍ଧ ଦନ୍ତାର ମୃତଦେହ ଉଦ୍ଧାର, ପାଖରେ ପଡ଼ିଛି ଦୁଇ ଫୁଟର ଦାନ୍ତ

ଅନୁଗୁଳ: ଅନୁଗୁଳ ବନଖଣ୍ଡ ଜିଲିଣ୍ଡା ରେଞ୍ଜ ସାତକୋଶିଆ ଜଙ୍ଗଲ କଟରଙ୍ଗ ସେକ୍ସନ ଭିଲେଜ ଏରିଆର ବାଙ୍କଧର ବିଟ ଅଞ୍ଚଳରେ ଆଜି ଏକ ଗୁଳିବିଦ୍ଧ ଦନ୍ତା ହାତୀର ଗଳିତ ମୃତ ଦେହ ଉଦ୍ଧାର ହୋଇଛି। ହାତୀର ଡାହାଣ କାନ ପାଖରେ ଗୁଳି ବାଜିଛି।…

Continue Readingସାତକୋଶିଆ ଜଙ୍ଗଲରୁ ଗୁଳିବିଦ୍ଧ ଦନ୍ତାର ମୃତଦେହ ଉଦ୍ଧାର, ପାଖରେ ପଡ଼ିଛି ଦୁଇ ଫୁଟର ଦାନ୍ତ

ସାତକୋଶିଆରେ ପ୍ରଥମ ଥର ପାଇଁ ବିଦେଶୀ ପକ୍ଷୀ

ଅନୁଗୁଳ: ସାତକୋଶିଆରେ ପକ୍ଷୀ ଗଣନା କାର୍ଯ୍ୟ ଶେଷ ହୋଇଛି। ଏହି ଗଣନାରୁ ଡିଭିଜନରେ ୬୩ ପ୍ରକାରର ମୋଟ ୩୮୭୮ଟି ପକ୍ଷୀ ଥିବା ଜଣା ପଡ଼ିଛି। ଏହା ଭିତରେ ୭୭୯ଟି ପାଣି କୁଆ, ୭୦୬ଟି ହୁଇସଲିଙ୍ଗ ବତକ, ୨୨୨ଟି ହଂସ,୧୯୨ ସ୍କିମର ଓ…

Continue Readingସାତକୋଶିଆରେ ପ୍ରଥମ ଥର ପାଇଁ ବିଦେଶୀ ପକ୍ଷୀ

ସାତକୋଶିଆରେ ଶେଷ ହେଲା କୁମ୍ଭୀର ଗଣନା, ଅଛନ୍ତି ବିଭିନ୍ନ ପ୍ରଜାତିର ୯୦ଟି କୁମ୍ଭୀର

ଅନୁଗୁଳ: ଅନୁଗୁଳ ଜିଲ୍ଲା ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ଅଧୀନ ସାତକୋଶିଆ ଗଣ୍ଡରେ ୮ତାରିଖରେ କୁମ୍ଭୀର ଗଣନା ଶେଷ ହୋଇଛି। ବୁଧବାର ଗଣନାର ତାଲିକା ପ୍ରକାଶ ପାଇଛି। ସୂଚନା ମୁତାବକ, ସାତକୋଶିଆ ଗଣ୍ଡରେ ବିଭିନ୍ନ ଲମ୍ବ ଓ ମୋଟେଇର ୮୩ଟି ମଗର ଥିବା…

Continue Readingସାତକୋଶିଆରେ ଶେଷ ହେଲା କୁମ୍ଭୀର ଗଣନା, ଅଛନ୍ତି ବିଭିନ୍ନ ପ୍ରଜାତିର ୯୦ଟି କୁମ୍ଭୀର

ସାତକୋଶିଆ କୁଲାଙ୍ଗୀ ଠାରେ ୨ କଲରାପତରିଆ ବାଘ ମୃତ୍ଯୁ

ଅନୁଗୁଳ: ଅନୁଗୁଳ ଜିଲ୍ଲା ସାତକୋଶିଆ ବ୍ଯାଘ୍ର ସଂରକ୍ଷଣ ଅଞ୍ଚଳର ପମ୍ପାସର ରେଞ୍ଜ ଅନ୍ତର୍ଗତ କୁଲାଙ୍ଗୀ ଠାରେ ୨ ଟି କଲରାପତରିଆ ବାଘ ମରିଥିବାର ଖବର ଜଣାଯାଇଛି । ସ୍ଥାନୀୟ ବନ କର୍ମଚାରୀଙ୍କୁ ଗ୍ରାମବାସୀ ଖବର ଦେବା ପରେ ଘଟଣାଟି ଜଣାପଡିଥିଲା। ଖବର…

Continue Readingସାତକୋଶିଆ କୁଲାଙ୍ଗୀ ଠାରେ ୨ କଲରାପତରିଆ ବାଘ ମୃତ୍ଯୁ