ସାତକୋଶିଆରେ ଶେଷ ହେଲା କୁମ୍ଭୀର ଗଣନା, ଅଛନ୍ତି ବିଭିନ୍ନ ପ୍ରଜାତିର ୯୦ଟି କୁମ୍ଭୀର

ଅନୁଗୁଳ: ଅନୁଗୁଳ ଜିଲ୍ଲା ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ଅଧୀନ ସାତକୋଶିଆ ଗଣ୍ଡରେ ୮ତାରିଖରେ କୁମ୍ଭୀର ଗଣନା ଶେଷ ହୋଇଛି। ବୁଧବାର ଗଣନାର ତାଲିକା ପ୍ରକାଶ ପାଇଛି। ସୂଚନା ମୁତାବକ, ସାତକୋଶିଆ ଗଣ୍ଡରେ ବିଭିନ୍ନ ଲମ୍ବ ଓ ମୋଟେଇର ୮୩ଟି ମଗର ଥିବା…

Continue Readingସାତକୋଶିଆରେ ଶେଷ ହେଲା କୁମ୍ଭୀର ଗଣନା, ଅଛନ୍ତି ବିଭିନ୍ନ ପ୍ରଜାତିର ୯୦ଟି କୁମ୍ଭୀର

ସାତକୋଶିଆ କୁଲାଙ୍ଗୀ ଠାରେ ୨ କଲରାପତରିଆ ବାଘ ମୃତ୍ଯୁ

ଅନୁଗୁଳ: ଅନୁଗୁଳ ଜିଲ୍ଲା ସାତକୋଶିଆ ବ୍ଯାଘ୍ର ସଂରକ୍ଷଣ ଅଞ୍ଚଳର ପମ୍ପାସର ରେଞ୍ଜ ଅନ୍ତର୍ଗତ କୁଲାଙ୍ଗୀ ଠାରେ ୨ ଟି କଲରାପତରିଆ ବାଘ ମରିଥିବାର ଖବର ଜଣାଯାଇଛି । ସ୍ଥାନୀୟ ବନ କର୍ମଚାରୀଙ୍କୁ ଗ୍ରାମବାସୀ ଖବର ଦେବା ପରେ ଘଟଣାଟି ଜଣାପଡିଥିଲା। ଖବର…

Continue Readingସାତକୋଶିଆ କୁଲାଙ୍ଗୀ ଠାରେ ୨ କଲରାପତରିଆ ବାଘ ମୃତ୍ଯୁ

ଅନୁଗୁଳରେ ବନ୍ୟା ପରିସ୍ଥିତି ସାଂଘାତିକ, ଏବେ ବି ଜଳବନ୍ଦୀ ଅଛନ୍ତି ଶତାଧିକ ପରିବାର

ଅନୁଗୁଳ: ଲଗାଣ ବର୍ଷା ପରେ ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି। ଅନୁଗୁଳ ଜିଲ୍ଲାରେ ମଧ୍ୟ ସ୍ଥିତି ସମାନ ରହିଛି। ଅନୁଗୁଳ ବ୍ଲକ ଓ ଆଠମଲ୍ଲିକ ବ୍ଲକର ଅନେକ ପଞ୍ଚାୟତ ଏବେ ପାଣି ଘେରରେ। ବନ୍ୟା ପ୍ରଭାବିତ…

Continue Readingଅନୁଗୁଳରେ ବନ୍ୟା ପରିସ୍ଥିତି ସାଂଘାତିକ, ଏବେ ବି ଜଳବନ୍ଦୀ ଅଛନ୍ତି ଶତାଧିକ ପରିବାର

ଅନ୍ତର୍ଜାତୀୟ ଆର୍ଦ୍ରଭୂମିର ମାନ୍ୟତା ପାଇଲା ସାତକୋଶିଆ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମହାନଦୀର ସାତକୋଶିଆ ଗଣ୍ଡ ଅନ୍ତର୍ଜାତୀୟ ସ୍ତରରେ ଏକ ପ୍ରାକୃତିକ ଆର୍ଦ୍ରଭୂମି ବା ରାମସର୍ ସାଇଟରେ ମାନ୍ୟତା ପାଇଛି। ଅଗଷ୍ଟ ୩ ତାରିଖରେ ବିଧିବଧ ଭାବେ କେନ୍ଦ୍ର ପରିବେଶ, ଜଂଗଲ ଓ ଜଳବାୟୁ ମନ୍ତ୍ରାଳୟ ଏହା ଘୋଷଣା କରିବା…

Continue Readingଅନ୍ତର୍ଜାତୀୟ ଆର୍ଦ୍ରଭୂମିର ମାନ୍ୟତା ପାଇଲା ସାତକୋଶିଆ

ସାତକୋଶିଆରେ ପୁଣି ଏକ ଗୟଳ ମୃତ, ୧୦ ଦିନରେ ଏହା ତୃତୀୟ

ଅନୁଗୁଳ: ସାତକୋଶିଆ ଅଭୟାରଣ୍ୟରେ ଗୋଟିଏ ପରେ ଗୋଟିଏ ଜୀବଙ୍କ ଜୀବନ ଯାଉଛି। ହାତୀ ପରେ ଏଠାରେ ଏବେ ଏକ ଗୟଳର ମୃତ୍ୟୁ ଘଟିଛି। ଲଗାତର ଏହାକୁ ମିଶାଇ ୧୦ ଦିନ ମଧ୍ୟରେ ୩ଟି ଗୟଳଙ୍କ ଜୀବନ ଗଲାଣି। ରବିବାର ପୁରୁଣାକୋଟ ବନାଞ୍ଚଳରେ…

Continue Readingସାତକୋଶିଆରେ ପୁଣି ଏକ ଗୟଳ ମୃତ, ୧୦ ଦିନରେ ଏହା ତୃତୀୟ

ସାତକୋଶିଆ ଅଭୟାରଣ୍ୟରେ ପୁଣି ଏକ ହାତୀ ଛୁଆର ମୃତ୍ୟୁ

ଅନୁଗୁଳ: ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟରେ ଆଜି ପୁଣି ଏକ ହାତୀ ଛୁଆର ମୃତ୍ୟୁ ଘଟିଛି। ଏହି ହାତୀ କିଛି ଦିନ ହେଲା ଅସୁସ୍ଥ ଥିଲେ ମଧ୍ୟ ବନ ବିଭାଗ ତା' ଚିକିତ୍ସା କରିନଥିଲା। ଫଳରେ ଆଜି ତା ମୃତ୍ୟୁ ଘଟିଛି।…

Continue Readingସାତକୋଶିଆ ଅଭୟାରଣ୍ୟରେ ପୁଣି ଏକ ହାତୀ ଛୁଆର ମୃତ୍ୟୁ

ପୁଣି ଆଖି ବୁଜିଲା ଗଜରାଜ, ଚିକିତ୍ସାଧୀନ ଅବସ୍ଥାରେ ହାତୀ ଛୁଆର ମୃତ୍ୟୁ

ଅନୁଗୁଳ: ପୁଣିଥରେ ଆଖି ବୁଜିଲା ଗଜରାଜ। ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ କୁଶଖଲି ଜଙ୍ଗଲରେ ଆଜି ସକାଳେ ଏକ ହାତୀ ଛୁଆର ମୃତ୍ୟୁ ଘଟିଛି। ମୃତ ହାତୀର ବୟସ ୪ ବର୍ଷ ହୋଇଥିବା କୁହାଯାଉଛି। ରିପୋର୍ଟ ମୁତାବକ, ମୃତ ହାତୀ ଛୁଆ…

Continue Readingପୁଣି ଆଖି ବୁଜିଲା ଗଜରାଜ, ଚିକିତ୍ସାଧୀନ ଅବସ୍ଥାରେ ହାତୀ ଛୁଆର ମୃତ୍ୟୁ

ମାଟି ତଳୁ ହାତୀ କଙ୍କାଳ ମିଳିବା ଘଟଣା: ବନ ବିଭାଗ କର୍ମଚାରୀଙ୍କ ଜ୍ଞାତସାରରେ ହୋଇଥିଲା ସବୁ କାମ, ୩ ୱାଚର ଗିରଫ

ଅନୁଗୁଳ: ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡରେ ଦନ୍ତା ହାତୀକୁ ପୋତିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବନବିଭାଗ। ସୂଚନା ଅନୁସାରେ, କଟକ ଜିଲ୍ଲା ଅନ୍ତର୍ଗତ ଜିଲିଣ୍ଡା ରେଞ୍ଜ ସତ୍ୟଜୟପୁର ପତ୍ରା ଜଙ୍ଗଲରେ ଏକ ଦନ୍ତା ହାତୀକୁ ପୋତି ଦିଆଯାଇଥିଲା। ବନ ବିଭାଗର ୱାଚର,…

Continue Readingମାଟି ତଳୁ ହାତୀ କଙ୍କାଳ ମିଳିବା ଘଟଣା: ବନ ବିଭାଗ କର୍ମଚାରୀଙ୍କ ଜ୍ଞାତସାରରେ ହୋଇଥିଲା ସବୁ କାମ, ୩ ୱାଚର ଗିରଫ

ଶିକାରୀ ଫାଶରେ କଲରାପତରିଆ, ୮ଘଣ୍ଟାର ପରିଶ୍ରମ ପରେ ଉଦ୍ଧାର କଲା ବନ ବିଭାଗ

ଅନୁଗୁଳ: ଆଜି ସାତକୋଶିଆ ଅଭୟାରଣ୍ୟରେ ଶିକାରୀ ଫାଶରେ ପଡ଼ିଥିବା ଏକ କଲରାପତରିଆ ବାଘକୁ ଉଦ୍ଧାର କରିଛି ବନ ବିଭାଗ। ଦୀର୍ଘ ୮ ଘଣ୍ଟାର ଅପରେସନ ପରେ ବାଘକୁ ମୁକୁଳା ଯାଇଛି। ସୂଚନା ମୁତାବକ, ସାତକୋଶିଆ ଅଭୟାରଣ୍ୟ ପୁରୁଣାକୋଟ ବନାଞ୍ଚଳ ଗୋପାଳପୁର ଗାଁ…

Continue Readingଶିକାରୀ ଫାଶରେ କଲରାପତରିଆ, ୮ଘଣ୍ଟାର ପରିଶ୍ରମ ପରେ ଉଦ୍ଧାର କଲା ବନ ବିଭାଗ

ବଲଦମରାରେ ଘଡ଼ିଆଳ ୩୦ ଶାବକ ଜନ୍ମ ଦେଲା

ଅନୁଗୁଳ: ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ ଟିକରପଡ଼ାର ବଳଦମରାର ମହାନଦୀ ଶଯ୍ୟାରେ ମଙ୍ଗଳବାର ଗୋଟିଏ ଘଡ଼ିଆଳ କୁମ୍ଭୀର ୩୦ରୁ ଅଧିକ ଛୁଆଙ୍କୁ ଜନ୍ମ ଦେଇଛି। ଘଟଣାଟି ଜଙ୍ଗଲ ବିଭାଗ ଅଧିକାରୀ ସମେତ ସ୍ଥାନୀୟ ଅଧିବାସୀ ଏବଂ ପରିବେଶବିତଙ୍କୁ ଯଥେଷ୍ଟ ଆନନ୍ଦ ଦେଇଛି…

Continue Readingବଲଦମରାରେ ଘଡ଼ିଆଳ ୩୦ ଶାବକ ଜନ୍ମ ଦେଲା