ବାତ୍ରାଖୋଲ ଜଙ୍ଗଲରୁ କଲରାପତ୍ରିଆର ମୃତ ଦେହ ଉଦ୍ଧାର

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡ ଅନ୍ତର୍ଗତ ଧଣ୍ଡାଟୋପା ବନାଞ୍ଚଳ ବାତ୍ରାଖୋଲ ଜଙ୍ଗଲରୁ ଶନିବାର ସକାଳେ ଏକ କଲରା ପତ୍ରିଆ ବାଘର ମୃତଦେହ ଠାବ କର।ଯାଇଛି। ଗାଁ ଲୋକଙ୍କ ଠାରୁ ଖବର ପାଇ  ବନ ବିଭାଗ ଅଧିକାରୀମାନେ ଘଟଣା ସ୍ଥଳକୁ ଯାଇଛନ୍ତି…

Continue Readingବାତ୍ରାଖୋଲ ଜଙ୍ଗଲରୁ କଲରାପତ୍ରିଆର ମୃତ ଦେହ ଉଦ୍ଧାର

ସାତକୋଶିଆ ଜୈବବିବିଧତା ଅକ୍ଷୂର୍ଣ୍ଣ ରଖିବାକୁ ପ୍ରୟାସ

ଅନୁଗୁଳ: ଅନୁଗୁଳ ଜିଲ୍ଲାର ସାତକୋଶିଆ ଅଭୟାରଣ୍ୟ ଓ ବ୍ୟାଘ୍ର ପ୍ରକଳ୍ପର ଜୈବବିବିଧତା ଅକ୍ଷୂର୍ଣ୍ଣ ରଖିବାକୁ ପ୍ରୟାସ କରାଯାଉଛି। ଅନୁଗୁଳ ଜିଲ୍ଲାର ପରିବେଶକୁ ଅନେକାଂଶରେ ସାତକୋଶିଆ ଅଭୟାରଣ୍ୟର ଘଞ୍ଚ ଜଙ୍ଗଲ ସନ୍ତୁଳିତ କରିଥାଏ। ଏଠାକାର ଜୈବବିବିଧତା ଓଡିଶାରେ ସ୍ବତନ୍ତ୍ର ଅଭୟାରଣ୍ୟର ବନ୍ୟପ୍ରାଣୀ, ଉଦ୍ଭିଦ…

Continue Readingସାତକୋଶିଆ ଜୈବବିବିଧତା ଅକ୍ଷୂର୍ଣ୍ଣ ରଖିବାକୁ ପ୍ରୟାସ

ପର୍ଯ୍ୟଟକଙ୍କୁ ମିଳିବ ଘରୋଇ ଅନୁଭୂତି, ଟିକରପଡ଼ାରେ ହେବ ହୋମ୍ ଷ୍ଟେ’

ଅନୁଗୁଳ: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ପ୍ରକୃତିର ଗନ୍ତାଘର ସାତକୋଶିଆକୁ ଏଣିକି ବୁଲିବାକୁ ଆସିଲେ ରହିବନି ରହଣି ସମସ୍ୟା। ସରକାର ଖୁବ୍‌ଶୀଘ୍ର ଟିକରପଡ଼ାରେ ହୋମ୍ ଷ୍ଟେ’ ବ୍ୟବସ୍ଥା କରିବାକୁ ଯାଉଛନ୍ତି। ପର୍ଯ୍ୟଟକଙ୍କୁ ଘରୋଇ ବାତାବରଣର ନିଆରା ଅନୁଭୂତି ସାଙ୍ଗକୁ ଘର ମାଲିକଙ୍କୁ…

Continue Readingପର୍ଯ୍ୟଟକଙ୍କୁ ମିଳିବ ଘରୋଇ ଅନୁଭୂତି, ଟିକରପଡ଼ାରେ ହେବ ହୋମ୍ ଷ୍ଟେ’

ସାତକୋଶିଆରେ ବଢ଼ିଲା ଘଡ଼ିଆଳ ବଂଶ, ଅଣ୍ଡାରୁ ଫୁଟିଲେ ୨୮ ଛୁଆ

ଅନୁଗୁଳ : ଜୈବ ବିବିଧତାର ଗନ୍ତାଘର ସାତକୋଶିଆରୁ ଆସିଛି ଖୁସି ଖବର। ବିରଳ ପ୍ରଜାତିର ଘଡ଼ିଆଳ କୁମ୍ଭୀର ପ୍ରଜନନ ସଂଖ୍ୟା ଉତ୍ସାହଜନକ ରହିଛି । ଦୀର୍ଘବର୍ଷ ପରେ ସାତକୋଶିଆ ମହାନଦୀ କୂଳରୁ ଠାବ ହୋଇଛନ୍ତି ଘଡ଼ିଆଳ ଶାବକ। ସାତକଶିଆ ଗଣ୍ଡର ବଳଦମରା…

Continue Readingସାତକୋଶିଆରେ ବଢ଼ିଲା ଘଡ଼ିଆଳ ବଂଶ, ଅଣ୍ଡାରୁ ଫୁଟିଲେ ୨୮ ଛୁଆ

ସାତକୋଶିଆରେ ଗୟଳ ମୃତ

ଅନୁଗୁଳ: ସାତକୋଶିଆ ଅଭୟାରଣ୍ୟର ପୁରୁଣାକୋଟ ବନାଞ୍ଚଳ ଟୁଲୁକା ସଂରକ୍ଷିତ ଜଙ୍ଗଲରେ ଗତକାଲି ଏକ ମାଈ ଗୟଳର ମୃତଦେହ ବନବିଭାଗ ଉଦ୍ଧାର କରିଛି । ଟୁଲୁକା ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଗୟଳର ମୃତଦେହ ପଡ଼ିଥିବା ବନ କର୍ମଚାରୀ ଦେଖିବାକୁ ପାଇଥିଲେ । ସାତକୋଶିଆ…

Continue Readingସାତକୋଶିଆରେ ଗୟଳ ମୃତ

ବାଉଁଶ ଚାରା ରୋପଣରେ ଅନିୟମିତତା

ଅନୁଗୁଳ : ବାଉଁଶ ଚାରା ରୋପଣରେ ହେରଫେର୍‌ । ଏଭଳି ଅଭିଯୋଗ ହେବା ପରେ ସାତକୋଶିଆ ଅଭୟାରଣ୍ୟରେ ଭିଜିଲାନ୍ସ ପକ୍ଷରୁ ରେଡ଼୍‌ କରାଯାଉଛି । ଭିଜିଲାନ୍ସର ୪ଟିମ୍‌ ବୁଧବାରଠାରୁ ବିଭିନ୍ନ ସ୍ଥାନରେ ଛାନ୍‌ଭିନ୍‌ ଆରମ୍ଭ କରିଛନ୍ତି। ଅନୁଗୁଳ ସାତକୋଶିଆ ଅଭୟାରଣ୍ୟ ବନ୍ତଳା…

Continue Readingବାଉଁଶ ଚାରା ରୋପଣରେ ଅନିୟମିତତା

ଜୀବିକା ବିପନ୍ନ କରିଛି ବନ ବିଭଗର କଟକଣା

ଅନୁଗୁଳ: ମହାନଦୀର ସାତକୋଶିଆ ଗଣ୍ତ ଅଞ୍ଚଳରେ ମାଛ ଧରି ଜୀବିକା ନିର୍ବାହ କରୁଥିବା ଶତାଧିକ ପରିବାର ବନ ବିଭାଗର କଟକଣା ଦ୍ଵାରା ପ୍ରଭାବିତ ହୋଇଛନ୍ତି। ଆସନ୍ତା ସପ୍ତାହ ମଧ୍ୟରେ ମହାନଦୀରୁ ମାଛ ମାରିବା ନେଇ ଏ କଟକଣା ପ୍ରତ୍ୟାହାର ନହେଲେ ସ˚ଘର…

Continue Readingଜୀବିକା ବିପନ୍ନ କରିଛି ବନ ବିଭଗର କଟକଣା

ଅଭୟାରଣ୍ୟ ଭିତରୁ ଜନବସତି ହଟିବ

ଅନୁଗୁଳ: ସାତକୋଶିଆ ଅଭୟାରଣ୍ୟ ଭିତରେ ଘଞ୍ଚ ଜଙ୍ଗଲ ମଧ୍ୟରେ ରହିଥିବା ଜନବସତି ବା ଗାଁ'ଗୁଡ଼ିକୁ ଧୀରେ ଧୀରେ ହଟାଇବାକୁ ଉଦ୍ୟମ କରୁଛି ବନ ବିଭାଗ। ପ୍ରଥମତଃ ଏହି ଅଞ୍ଚଳରେ ଗାଁ ଗୁଡିକର ବିକାଶ ସମ୍ଭବ ହୋଇପାରୁନାହିଁ। ଜଙ୍ଗଲ ଆଇନ ଏଥିରେ ବାଧକ…

Continue Readingଅଭୟାରଣ୍ୟ ଭିତରୁ ଜନବସତି ହଟିବ

ପ୍ରସ୍ତାବିତ ସ୍ବତନ୍ତ୍ର ହାତୀ ଚଲାପଥ ପ୍ରକଳ୍ପ ଶୀତଳ ଭଣ୍ତାରରେ

ଅନୁଗୁଳ: ରାଜ୍ୟରେ ଥିବା ପ୍ରସ୍ତାବିତ ୧୪ ଟି ସ୍ବତନ୍ତ୍ର ହାତୀ ଚଲାପଥ ପ୍ରକଳ୍ପ ଶୀତଳ ଭଣ୍ତାରରେ ପଡ଼ିଥିବାରୁ ଏନ୍‌ଜିଟି କ୍ଷୁବ୍ଧ ହୋଇଛି। ଏହି ପ୍ରକଳ୍ପ ନେଇ ସବିଶେଷ ଆକ୍ସନ ପ୍ଲାନ୍‌ ଏନ୍‌ଜିଟିକୁ ଦିଆଯାଇ ନଥିବାରୁ ସେ ଏବେ ସରକାରଙ୍କୁ ଚରମ ବାଣୀ…

Continue Readingପ୍ରସ୍ତାବିତ ସ୍ବତନ୍ତ୍ର ହାତୀ ଚଲାପଥ ପ୍ରକଳ୍ପ ଶୀତଳ ଭଣ୍ତାରରେ

ସାତକୋଶିଆରେ ବିଦେଶୀ ପକ୍ଷୀଙ୍କ କଳରବ

ଅନୁଗୁଳ: ଶୀତର ଆଗମନ ହେଉଣୁ ସାତକୋଶିଆ ଅଭୟାରଣ୍ୟ ତଥା ମହାନଦୀ କୂଳରେ ବିଦେଶୀ ପକ୍ଷୀଙ୍କ ସମାଗମ ହେଲାଣି। ମହାନଦୀ ପଠାରେ ବିଭିନ୍ନ ସ୍ଥାନରେ ଦଳଦଳ ହୋଇ ବିଦେଶୀ ପକ୍ଷୀ ବୁଲୁଥିବା ଦେଖାଯାଇଛି। ଶୀତ ଆସିଲେ ବିଦେଶୀ ପକ୍ଷୀ, ପର୍ଯ୍ୟଟକଙ୍କ ଆଗମନରେ ଚଳଚଞ୍ଚଳ…

Continue Readingସାତକୋଶିଆରେ ବିଦେଶୀ ପକ୍ଷୀଙ୍କ କଳରବ